sales tax Meaning in Odia (Oriya). ( sales tax ଶବ୍ଦର ଓଡିଆ ଅର୍ଥ)
ବିକ୍ରୟ କର, ବିକ୍ରେତା,
Noun:
ବିକ୍ରେତା,
People Also Search:
salesclerksalesgirl
salesgirls
salesian
salesladies
saleslady
salesman
salesmanship
salesmen
salespeople
salesperson
salespersons
salesroom
salesrooms
saleswoman
sales tax తెలుగు అర్థానికి ఉదాహరణ:
କିଛି ଖଳ ପ୍ରକୃତିର ଅବୈଧ ମୁନାଫାଖୋର ମଦ୍ୟ ବେପାରୀ ବିଷାକ୍ତ ମଦ୍ୟ ବିକ୍ରୟ କରିଥିଲେ ।
ମାଛକୁ ବିକ୍ରୟ କରାଗଲା ପରେ କିଛି ମାଛ ପଚିବା ଅବସ୍ଥାରେ ଥାଆନ୍ତି ।
ଏହା ସହ, ଏହି ଖେଳରେ ପୋକେମୋନକୁ ଅନ୍ୟ ଖେଳାଳିଙ୍କ ସହ କ୍ରୟ ବିକ୍ରୟ କରିବାର ମଧ୍ୟ ବ୍ୟବସ୍ଥା ରହିଛି ।
ଏହି ଚୁକ୍ତିନାମା ଅନୁଯାୟୀ ଆସନ୍ତା ଅପ୍ରେଲ ପହିଲାଠାରୁ କଟକ ମହାନଗର ନିଗମ ଅଞ୍ଚଳର ବାଦାମବାଡି ବସଷ୍ଟାଣ୍ଡ, ଶିଶୁଭବନ ଛକ, ମାଲ ଗୋଦାମ ଏବଂ ବଡ଼ ମେଡିକାଲଠାରେ ଏହା ପ୍ରତ୍ୟେକ ଦିନ ମଧ୍ୟାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ନିର୍ଦ୍ଧାରିତ ସ୍ଥାନମାନଙ୍କରେ ବିକ୍ରୟ କରାଯିବ ।
ମାତ୍ର ୧୩ ବର୍ଷ ବୟସରେ ସେ ସିମ୍ କାର୍ଡ ବିକ୍ରୟ କରିବା ଆରମ୍ଭ କରିଥିଲେ ।
ଅନେକ ସମୟରେ ବେଆଇନ ଭାବରେ ବିକ୍ରୟ କରାଯାଉଥିବା ହିରୋଇନ ସହିତ ଚିନି ବା ସ୍ଟ୍ରିକନିନ (strychnine) ମଶ୍ରିତ କରାଯାଏ ।
ଏକ ମାସ ପରେ ତାଙ୍କୁ ଭାରତୀୟ ମୁଦ୍ରାରେ ଏକ ଲକ୍ଷ ଟଙ୍କାରେ ଅନ୍ୟ ଏକ ବେଶ୍ୟାଳୟକୁ ବିକ୍ରୟ କରିଦିଆଗଲା ।
ଏହା ମଧ୍ୟ ସମବାୟ ଗୋଷ୍ଠୀମାନଙ୍କଦ୍ୱାରା ପ୍ରସ୍ତୁତ ବସ୍ତ୍ର ଗୁଡିକୁ ରାଜ୍ୟ ମଧ୍ୟରେ ବିକ୍ରୟ କରିଥାଏ ।
ଏହାକୁ ଅନେକ ନାମରେ ବିଭନ୍ନ କମ୍ପାନୀ ବିକ୍ରୟ କରନ୍ତି ଓ ଡେଟଲ ଏମାନଙ୍କ ମଧ୍ୟରୁ ଗୋଟିଏ ।
ତା’ ପରେ ସେଥିରେ ଅନ୍ୟ ସଂରକ୍ଷଣକାରୀ ଉପାଦାନ ମିଶାଇ ବୋତଲରେ ବନ୍ଦ କରି ବିକ୍ରୟ କରାଯାଏ ।
କିନ୍ତୁ ଡିସେମ୍ବର ୧୬ ରେ, ସେ କୋର୍ଟରୁ କ୍ୱାଲକମ୍ ଫୋନ୍ ବିକ୍ରୟ କରିବାର ଅଧିକାର ପାଇଲେ ।
କିଛି ସମୟ ପର୍ଯ୍ୟନ୍ତ ସୀତା ନିଜ ମା' ଏବଂ ଭାଈ - ଭଉଣୀମାନଙ୍କ ସହିତ ଗୁପଚୁପ ବିକ୍ରୟ କରି ଘର ଚଳାଉଥିଲେ ।
ଯେହେତୁ ପିତୃପୁରୁଷ ସେମାନଙ୍କୁ ନିଜ ଘର ବିକ୍ରୟ କରିବାକୁ ଏବଂ [ଆଣବିକ ପରିବାର]ରେ ଅଲଗା ହେବାକୁ ଅନୁମତି ଦିଅନ୍ତି ନାହିଁ, ତେଣୁ ସେ ଆଶା କରନ୍ତି ଯେ ସେ ତାଙ୍କ ମନ ପରିବର୍ତ୍ତନ କରିବେ କିମ୍ବା ଦେହାନ୍ତ କରିବେ ।
sales tax's Usage Examples:
investigation into Kozlowski"s failure to declare art purchases for the purpose of evading New York state sales taxes eventually led to Kozlowski"s conviction and.
Excise taxAn excise tax is a sales tax that applies to a specific class of goods, typically alcohol, tobacco, gasoline (petrol), or tourism.
Wilkinson presented a budget proposal to the General Assembly that contained measures increasing taxes on cigarettes and corporations and eliminating sales tax exemptions on legal, engineering, and advertising services.
bank overdrafts, accrued expenses, sales taxes, advance payments (unearned revenue), debt and accrued interest on debt, customer deposits, VAT output.
other groups because of its refusal to collect sales tax in 41 of the 45 states with a statewide sales tax (as of March 2017).
This segment was part of the original plan for the Metro Blue Line, but when a ban on sales tax spending on subway tunnels passed in 1998, the project became a separate line terminating at Union Station.
with provincial sales tax (PST) into a harmonized sales tax (HST), while Quebec has a de facto HST in that its provincial sales tax follows the same.
Throughout the 1960s, Wilkinson refused to pay the state sales tax on his transactions; he and Joe Kennedy, the owner of Kennedy Book Store, both claimed that paying the tax put them at a competitive disadvantage with the university's book store, which did not pay state taxes because it was operated by the university, a tax exempt entity.
” Funding The project is funded by federal, state, regional and local allocations (including bridge tolls), dedicated sales tax revenues, and fares.
It is similar to, and is often compared with, a sales tax.
numerous categories of goods and services that are exempt from sales tax, or taxed at reduced rates.
Synonyms:
nuisance tax, excise, excise tax,
Antonyms:
taxable, enforce, regulate, restrict, blame,