<< resurrectional resurrectionist >>

resurrectionary Meaning in Odia (Oriya). ( resurrectionary ଶବ୍ଦର ଓଡିଆ ଅର୍ଥ)



ପୁନରୁତ୍ଥାନ,

Adjective:

ବିଦ୍ରୋହୀ,

resurrectionary తెలుగు అర్థానికి ఉదాహరణ:

କାହ୍ନା ଜାତୀୟ ଉଦ୍ୟାନରୁ କିଛି ବନ୍ୟ ଗୟଳଙ୍କୁ ବାନ୍ଧବଗଡ଼ ସ୍ଥାନାନ୍ତରିତ କରି ଏଠାରେ ଗୟଳ ବଂଶର ପୁନରୁତ୍ଥାନ ପାଇଁ ଯୋଜନା କରାଗଲା ।

ପୂର୍ହରୁ ଅବହେଳିତ ଥିବା କେତେକ ଅଞ୍ଚଳରେ ଏବେ ଗୟଳମାନଙ୍କର ପୁନରୁତ୍ଥାନ କରାଯାଇପାରିଛି ।

|ଇଣ୍ଡୋନେସିଆର ମହାକାମ ନଦୀରେ ବିରଳ ଜଳଜୀବଙ୍କ ସଂରକ୍ଷଣ (ବିଶେଷ କରି ଈରାବତୀ ଡଲ୍‍ଫିନ୍‍ଙ୍କ ସଂରକ୍ଷଣ ଓ ସେମାନଙ୍କ ଅଧିବାସର ପୁନରୁତ୍ଥାନ) ନିମନ୍ତେ ଏକ ପ୍ରକଳ୍ପ ଆରମ୍ଭ ହୋଇଛି ।

ଏହି ଅନୁଦାନ ମୁଖ୍ୟତଃ ଭିତ୍ତିଭୂମିର ପୁନରୁତ୍ଥାନ ପାଇଁ ଦିଆଯାଇଥିଲା ।

ଜଙ୍ଗଲର ପୁନରୁତ୍ଥାନ ପାଇଁ ଜଙ୍ଗଲ ଛାଡ଼ି ବାହାରକୁ ଯିବାକୁ ହେବ ।

କ୍ଷତିଗ୍ରସ୍ତ ପରିବାସର ଯଥାସମ୍ଭବ ପୁନରୁତ୍ଥାନ ବ୍ୟବସ୍ଥା କରିବାଦ୍ୱାରା ସେଠାକାର ପରିବେଶର ପୂର୍ବସ୍ଥିତି ପ୍ରାପ୍ତ କରିହେବ ।

ଅଙ୍ଗୁଳି ଉଠାଇ ବସିଥିବା ତାଙ୍କ ପୁନରୁତ୍ଥାନ ସମ୍ପର୍କିତ ଆଶଙ୍କା ଦର୍ଶାଉଛି ।

ତାହାପରେ ରାଜା ସପ୍ତମ ଜୟବର୍ମନଙ୍କଦ୍ୱାରା ଏହି ସାମ୍ରାଜ୍ୟର ପୁନରୁତ୍ଥାନ ହୋଇଥିଲା ।

ପ୍ରମୁଖ ଆଲୋଚନାର ବିଷୟ ଥିଲା: ଧୀମେଇ ଯାଇଥିବା ଅର୍ଥନୀତିର ପୁନରୁତ୍ଥାନ, କେନେଡ଼ିଙ୍କ ରୋମାନ କ୍ୟାଥଲିକ ଧର୍ମ, କ୍ୟୁବା ଓ ସୋଭିଏତ ମହାକାଶ ଓ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଯେପରି ଆମେରିକାର କାର୍ଯ୍ୟକ୍ରମକୁ ପଛରେ ନ ପକାଇ ଦିଏ ।

|ଜାଭା କଲରାପତ୍ରିଆଙ୍କ ପୁନରୁତ୍ଥାନ ପାଇଁ ଚେଷ୍ଟା ଚାଲିଛି ଯେପରିକି ଏହି ଉପପ୍ରଜାତି ମଧ୍ୟ ଜାଭା ଦ୍ୱୀପରୁ ବିଲୁପ୍ତ ନ ହେଉ ।

୨୦୦୭ ମସିହାର ଗୋନୁ ଓ ୟାମ୍ୟିନ୍ ଝଡ଼ ଏବଂ ୨୦୧୦ ମସିହାର ଫେତ୍ ଘୂର୍ଣ୍ଣିଝଡ଼ ଯୋଗୁଁ ଅନେକ ଶୁଷ୍କ ପୁଷ୍କରିଣୀ ଓ ହ୍ରଦ ଜଳପୂର୍ଣ୍ଣ ହୋଇଯିବା ଫଳରେ ଗୋମୁହାଁ କୁମ୍ଭୀରଙ୍କ ଅଧିବାସର କିଛି ମାତ୍ରାରେ ପୁନରୁତ୍ଥାନ ହୋଇପାରିଛି ।

resurrectionary's Meaning in Other Sites