<< sandip sandling >>

sandiver Meaning in Odia (Oriya). ( sandiver ଶବ୍ଦର ଓଡିଆ ଅର୍ଥ)



ବାଲିଯାତ୍ରା,

Noun:

କପିନ୍ଜାଲ୍ |,

People Also Search:

sandling
sandlings
sandman
sandmen
sandown
sandpaper
sandpapered
sandpapering
sandpapers
sandpile
sandpiper
sandpipers
sandpit
sands
sandstone

sandiver తెలుగు అర్థానికి ఉదాహరణ:

| ବାଲିଯାତ୍ରା |କାର୍ତ୍ତିକ ପୂର୍ଣ୍ଣିମାରେ ଚାନ୍ଦବାଲି, ଚୂଡ଼ାମଣି ଓ ବାଉଦପୁରରେ ସାଧବ ପୁଅର ସ୍ମୃତିକୁ ମନେ ପକାଇବାପାଇଁ ବାଲିଯାତ୍ରା ସାତଦିନବ୍ୟାପି ପାଳନ କରାଯାଏ।

| ଇତିହାସ ଓ ମତବାଦ |ବାଲିଯାତ୍ରା କେବେ ଓ କାହିଁକି ଆରମ୍ଭ ହେଇଥିଲା ତାହା ସଠିକ ଭାବରେ ନିର୍ଦ୍ଧାରିତ ହୋଇ ନାହିଁ।

ନିର୍ଦ୍ଧାରଣ ନୀରବ ରହିବାରୁ ବାଲିଯାତ୍ରାର ଆରମ୍ଭକୁ ନେଇ ଦ୍ୱନ୍ଦ ରହିବା ସ୍ୱାଭାବିକ ।

ସେହି ସ୍ମୃତିକୁ ଧରିରଖିବା ଉଦ୍ଦେଶ୍ୟରେ ଯେଉଁ ପ୍ରାରମ୍ଭିକ ଉତ୍ସବ ଆରମ୍ଭ ହେଇଥିଲା ବା ଆୟୋଜନ ହୋଇଥିଲା ତାହା ହିଁ ବାଲିଯାତ୍ରା

ବାଲିଯାତ୍ରାରେ କଟକ ପ୍ରସିଦ୍ଧ ଦହିବରା-ଆଳୁଦମ ଓ ଠୁଙ୍କାପୁରି ଇତ୍ୟାଦି ଖାଦ୍ୟ ବହୁସ୍ଥାନରେ ବିକ୍ରିହୁଏ ||ଉତ୍କଳିୟ ନୌବାଣିଜ୍ୟ ଏବଂ ବାଲିଯାତ୍ରା*|ଅତୀତ ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନକରେ ବାଲିଯାତ୍ରା

ସୋଭିଏତ ସଂଘ ଓ ସୁଇଡେନ ହୋଇଥିବା ଭାରତ ଉତ୍ସବ, ବାଲି-ଇଣ୍ଡୋନେସିଆରେ କଳିଙ୍ଗ-ବାଲିଯାତ୍ରା, କାଏରୋରେ ଅନୁଷ୍ଠିତ ୪ର୍ଥ ବିନାଲେ, ବେଇଜିଙ୍ଗର ଆର୍ଟ ଏକ୍ସପୋ, ଓ ସପ୍ତମ ଭାରତ ଟ୍ରିନାଲେ ଆଦି ଜାତୀୟ କଳା-ପ୍ରକଳ୍ପର ସେ ମୁଖ୍ୟ ବିନ୍ଧାଣୀ ଥିଲେ ।

ନଭେମ୍ବର ମାସରେ ଆୟୋଜିତ ହେଉଥିବା ବାଲିଯାତ୍ରା ଦେଖିବା ଲାଗି ଏବଂ ବେପାର କରିବା ଲାଗି ଏହି ସମୟରେ କଟକରେ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରୁ ଆସି ଲୋକେ ଭିଡ଼ ଜମାନ୍ତି ।

|ଉପସଂହାର*|ଶେଷରେ ଏୟା କୁହାଯାଇପାରେ ଅତୀତ ଉତ୍କଳିୟ ସଂକୃତି ଯେ ମହାନ୍ ଏବଂ ବାଲିଯାତ୍ରା ଭଳି ଅନେକ ଗୌରବମୟ ସ୍ମୃତି ଆଜି ଲୋପପାଇବାକୁ ବସିଛି ।

|ସେହି ଅଭିଯାନର ନାଁ ଥିଲା, ''କଳିଙ୍ଗ ବାଲିଯାତ୍ରା- ୧୯୯୨', ଯାହା ଓଡ଼ିଶା ଓ ବାଲି, ଜାଭା ମଧ୍ଧ୍ୟରେ ଥିବା ପ୍ରଚୀନ ଐତିହାସିକ ଓ ସାଂସ୍କୃତିକ ବାଣିଜ୍ୟ ସମ୍ବନ୍ଧକୁ ଫେରାଇ ଆଣିବା ପାଇଁ ଏକ ଉଦ୍ୟମ ଥିଲା ।

|ବାଲିଯାତ୍ରାର ଅର୍ଥ ବାଲି ଦ୍ୱୀପକୁ ଯାତ୍ରା ।

|ପୂର୍ବ କାଳରେ ଜାଭା, ବାଳି, ସୁମାତ୍ରା ଆଦି ସ୍ଥାନମାନଙ୍କୁ ବୋ‍ଇତ ନେଇ ବେପାର କରିବାକୁ ଯାଉଥିବା ସାଧବପୁଅମାନଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ଲାଗି ବାଲିଯାତ୍ରାର ଆୟୋଜନ କରାଯାଏ ।

ଆଗ କାଳରେ ସାଧବପୁଅମାନେ ନିଜ ବୋଇତରେ ଜାଭା, ବାଲି, ସୁମାତ୍ରା,ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଆଦି ସ୍ଥାନକୁ ବେପାର ବଣିଜ କରିବାକୁ ଯାଉଥିଲେ ଯାହାର ସ୍ମୃତିରେ ଉପକୂଳ ଅଞ୍ଚଳମାନଙ୍କରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ ।

 ବାଲି ସହିତ ଥିବା ଏହି ପୁରାତନ ନୌବାଣିଜ୍ୟ ସମ୍ପର୍କକୁର ସ୍ମୃତିରେ ଉପକୂଳ ଓଡ଼ିଶାରେ ବାଲିଯାତ୍ରା (ବାଲି ଅଭିମୁଖେ ଯାତ୍ରା) ଉତ୍ସବ ବହୁ ଆଡମ୍ବରରେ ପାଳିତ ହୁଏ ।

sandiver's Meaning in Other Sites