resistor Meaning in Odia (Oriya). ( resistor ଶବ୍ଦର ଓଡିଆ ଅର୍ଥ)
ପ୍ରତିରୋଧକ,
ପ୍ରତିରୋଧକ |,
Noun:
ପ୍ରତିରୋଧ,
People Also Search:
resistorsresists
resit
resiting
resits
resize
resized
resizes
resizing
resold
resole
resoled
resoles
resoling
resoluble
resistor తెలుగు అర్థానికి ఉదాహరణ:
ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଭିତରେ, ଭିନ୍କା ଆଲ୍କାଲଏଡ଼୍ସ ଉପରେ ସନ୍ଧାନ, ଅପସ୍ମାର ବାତ ନିରୋଧୀ ଔଷଧର ଉନ୍ନତିକରଣ, ଓ ମ୍ୟାଲେରିଆ ପ୍ରତିରୋଧକ ଔଷଧର ଉନ୍ନତିକରଣ ପ୍ରଭୃତି ଅନ୍ୟତମ ।
ଯେଉଁ ବିଯୁକ୍ତ ବିଭବରେ ସଂଗ୍ରାହକ ପାତରେ ଫଟୋ-ଇଲେକ୍ଟ୍ରିକ୍ ପ୍ରବାହର ମାପ ଶୂନ ହୋଇଯାଏ ତାହାକୁ ପ୍ରତିରୋଧକ ବିଭବ (ଈଂରାଜୀରେ Stopping Potential) ବୋଲି କୁହାଯାଇପାରିବ ।
ନାଲୋକ୍ସୋନ ଏକ ଓପିଅଏଡ ପ୍ରତିରୋଧକ (opioid antagonist) ଯାହାକୁ ଇଞ୍ଜେକସନ ଆକାରରେ ଦେଲେ ଅନ୍ୟାନ୍ୟ ଓପିଅଏଡମାନଙ୍କୁ ଅବରୋଧ କରେ ।
କେତେକ ସଦ୍ୟ ପରୀକ୍ଷଣରୁ ଜଣାପଡ଼ିଛି ଯେ ଶରୀରର ପ୍ରତିରୋଧକ କ୍ଷମତାରେ ଉନ୍ନତିମୂଳକ ପରିବର୍ତ୍ତନ ବା ମ୍ୟୁଟେଶନ୍ (Mutation) ହେଲେ ଶରୀରରେ ମେଲାନିନ୍ ବୃଦ୍ଧିପାଏ ।
ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନ୍ସନ ଆକଳନ ଅନୁସାରେ ତମ୍ବାଖୁ ହେଉଛି ଏକକ ସ୍ୱାସ୍ଥ୍ୟ ସଙ୍କଟ ପ୍ରତିରୋଧକ ଓ ଅକାଳ ମୃତ୍ୟୁର କାରଣ"।
ଅସ୍ଥି ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତିକାରୀ ଜୀବକୋଷ ବହୁତ କମ ଥାଏ ।
|ପିଏଜୋ ବସ୍ତୁ ଉପରେ ଆଧାରିତ କଣ୍ଟାକ୍ଟ ମାଇକ୍ରୋଫୋନ ଗୁଡ଼ିକ ପ୍ରାୟତଃ ନିଷ୍କ୍ରିୟ ଏବଂ ଉଚ୍ଚ-ପ୍ରତିରୋଧକ (ଉଚ୍ଚ-ଇମ୍ପେଡ଼ାନ୍ସ) ହୋଇଥିବାରୁ ସେମାନଙ୍କ ଶବ୍ଦ ମେଳ ହେଉଥିବା ପ୍ରିଆମ୍ପ ବିନା 'କ୍ଷୀଣ' ଶୁଭିପାରେ ।
ପ୍ରଦାହିତ କୋଷ ଏବଂ ପ୍ରୋଟିନର କାର୍ଯ୍ୟକଳାପରୁ ଯନ୍ତ୍ରଣା ଏବଂ କଠିନତା ହୋଇଥାଏ ଯାହା ସାଧାରଣତଃ ଶରୀରର ରୋଗ-ପ୍ରତିରୋଧକ ପ୍ରଣାଳୀର ଏକ ଅଂଶ ଅଟେ ଏବଂ ପ୍ରଦାହକ କାର୍ଯ୍ୟକଳାପ ପ୍ରଭାବିତ ଗଣ୍ଠିର ଚାରିପାଖରେ ଥିବା ତନ୍ତୁମାନଙ୍କରେ ଏକତ୍ରିତ ହୋଇଥିବାର ଦେଖାଯାଏ ।
ପ୍ରଥମ ସୋପାନରେ ଉଡ଼ାଯାହାଜ ପ୍ରତିରୋଧକ ତୋପ ଓ ଟ୍ୟାଂକ୍ ଇତ୍ୟାଦି ବ୍ୟବହାର କରି ମୂର୍ତ୍ତି ଉପରକୁ ଗୋଳାବର୍ଷଣ କରାଯାଇଥିଲା ।
ମା କ୍ଷୀରରେ ମିଳୁଥିବା କୋଲଷ୍ଟ୍ର୍ରମ୍ ଶିଶୁକୁ ପ୍ରତିରୋଧକ ଶକ୍ତି ପ୍ରଦାନ କରିଥାଏ ।
| ଗବେଷଣା |ଜୀବାଣୁ ଆକ୍ରମଣ ପ୍ରତି ଛୋଟପିଲାର ପ୍ରତିରୋଧକ ଶକ୍ତି କିପରି କାମ କରେ, ସେହି ସ୍ୱତନ୍ତ୍ର ଚିହ୍ନଗୁଡିକ କ'ଣ ଯାହାଦ୍ୱାରା ରୋଗର ପ୍ରକୃତିକୁ ଚିହ୍ନଟ କରାଯାଇପାରିବ, ରୋଗର ପ୍ରଗତି ଓ ଫଳାଫଳ - ଏସବୁ ଭଟ୍ଟନାଗରଙ୍କ ବିଜ୍ଞାନାଗାରର ମୁଖ୍ୟ ପ୍ରଶ୍ନ ଥିଲା ।
ଟିକା ଗ୍ରହଣ କରୁଥିବା ୮୭%ରୁ ଅଧିକ ଲୋକ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।
ସେହି ପ୍ରତିରୋଧକ ବଳୟକୁ କେବଲ ଶ୍ରୀ ସତ୍ୟ କିମ୍ବା ତାଙ୍କର ପୁର୍ଞ୍ଜନ୍ମ ଶକ୍ତିମାନ ହିଁ ଭାଙ୍ଗି ପାରିଥାନତେ, ମାତ୍ର ଅନ୍ଧକାର ରାଜା କୀଲ୍ବିଶ ଶକ୍ତିମାନଙ୍କ ମସ୍ତିଷ୍କ୍କକୁ ଦିବ୍ୟମଣିଦ୍ୱାରା ଆୟତ୍ତ କରିଥିଲା ।
resistor's Usage Examples:
, late state representativeWilliam Mumford, Confederate resistor in Union-occupied New Orleans during the Civil WarRay Nagin, former mayor of New OrleansMichael H.
In bipolar transistor biasing, for example, a network of resistors is used to apply a small amount of DC to the base terminal of the transistor.
The term is only used for non-ohmic varying resistors.
For example, a resistor converts electrical energy to heat.
used in electrical engineering to denote the values of resistors and capacitors in circuit diagrams and in the production of electronic circuits (for.
A resistor–inductor circuit (RL circuit), or RL filter or RL network, is an electric circuit composed of resistors and inductors driven by a voltage or.
The threshold detector with hysteresis consists of an operational amplifier and a series of resistors that provide hysteresis.
If only two terminals are used, one end and the wiper, it acts as a variable resistor or rheostat.
Examples of ohmic components are wires and resistors.
On distant influence of stars on resistor.
In the S-parameter approach, an electrical network is regarded as a 'black box' containing various interconnected basic electrical circuit components or lumped elements such as resistors, capacitors, inductors and transistors, which interacts with other circuits through ports.
, batteries, resistors, inductors, capacitors, switches, transistors) or a model of such an interconnection.
This is prevented by connecting a resistor-capacitor (RC) snubber circuit between the anode and cathode in order to limit the dV/dt (i.
Synonyms:
electrical circuit, circuit, potential divider, variable resistor, rheostat, barretter, ballast resistor, electrical device, voltage divider, ballast, electric circuit, resistance,
Antonyms:
stay in place, closed circuit, open circuit, responsiveness, willingness,