ruinous Meaning in Odia (Oriya). ( ruinous ଶବ୍ଦର ଓଡିଆ ଅର୍ଥ)
ଧ୍ୱଂସ, ଘସି ହୋଇ ଜାଇଚି, ବିନାଶକାରୀ,
Adjective:
ପରାଜିତ |, ପତିତ, କ୍ଷତିଗ୍ରସ୍ତ |, ଧ୍ୱଂସ,
People Also Search:
ruinouslyruins
rukh
rukhs
rulable
rule
rule of evidence
rule of grammar
rule of law
rule of morphology
rule of thumb
rule out
rulebook
rulebooks
ruled
ruinous తెలుగు అర్థానికి ఉదాహరణ:
ଫଳରେ ଇଂରେଜ ଅସ୍ତ୍ରାଗାର ଧ୍ୱଂସ ପାଇଗଲା ।
ସେ ଯାହାହେଉ, ଚତୁର ରାଜନୈତିକ ଗୋଟିଚାଳନାଦ୍ୱାରା ବ୍ୟବସାୟୀ ଇଂରେଜ ପ୍ରଶାସକ ଶକ୍ତିଶାଳୀ ଓଡ଼ିଆଜାତିକୁ ତିନି ଭାଗରେ ବିଭକ୍ତ କରି ପଡ଼ୋଶୀ ତେଲୁଗୁ, ବଙ୍ଗାଳୀ ଓ ହିନ୍ଦୀଭାଷୀଙ୍କଦ୍ୱାରା ଧନ, ଧର୍ମ ଓ ଭାଷା ଧ୍ୱଂସ କରିବାର ଛଦ୍ମ ପ୍ରଚେଷ୍ଟା ମଧ୍ୟରେ ନିଜକୁ ଓଡ଼ିଆ ଜାତିର ହିତାକାଂକ୍ଷୀ ଭାବେ ବିଶ୍ୱସନୀୟ ପରିଚୟଟିଏ ସ୍ଥାପନ କରିବାରେ ବହୁ ବିଳମ୍ବରେ ସଫଳ ହେଲେ ।
ଏଥି ଭିତରେ ବିଶାଳତମ ଓ ମୁଖ୍ୟ ଖଜୁରେଶ୍ୱର ଦେଉଳଟି ଧ୍ୱଂସ ପାଇଯାଇଛି ।
ସେ ଚାହୁଁଥିଲେ ଯେ କୁରୁ ବଂଶର ଶାଖାଗୁଡ଼ିକ ମଧ୍ୟରେ ଏକ ପୂର୍ଣ୍ଣ-ଗୃହଯୁଦ୍ଧ ହେଉ, ଯାହା ତାଙ୍କର ପ୍ରତିଶୋଧ ପୂରଣ କରି ସମଗ୍ର ପରିବାରକୁ ଧ୍ୱଂସ କରିବ ।
ବିଶାଳ ମୂର୍ତ୍ତି ଧ୍ୱଂସ ହେଲେ ରୋମ୍ର ପତନ ଘଟିବ ଓ ରୋମ୍ର ପତନ ଘଟିଲେ ବିଶ୍ୱ ଧ୍ୱଂସ ହୋଇଯିବ (ମୂଳ ଲାଟିନ୍ ଲେଖା : Quamdiu stat Colisæus, stat et Roma; quando cadet colisæus, cadet et Roma; quando cadet Roma, cadet et mundus) ।
କଳାପାହାଡ଼ ମନ୍ଦିରର ଅନେକ ମୂର୍ତ୍ତି ଓ ପାର୍ଶ୍ୱ ଦେଉଳକୁ ମଧ୍ୟ ଧ୍ୱଂସ କରିଦେଇଥିବା ଉଲ୍ଲେଖ ହୋଇଛି ।
ବିମାନର ଧ୍ୱଂସାବଶେଷ ଅଷ୍ଟ୍ରେଲିଆ ପର୍ଥ ଉପକୂଳର ଦକ୍ଷିଣ ଭାରତ ମହାସାଗରରେ ଠାବ ହେବା ପରେ ଦୁର୍ଘଟଣା ହୋଇଥିବା ନେଇ ମାଲେସିଆ ସରକାର ଆନୁଷ୍ଠାନିକ ଘୋଷଣା କରାଯାଇଛି ।
ମାଦଳା ପାଞ୍ଜିର ଅଭିଲେଖ ମତେ କଳାପାହାଡ଼ର ଓଡ଼ିଶା ଆକ୍ରମଣ କରି ବହୁ ମନ୍ଦିର ଧ୍ୱଂସ କରିଥିଲା ।
ଧରିତ୍ରୀକୁ ଧ୍ୱଂସ କରିବାକୁ ବିଜୁଳି ଘଡ଼ଘଡ଼ି ମାରିବାକୁ ଲାଗିଲା ।
|ତାଲିବାନ୍ ସରକାରଙ୍କଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତିରେ ଇସ୍ଲାମୀୟ ନିୟମର ବିରୋଧୀ ବୋଲି ମୂର୍ତ୍ତି ଧ୍ୱଂସ କରାଯିବାର ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ ପାଇଥିଲା ।
|୨୦୦୧ ମସିହା ମାର୍ଚ୍ଚ ମାସରେ ତାଲିବାନ୍ର ମୁଖ୍ୟ ମୁଲ୍ଲା ମହମ୍ମଦ ଓମାରଙ୍କ ନିର୍ଦ୍ଦେଶ କ୍ରମେ ଡାଇନାମାଇଟ୍ ଲଗାଇ ଏହି ମୂର୍ତ୍ତିଗୁଡ଼ିକ ଧ୍ୱଂସ କରିଦିଆ ଯାଇଥିଲା ।
ସେ (ଫ୍ରୋଗା, ଚିଙ୍କସୁ ଓ ବେହରୂପୀୟା ସହ ମିଶି) ସହରରେ ଧ୍ୱଂସଲୀଳା ରଚିବାକୁ ଚେଷ୍ଟା କରିଥିଲେ ।
ଏହି କାହାଣୀରେ ଲାଲ୍ କୁକୁରଙ୍କ ବିଧ୍ୱଂସକାରୀ ପ୍ରକୃତି ପାଇଁ, ଗୁମ୍ଫାଦି ସ୍ଥାନରେ ଘର କରି ନ ରହିବା ପାଇଁ ଓ ସେମାନଙ୍କ ପଞ୍ଝାର ନଖମାନଙ୍କ ମଧ୍ୟରେ ଲୋମ ରହିଥିବାରୁ ଗଧିଆମାନେ ସେମାନଙ୍କୁ ଘୃଣା କରୁଥିଲେ ।
ruinous's Usage Examples:
Ownership remained with the family for much of the Middle Ages, but by 1540 it was described as ruinous.
HistoryThe place was originally known as Oghilmore, from the nearby castle of O'Hill, now long ruinous.
barony takes its name from the Burke stronghold of Kiltartan Castle (now ruinous) also known as Castletown or Ballycastle.
fight off numerically superior packs and destroy attackers, until the rate of exchange became ruinous.
Some of the fine stonework survives, but today the castle is ruinous.
Crossing to England he also became Member of Parliament for Taunton at a ruinously expensive by-election in 1754, his father putting up £3,000 which had.
It remained in use until it was unroofed by a great storm in 1739 and gradually became ruinous.
The Communists under Mao Zedong adopted western models and their ruinous projects caused mass famines.
The ruinous gatehouse was converted in 1868–9 to a shooting box for the use of the Stucley family of Hartland Abbey and Moreton House.
negative reviews for his acting and direction with a critic noting it was a "ruinously shoddy script" and "the director’s attempt to enter into the acting arena.
The government was anxious only to collect from the Kahals the taxes, which were constantly being made heavier despite the Jews having not yet recovered from the ruinous events of the Cossacks' uprising and the Swedish invasion.
contains the Château d"Aiguebelette, a medieval structure which is in a ruinous state, while the main church in the area, dedicated to Saint Andrew, was.
The conflict was inconclusive and ruinously expensive for the major participants.
Synonyms:
catastrophic, harmful,
Antonyms:
innocuous, nontoxic, harmless,