roosa Meaning in Odia (Oriya). ( roosa ଶବ୍ଦର ଓଡିଆ ଅର୍ଥ)
ରୁସା,
Noun:
ଗୋଲାପ,
People Also Search:
rooseroosed
roosevelt
roost
roosted
rooster
roosters
roosting
roosts
root
root and branch
root beer
root beer float
root cap
root cause
roosa తెలుగు అర్థానికి ఉదాహరణ:
ଡିକମ୍ପେନସେଟେଡ ହୃଦ୍ପାତ ଥିଲେ ରକ୍ତଚାପ ଅନୁସାରେ ନାଇଟ୍ରୋପ୍ରୁସାଇଡ କିମ୍ବା ଫିନାଇଲେଫ୍ରିନ ବ୍ୟବହାର କରାଯାଇ ପାରେ ।
ଏଥି ନିମନ୍ତେ ଲାବେଟାଲୋଲ (Labetalol) ବା ସୋଡ଼ିଅମ ନାଇଟ୍ରୋପ୍ରୁସାଇଡ (sodium nitroprusside) ଔଷଧ ଇଞ୍ଜେକସନ ଆକାରରେ ଶିରାଭ୍ୟନ୍ତରରେ ଦିଆଯାଏ ।
କାଳକଣ୍ଟକ (black ibis), ବି-ଇଟର୍, ଗୋରୁସାଥୀ ବଗ, ଶୁଆ, ପୋଖରୀ ବଗ, ଡ୍ରୋଂଗୋ, ବତକ, ସାପଖିଆ ଚିଲ, କୋଚିଲାଖାଇ, ପାରା, କାଠହଣା, ମୟୂର, ମୈନା, ବଣ କୁକୁଡ଼ା, ମାଛରଙ୍କା, ନୀଳକଣ୍ଠ ଇତ୍ୟାଦି ପ୍ରଜାତିର ପକ୍ଷୀ ଏହି ଜଙ୍ଗଲରେ ଦେଖିହେବ ।
୨୦୧୫ ମସିହା ମଇ ମାସ ୩୦ ତାରିଖରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ଏହାକୁ ରୁସା ଅନୁମୋଦନ ମିଳିଥିଲା ଓ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କରିଥିଲା ।
କାଶ୍ମୀର ଅଞ୍ଚଳରେ ମାରଖୋର୍ ଛେଳି, ବ୍ରହ୍ମଦେଶରେ ଥାମିନ୍ ହରିଣ (ଏଲ୍ଡଙ୍କ ହରିଣ), ମାଳୟରେ ଟାପିର୍, ସୁମାତ୍ରାରେ ସୁମାତ୍ରୀୟ ଥାର୍ ହରିଣ, ଜାଭାରେ ସୁଣ୍ଡା ସମ୍ବର (ରୁସା ହରିଣ) ଆଦି ଜୀବ ବଳିଆ କୁକୁରଙ୍କ ଶିକାର ଭାବେ ପରିଗଣିତ ହୁଅନ୍ତି ।
ଦି ସ୍ପେକଟାଟର, ହଫିଙ୍ଗଟନ ପୋଷ୍ଟ, ଦି ନିଉ ୟର୍କ ପୋଷ୍ଟ, ଦି ଡେଲି କଲର, ୟୁଏସଏ ଟୁଡେ, ଦି ଗାଡ଼ିଆନ, ଜେରୁସାଲେମ ପୋଷ୍ଟ ଓ ଦି ତାଲିଗ୍ରାଫ ପତ୍ର ପତ୍ରିକାମାନଙ୍କରେ ବିଭିନ୍ନ ନିବନ୍ଧ ଦେଉଥିଲେ ।
|ହୁବଳିର ପ୍ରସିଦ୍ଧ ମୂରୁସାଭିରା ମଠ, ବସଭେସ୍ୱରଙ୍କ ସମୟରେ ପ୍ରତିଷ୍ଠା କରାଯାଇଥିବାର ଦାବି କରାଯାଏ ।
ଏହା ଏଣୁ ଇଣ୍ଡୋ-ଇଉରୋପୀୟ, ଦ୍ରାବିଡ଼, ସିନୋ-ତିବ୍ୱତ ଓ ଅଷ୍ଟ୍ରୋଏସୀୟ ଭାଷା ବର୍ଗ ଭିତରେ ନ ଥିବା ବୁରୁସାକି, ନିହାଲି ଓ (ସମ୍ଭାବ୍ୟ) ବେଡ୍ଡା ଭାଷା ସମୂହ ଅନ୍ତର୍ଗତ ।