<< sarapes saraswati >>

sarasvati Meaning in Odia (Oriya). ( sarasvati ଶବ୍ଦର ଓଡିଆ ଅର୍ଥ)



ସରସ୍ୱତୀ,

Noun:

ସରସ୍ୱତୀ |,

sarasvati తెలుగు అర్థానికి ఉదాహరణ:

ସେଠାରେ ସେ ବିରଜାନନ୍ଦ ସରସ୍ୱତୀଙ୍କୁ ଗୁରୁ କରି ତାଙ୍କର ତତ୍ତ୍ୱାବଧାନରେ ସକଳ ବେଦ ଅଧ୍ୟୟନ କଲେ ।

ତାହାଛଡ଼ା ସେରଗଡ଼ ପ୍ରାଥମିକ ଓ ମ.ଇ. ବିଦ୍ୟାଳୟ ଓ ସରସ୍ୱତୀ ଶିଶୁ ମନ୍ଦିର ମଧ୍ୟ ଅଛି ।

ଘରକୁ ଫୁଲକୁ ଆଣି ଗାଧୋଇପାଧୋଇ ଉପବାସ କରିବା ସଙ୍ଗେସଙ୍ଗେ ନୂଆ ବସ୍ତ୍ର ପରିଧାନ କରି ଫୁଲରେ ମାଳ ଗୁନ୍ଥି ଦେବୀ ସରସ୍ୱତୀଙ୍କ ପୂଜା କରି ପୁଷ୍ପାଞ୍ଜଳି ଦିଅନ୍ତି ।

ମିହିର ଦାସ, ପ୍ରିୟା ଚୌଧୁରୀ, ହର ପଟ୍ଟନାୟକ, ଆକାଶ ଦାସନାୟକ, ଚୌଧୁରୀ ବିକାଶ ଦାସ, ରୁନୁ ପରିଜା, ହାଡ଼ୁ, ରବି ମିଶ୍ର, ବ୍ରଜ ସିଂହ, ପିଣ୍ଟୁ ନନ୍ଦ, ଅକ୍ଷୟ ବସ୍ତିଆ, ସ୍ନିଗ୍ଧା ମହାନ୍ତି, ସରସ୍ୱତୀ ଦେବୀ, ପ୍ରିୟ ସୁନ୍ଦର ମିଶ୍ର ଆଦି କଳକାକାରମାନେ ଅଭିନୟ କରିଥିଲେ ।

| ମାନ ସମ୍ମାନ |ଟାଗୋର ଏକାଡେମୀ ରତ୍ନ ଫେଲୋସିପ - ୨୦୧୨ (କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ)|ମିଡିଆ ରତ୍ନ ସମ୍ମାନ - ୨୦୧୧|ଡି.ଲିଟ - ରେଭେନ୍ସା ବିଶ୍ୱବିଦ୍ୟାଳୟ|ସଙ୍ଗୀତ ସରସ୍ୱତୀ ସମ୍ମାନ - ବାଳକୃଷ୍ଣ ଦାଶ ଫାଉଣ୍ଡେସନ|ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନ - ଗୁରୁ ଦେବପ୍ରସାଦ ଦାସ ଅନୁଷ୍ଠାନ|ଆଧାର|୧୯୨୧ ଜନ୍ମ|୨୦୧୯ ମୃତ୍ୟୁ ବ୍ରହ୍ମାନନ୍ଦ ବିଶ୍ୱାଳ (୨୫ ଡିସେମ୍ବର ୧୯୩୪ - ୨୩ ଅଗଷ୍ଟ ୨୦୧୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ ।

|ଆନ୍ନେଟ୍ଟ୍ ୱିଲ୍କେଙ୍କ ମତରେ କାଳକ୍ରମେ ଶୁଷ୍କ ହୋଇଯାଇଥିବା ଐତିହାସିକ ସରସ୍ୱତୀ ନଦୀ ବୈଦିକ ସାହିତ୍ୟର ମହାନ ଗ୍ରନ୍ଥଗୁଡିକର ରଚନା ପୂର୍ବରୁ କ୍ଷୀଣସ୍ରୋତା ହୋଇଯାଇଥିଲା ।

ସେହି କାରଣରୁ ଅନେକ ପର-ବୈଦିକ ସାହିତ୍ୟିକ ରଚନାରେ ସରସ୍ୱତୀର ଶୁଷ୍କ ହେବା ବିଷୟ ସ୍ଥାନ ପାଇଛି ଓ ସରସ୍ୱତୀଙ୍କୁ ନଦୀ ପରିବର୍ତ୍ତେ ଭାଷାର ଦେବୀ ଭାବେ ଅଭିହିତ କରାଯାଇଛି ।

ସେଠାରେ ତ୍ରିବେଣୀ ସଙ୍ଗମରେ ଗଙ୍ଗା, ଯମୁନା, ସରସ୍ୱତୀ ନଦୀରେ ପିତୃ ତର୍ପଣ କରିଥିଲେ ।

ଗଙ୍ଗା ଓ ଯମୁନା ନଦୀର ସଙ୍ଗମସ୍ଥଳ ତ୍ରିବେଣୀରେ ସରସ୍ୱତୀ ମଧ୍ୟ ସମ୍ମିଳିତ ହୋଇଛି  ବୋଲି ବିଶ୍ୱାସ କରାଯାଏ ।

|ମାଘ ଶୁକ୍ଳପଞ୍ଚମୀ: ବସନ୍ତପଞ୍ଚମୀ / ଶ୍ରୀପଞ୍ଚମୀ – ସରସ୍ୱତୀ ପୂଜା, ଜଗନ୍ନାଥ ମହାପ୍ରଭୁଙ୍କ ପଞ୍ଚପଲ୍ଲବ ଲାଗି ।

|କିମ୍ବଦନ୍ତୀ|ଏକଦା ସରସ୍ୱତୀ ନଦୀ ତଟରେ ଭଦ୍ରାବତୀ ନାମକ ନଗରୀରେ ଧୁତିନାମ ନାମକ ଚନ୍ଦ୍ରବଂଶୀ ରାଜା ଶାସନ କରୁଥିଲେ ।

 କେତେକ ବ୍ରହ୍ମଣରେ ସରସ୍ୱତୀଙ୍କୁ ବାଗ୍-ଦେବୀ ନାମରେ ଅଭିହିତ କରାଯାଇଛି ।

sarasvati's Meaning in Other Sites