ricardian Meaning in Odia (Oriya). ( ricardian ଶବ୍ଦର ଓଡିଆ ଅର୍ଥ)
ଧନୀ,
Adjective:
ନଦୀବାସୀ, ନଦୀ କୂଳରେ,
People Also Search:
ricardoricci
rice
rice dust
rice eating
rice milk
rice paddy
rice paper
rice powder
rice water
rice weevil
riced
ricer
ricers
rices
ricardian తెలుగు అర్థానికి ఉదాహరణ:
|'ଭୂଖା'ରେ ପଶ୍ଚିମ ଓଡ଼ିଶାର ଗରିବ ହରିଜନ ଅଧିବାସୀଙ୍କ ବଜନିଆ ସମାଜର ଲୋକଙ୍କ ଜୀବନ ଓ ଜୀବିକା ଉପରେ ଆଧୁନିକ ସଭ୍ୟତା କିଭଳି ଭାବରେ ପ୍ରଭାବ ପକାଉଛି ଏବଂ ସେମାନେ ଧନୀ ଶ୍ରେଣୀର ଲୋକଙ୍କ ଅତ୍ୟାଚାର ସତ୍ତ୍ୱେ ନିଜର ଜୀବିକା, ସଂକୃତି,ଓ ପରମ୍ପରାକୁ କିଭଳି ଭାବରେ ବଜାୟ ରଖିଛନ୍ତି ତାହା ଅତି ସୁନ୍ଦର ଭବରେ ଚିତ୍ରଣ କରାଯାଇଛି ।
ଇଣ୍ଟେଲିଜେନ୍ସ ବ୍ୟୁରୋ ଅନୁସାରେ ପ୍ରାୟ ସମସ୍ତ ହିନ୍ଦୁ କିମ୍ବା ଶିଖ ଧର୍ମାବଲମ୍ବୀ ଥିବା ୩୦,୦୦୦ ଶରଣାର୍ଥୀ ଏହି ନିୟମ ସଂଶୋଧନୀଦ୍ୱାରା ଉପକୃତ ହୋଇଛନ୍ତି ବା ହେବେ ।
କାରଣ ହେଲା ଋଣ ଶୁଝିବା ପାଇଁ ତାଙ୍କର ଗୁଡାଏ ଟଙ୍କା ଦରକାର ଥିଲା ଏବଂ ସେ ମନେ କରିଥିଲେ ଯେ ମଖୀର ବାହାଘର ଏକ ଧନୀ ଝିଅ ସହ କରିଦେଲେ ସେ ଚାହୁଁଥିବା ଟଙ୍କା ମିଳିଯିବ ।
କେତେକ ଔଷଧ କେବଳ ଧନୀ ଦେଶରେ ମିଳେ ।
|ଆଇନ୍ଷ୍ଟାଇନ୍ ସମେତ ଅନେକ ବୈଜ୍ଞାନିକ ରିଚି ବନ୍ଧନୀ ରାଶି ପାଇଁ ନିଜ ସୂତ୍ରରେ ଭିନ୍ନ ଭିନ୍ନ ପ୍ରତୀକର ବ୍ୟବହାର କରିଥିଲେ ଯାହା ଫଳରେ ଦକ୍ଷିଣ ପାର୍ଶ୍ୱର ସ୍ଥିରାଙ୍କର ବିଯୁକ୍ତ ମାନ ମିଳିଥାଏ ।
ଏବଂ ୨୦୦୭-୦୮ ମସିହାର ଆର୍ଥିକ ଅଭାବ ସତ୍ତ୍ୱେ ମଧ୍ୟ ୧୯୯୫ରୁ ୨୦୧୪ ପର୍ଯ୍ୟନ୍ତ ସେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଥିଲେ | ୨୦୦୯ରୁ ୨୦୧୪ ମଧ୍ୟରେ ତାଙ୍କର ଧନ ୪୦ ବିଲିୟନ୍ ଡ଼ଲାରରୁ ଦ୍ୱିଗୁଣିତ ହୋଇ ୮୨ ବିଲିୟନ୍ ଡ଼ଲାରରେ ପରିଣତ ହୋଇଥିଲା | ୨୦୧୩ ଏବଂ ୨୦୧୪ ମଧ୍ୟରେ ତାଙ୍କର ଧନ ୧୫ ବିଲିୟନ୍ ଡ଼ଲାର୍ ବଢିଥିଲା | ଗେଟ୍ସ୍ ଏବେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି ।
ଧନୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଜମିଦାରୀ ଚାଲିଯିବା ପରେ ସେ ଆର୍ଥିକ ଅନଟନ ଭୋଗିଥିଲେ ।
ସ୍ଥାନୀୟ ରାଜା, ବଣିକ ଶ୍ରେଣୀ, ଅନ୍ୟ ସମ୍ଭ୍ରାନ୍ତ ଓ ଧନୀ ବର୍ଗର ଲୋକଙ୍କ ଆର୍ଥିକ ସହାୟତାରେ ଏହି ସବୁ ଗୁମ୍ଫାର ଖୋଦନ କରାଯାଇଥିଲା ।
ଉଦାର ବିଚାରରେ ଧନୀ ଥିବା କାଦମ୍ବିନୀ ଗାଙ୍ଗୁଲିଙ୍କ ପିତା ଝିଅର ଶିକ୍ଷା ଉପରେ ସମ୍ପୁର୍ଣ ଧ୍ୟାନ ଦେଲେ ।
| ଆଧାର ଭାରତୀୟ ସଂସଦର ୨୦୧୯ ନାଗରିକତା (ସଂଶୋଧନୀ) ନିୟମ ୧୯୫୫ ନାଗରିକତା ନିୟମର ସଂଶୋଧନ କରି ପାକିସ୍ତାନ, ବଙ୍ଗଳାଦେଶ ଓ ଆଫଗାନିସ୍ତାନର ଧାର୍ମିକ ସଂଖ୍ୟାଲଘୁମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ ପାଇଁ ପଥ ପ୍ରସ୍ତୁତ କରିଥାଏ ।
(ସମାଜ - ୨୧ .୦୪ .୨ ୦୧ ୨) ତେଣୁ ଧନୀର ବିନା ସହଯୋଗରେ ଜଣେ ଅଧାପାଠୁଆ ଜ୍ଞାନୀ ଏଇ ବିରାଟ ଯୋଜନାର ମୂଳଦୁଆ ପ୍ରାରମ୍ଭ କଲାପରେ ଏହା ବିନୋଦ କାନୁନଗୋଙ୍କୁ ଜଣେ ଜ୍ଞାନ-ତପସ୍ୱୀ, ଜ୍ଞାନ ମଣ୍ଡଳର ଏକକ ରଚୟିତା, ଗବେଷକ ଓ ଚଳମାନ ବିଶ୍ୱକୋଷ ଭାବେ ପରିଚୟ ପ୍ରଦାନ କଲା।
ଗୋଆ ଭାରତର ସବୁଠାରୁ ଧନୀ ରାଜ୍ୟ ।
ପିତା ମମ୍ମଦ ବିନ ଅୱଦ ବିନ ଲାଦେନ ସାଉଦି ଆରବର ଜଣେ ବିଶିଷ୍ଟ ଧନୀ ତଥା ସାଉଦି ବିନ ଲାଦେନ ଗ୍ରୁପ ନାମକ ଏକ ନିର୍ମାଣକାରୀ ସଂସ୍ଥାର ପ୍ରତିଷ୍ଠାତା ।