<< reveal revealed >>

revealable Meaning in Odia (Oriya). ( revealable ଶବ୍ଦର ଓଡିଆ ଅର୍ଥ)



ପ୍ରକାଶିତ,

Adjective:

ବାରମ୍ବାର |,

revealable తెలుగు అర్థానికి ఉదాహరణ:

ପିଲାଦିନୁ ନିଜ ମନରେ ସେ କବିତା ଲେଖିବା ଆରମ୍ଭ କରିଥିଲେ ଓ ସ୍କୁଲ ପତ୍ରିକାର ତାଙ୍କ କବିତା ପ୍ରକାଶିତ ହେବା ଆରମ୍ଭ ହୋଇଥିଲା ।

ଏହପରେ ୨୦୧୧ରେ ତାଙ୍କର ୩ୟ ପୁସ୍ତକ ଆଇ ହାଭ୍ ଅ ଡ୍ରିମ୍ ପ୍ରକାଶିତ ହୋଇଥିଲା ।

ଏହି ଜ୍ଞାନକୋଷର ବାଂଲାଦେଶ ମୁକ୍ତି ଯୁଦ୍ଧ ତଥା ସ୍ୱଦେଶୀ ଲୋକଙ୍କ ଉପରେ ପ୍ରକାଶିତ କିଛି ଲେଖା ବିବାଦାସ୍ପଦ ହେବା ସତ୍ତ୍ୱେ ଏହାର ବଂଗଳା ଏବଂ ଇଂରାଜୀ ସଂସ୍କରଣ ଖୁବ ଲୋକପ୍ରିୟ ହୋଇପାରିଛି ।

ପୁନର୍ଜାଗରଣ କାଳରେ ପ୍ରକାଶିତ , ଅନୁଦେଶାତ୍ମକ ପୁସ୍ତକ ଏବଂ ସନ୍ଦର୍ଭ ମଧ୍ୟରେ ଏକ ପୁସ୍ତକକୁ ପବନ ଏବଂ ତାରଯୁକ୍ତ ସମସ୍ତ ବାଦ୍ୟର ବିସ୍ତୃତ ବିବରଣୀ ଏବଂ ଚିତ୍ରଣ ପାଇଁ ବିଖ୍ୟାତ ହୋଇଥିଲା ଯେଉଁଥିରେ ସେମାନଙ୍କର ତୁଳନାତ୍ମକ ଆକାର ଦିଆଯାଇଥିଲା ।

ସେହି ସମୟରେ ତାଙ୍କ ରଚିତ କବିତା "ମୁଁ କି କେବେ ଦୀନହୀନ" ଗଡ଼ଜାତ ବାସିନୀ ପତ୍ରିକାରେ ପ୍ରକାଶିତ ହୋଇଥିଲା ।

|ଡିକିନସନ‌ ନିଜ ଜୀବଦ୍ଦସାରେ ଜଣେ ଅତି ସଫଳ କବୟିତ୍ରୀ ଥିଲେ ମଧ୍ୟ ତାଙ୍କ ରଚିତ ପ୍ରାୟ ୧୮୦୦ କବିତା ମଧ୍ୟରୁ ଏକ ଡଜନରୁ କମ କବିତା ପ୍ରକାଶିତ ହୋଇଥିଲା ।

ଦେଶବିଦେଶର ବହୁ ପତ୍ରପତ୍ରିକାରେ ତାଙ୍କର ଶତାଧିକ ନିବନ୍ଧ ପ୍ରକାଶିତ ହୋଇଥିଲା ।

ଗଣେଶ ପୁରାଣ ଅନୁସାରେ ବ୍ରହ୍ମା ଗଣେଶଙ୍କୁ ସମ୍ମାନାର୍ଥେ ପୂଜା କରନ୍ତି ଓ ଏହି ସମୟରେ ବୁଦ୍ଧି ଓ ସିଦ୍ଧି ପ୍ରକାଶିତ ହୁଅନ୍ତି ।

୧୯୬୬ରେ ମିତ୍ରୋ ମରଜାନୀ ପ୍ରକାଶିତ ହୋଇଥିଲା ।

ଏଥିରେ ତାଙ୍କର ଭକ୍ତ-ସର୍ବସ୍ୱତା ହିଁ ପ୍ରକାଶିତ ହୁଏ ।

revealable's Usage Examples:

This is similar to the rear decking and revealable rear seat of the 1979 CAL-1 concept vehicle.


certain cumulative distance in the game, or by entering a password in a revealable password entry screen.



revealable's Meaning in Other Sites