righthanded Meaning in Odia (Oriya). ( righthanded ଶବ୍ଦର ଓଡିଆ ଅର୍ଥ)
ଡାହାଣ ହାତ,
ଡାହାଣ ହାତୀ,
People Also Search:
righthandednessrighthander
righthanders
righting
rightish
rightist
rightists
rightly
rightminded
rightmost
rightness
righto
rights
rights issue
rights offering
righthanded తెలుగు అర్థానికి ఉదాహరణ:
ତାଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ ।
ବାଁ ହାତରେ ସାପର ଲାଞ୍ଜକୁ ଧରି ଡାହାଣ ହାତରେ ଡମ୍ବରୁ ବଜାଏ ।
ଏଥିରେ କ୍ରୋଧିତ ହୋଇ ଭୀମ ଦୁଃଶସାନଙ୍କ ଡାହାଣ ହାତକୁ ଧରି ବଳପୂର୍ବକ ଛିଣ୍ଡାଇ ଦେଇଥିଲେ ।
ସେ ଜଣେ ଡାହାଣ ହାତ ବ୍ୟାଟ୍ସମ୍ୟାନ ।
ସେ ଜଣେ ଡାହାଣ ହାତୀ ବ୍ୟାଟ୍ସମ୍ୟାନ ଓ ମିଡିୟମ ପେସ ବୋଲର ଥିଲେ ।
ବିଦ୍ୟୁତ୍ ପ୍ରବାହର ଦିଗ ଚୁମ୍ବକୀୟ କ୍ଷେତ୍ରର ଦିଗ ନିରୂପଣ କରିଥାଏ (ଏହାକୁ “ଡାହାଣ ହାତ ପାପୁଲି ନିୟମ” ମଧ୍ୟ କୁହନ୍ତି ।
ହୀନା ଡାହାଣ ଆଖିରେ ଦେଖି, ଡାହାଣ ହାତରେ ସୁଟିଂ କରନ୍ତି ।
|ଚେତେଶ୍ୱର ଜଣେ ଡାହାଣ ହାତୀ ବେଟସମେନ ।
ବାମ ହାତୀ ଓ ଡାହାଣ ହାତୀମାନଙ୍କ ସୁବିଧା ପାଇଁ ସଫ୍ଟୱେରରେ ବଦଳ କରାଯାଉଥିଲା ଯାହା ଫଳରେ କି ଏହାର ଦୁର୍ବଳତା ପଦାକୁ ଆସୁନଥିଲା।
ବୁଣାକାରୀ ଡାହାଣ ହାତରେ କାଠର ନଟେଇ ଧରି ଏବଂ ଅନ୍ୟ ହାତରେ ସୁତା ଖିଅକୁ ଧରି ଟସର ସୁତାକୁ ରିଲ କରିଥାନ୍ତି ।
ଗାୟକ ଏକୁଟିଆ ଗୀତର ପ୍ରସଙ୍ଗରେ ଗଲେ ତାଙ୍କୁ ସାହାଯ୍ୟ କରିବାକୁ କିମ୍ବା ଗୀତର ପ୍ରସଙ୍ଗରେ କଥୋପକଥନ ଛଳରେ ଗାୟକଙ୍କୁ ଉତ୍ତର ଦେବାକୁ ଗାୟକଙ୍କ ସଙ୍ଗେ 'ଶିରୀ ପାଳିଆ' ବା 'ଡାହାଣ ପାଳିଆ' ବା 'ଶ୍ରୀ ପାଳିଆ' ଥାଆନ୍ତି ଗାୟକଙ୍କ ଡାହାଣ ହାତରେ 'ମନ୍ଦିରା' ବା ଗିନି ବନ୍ଧା ହୋଇଥାଏ ଓ କାଖରେ ଚଅଁର ମୁଠାଥାଏ ।
ଡାହାଣ ହାତର ପାପୁଲିକୁ ଖୋଲାକରି ରଖାଯାଉ ଯେପରିକି ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଚାରି ଆଙ୍ଗୁଠି ପରସ୍ପର ପ୍ରତି ୯୦ ଡିଗ୍ରୀରେ ରହିବେ ।
ତେବେ ଦୁଃଶାସନ ନିର୍ଲ୍ଲଜ ଭାବରେ ନିଜର ଡାହାଣ ହାତ ଦେଖାଇ କହିଲା ଯେ ଏହି ହାତରେ ହିଁ ସେ ଦ୍ରୌପଦୀଙ୍କ କେଶ ଟାଣିଥିଲା ।
righthanded's Usage Examples:
He is a righthanded batsman who bowls right arm medium-fast pace.
He appeared in sixteen first-class matches as a righthanded batsman who scored 478 runs with a highest score of 86 and took four.
who plays for Durham County Cricket Club in first-class matches as a righthanded batsman who bowls right arm medium-fast pace.
The righthanded Jille, started playing badminton at a small local club in Houten, the.
appeared in twenty two first-class eleven List A and two T20 Matches as a righthanded batsman who bowled right arm medium fast.
He appeared in six first-class matches as a righthanded batsman, scoring 153 runs with a highest score of 99, and held three.
in two first-class matches as a righthanded batsman who bowled underarm lobs.
John described Bell as "a free-spirited, happy-go-lucky righthanded starter and one of the biggest drinkers on the team.
He bats and throws righthanded.
He appeared in 20 first-class matches as a righthanded batsman who bowled slow left arm orthodox.
Although a righthanded pitcher, Chamberlain pitched the last two innings of an 1888 game with.
He appeared in three first-class matches as a righthanded batsman who bowled right arm medium pace with a roundarm action.