rhythmise Meaning in Odia (Oriya). ( rhythmise ଶବ୍ଦର ଓଡିଆ ଅର୍ଥ)
ଲୀଳା,
Adjective:
ନୃତ୍ୟ,
People Also Search:
rhythmistrhythmize
rhythmless
rhythms
rhythmus
rhytina
ri
ria
rial
rials
rialto
riancy
riant
rias
riata
rhythmise తెలుగు అర్థానికి ఉదాహరణ:
| ବୈଦେହୀଶ ବିଳାସ |ଉପେନ୍ଦ୍ର ନିଜର ଆରାଧ୍ୟ ରାମସୀତାଙ୍କର ଲୀଳାକୁ ନେଇ ଗୋଟିଏ ସୁନ୍ଦର କାବ୍ୟ ଲେଖି ତା'ର ନାଁ ଦେଲେ "ବୈଦେହୀଶ ବିଳାସ" ।
ତାଙ୍କ ନିର୍ମିତ ଆଉ କେତେକ ଜଣାଶୁଣା ଚଳଚ୍ଚିତ୍ର ହେଲା ପୁଅ ମୋର କଳା ଠାକୁର, ଚକା ଆଖି ସବୁ ଦେଖୁଛି, ଆସୁଛି ମୋ କାଳିଆ ସୁନା, ଚକାଡୋଳା କରୁଛି ଲୀଳା, ପରଦେଶୀ ବାବୁ, ରାଜାରାଣୀ ଏବଂ ତୁଳସୀ ଅପା ଆଦି ।
ଫିଲ୍ମକୁ ମାଲାୟଲାମ ଓ ତାମିଲରେ କ୍ରମଶଃ "ଏକଲବ୍ୟ" ଓ "ରାମ ଲୀଳା"ରେ ଡବିଙ୍ଗ କରାଯାଇଥିଲା ।
ତନ୍ମଧ୍ୟରୁ ରତ୍ନଦ୍ୱୀପ, ଭାସ୍ୱତୀ, ଲୀଳାବତୀ, ଗ୍ରହଲାଘବ ଓ କାଳାର୍ଣ୍ଣଭ ଦୀପିକା ଆଦି ପ୍ରଧାନ ।
" ଶ୍ରୀକୃଷ୍ଣଙ୍କ ଲୀଳାକୁ କଣ୍ଢେଇ ସାହାଯ୍ୟରେ ପ୍ରଦର୍ଶନ କରି ନିଜର ଜୀବିକା ନିର୍ବାହ କରୁଥିଲେ ।
ଜଗନ୍ନାଥଙ୍କ ଦ୍ୱିତୀୟବାର ବ୍ରହ୍ମଲୀଳା ୧୬୨୨ ମସିହାରେ ମିର୍ଜା ଅହମ୍ମଦ ବେଗ ସମୟରେ ସମୟ ମଧ୍ୟରେ ହାରାହାରି ୨୫୦ ବର୍ଷରୁ ଅଧିକ ସମୟ ମହାପ୍ରଭୁ ଶ୍ରୀକ୍ଷେତ୍ର ବାହାରେ ଲୀଳା କରିଥିଲେ ।
ଏହି ଲୀଳା ଲୁ ଗୁପ୍ତରେ ଦଇତା ପତି, ଶୁଦ୍ଧସୁଆର,ଦତ୍ତମହାପାତ୍ର, ପାଟରା, ବୈଦ୍ୟସେବକ ମାନେ କରିଥାନ୍ତି ।
ସକାଳେ ଦ୍ୱାର ଫିଟା ସମୟରେ ପ୍ରଭୁଙ୍କ ଶଯ୍ୟାରେ ବିଛଣା ଚାଦର ଆଦି ଇତଃସ୍ତତଃ ପଡ଼ିଥିବା ସେବକମାନେ ଦେଖିବାକୁ ପାଇ ଏହା ପ୍ରଭୁଙ୍କ ଦିବ୍ୟଲୀଳା ବୋଲି ମନେକରନ୍ତି ।
|ଏକାଦଶୀ ତିଥିରେ ହରଚଣ୍ଡୀ ସାହି ଆଖେଡ଼ା ପକ୍ଷରୁ ପର୍ଶୁରାମ ଲୀଳା ପ୍ରଦର୍ଶିତ ହୋଇଥାଏ ।
| ଅଭିନୟରେ |ଓଡ଼ିଆଚଳଚ୍ଚିତ୍ର ‘ସାଧନା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:|ଅନନ୍ତ|ଲୀଳା ଦୁଲାଳି|ରାଧାମଣୀ ମହାପାତ୍ର|ମିନତି ମିଶ୍ର|ଶରତ ପୂଜାରୀ|ସାମୁଏଲ ସାହୁ (ବାବି)| ଆଧାର | ବାହାର ଆଧାର |୧୯୬୪ର ଓଡ଼ିଆ କଥାଚିତ୍ର|ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ କଥାଚିତ୍ର ନରେନ୍ଦ୍ର କୁମାର ମିତ୍ର ଓ ବି. ତ୍ରିଲୋଚନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ନାରୀ ୧୯୬୩ ମସିହାରେ ମୁକ୍ତିଲାଭ କରିଥିଲା ।
ଏହି ଗୀତଗୁଡ଼ିକ କୃଷ୍ଣଙ୍କ ବାଲ୍ୟ ଲୀଳା ଓ କାହାଣୀ ସମ୍ବନ୍ଧୀୟ ଲୋକକଥା ଉପରେ ପର୍ଯ୍ୟବସିତ ।