<< remunerations remunerator >>

remunerative Meaning in Odia (Oriya). ( remunerative ଶବ୍ଦର ଓଡିଆ ଅର୍ଥ)



ପାରିଶ୍ରମିକ, ଲାଭଜନକ, ଲାଭଦାୟକ,

Adjective:

ଲାଭଜନକ, ଲାଭଦାୟକ,

remunerative తెలుగు అర్థానికి ఉదాహరణ:

ଏହି କାର୍ଯ୍ୟ ପାଇଁ ସେ କୌଣସି ପାରିଶ୍ରମିକ ମଧ୍ୟ ନେଇ ନଥିଲେ ।

|ଡିଟିବି ଅନ୍ତର୍ଗତ କାର୍ଯ୍ୟକ୍ରମସମୂହ|ଜାତୀୟ ଶିଶୁ ଶ୍ରମିକ ନିରୋଧ ପ୍ରକଳ୍ପ|ଛାତ୍ର ବୃତ୍ତି|ଏଲପିଜି ସବସିଡ଼|ମନରେଗା ପାରିଶ୍ରମିକ|ଜନନୀ ସୁରକ୍ଷା ଯୋଜନା ଇତ୍ୟାଦି|ଜୁନ ୧, ୨୦୧୩ରେ ତତ୍କାଳୀନ ଗ୍ୟାସ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଏମ ବିରପ୍ପା ମୋଇଲୀ ଆଧାର ପଂଜିକରଣ ସରିଥିବା ଶ୍ରେଷ୍ଠ ୨୦ଟି ଜିଲ୍ଲାରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ।

|ପାରିଶ୍ରମିକ, ପ୍ରେରଣା ଏବଂ ଏହି ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ସହ ଲୋକଙ୍କ ସହ ଯୋଡ଼ିହେବା ।

ଏ ବାବଦକୁ ସେ ଦୁଇ ଶହ ଟଙ୍କା ପାରିଶ୍ରମିକ ପାଇଥିଲେ ।

ଏଥିପାଇଁ ତାଙ୍କୁ କୌଣସି ପାରିଶ୍ରମିକ ମିଳିନଥିଲା, କେବଳ ଯିବା ଆସିବା ଖର୍ଚ୍ଚ ବ୍ୟତିତ ।

ସେ ଦୁଇ ଦଶନ୍ଧୀ ଧରି ଭାରତର ସଶସ୍ତ୍ର ବଳ କମାଣ୍ଡୋମାନଙ୍କୁ ବିନା ପାରିଶ୍ରମିକରେ ପ୍ରଶିକ୍ଷଣ ଦେଉଛନ୍ତି ।

ପ୍ରତି ବର୍ଷ ପ୍ରଶାସନ ପକ୍ଷରୁ ଓଝା ମହାରଣାଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ପାରିଶ୍ରମିକ ରୂପେ ପ୍ରଦାନ କରାଯାଇଥାଏ।

ସେ ଖେଳାଳିଙ୍କ ଅନୁଶାସନ ଓ ପାରିଶ୍ରମିକକୁ ନେଇ କଡ଼ା ନିୟମ ପ୍ରଚଳନ କରାଇଥିଲେ ଓ ସେଥିପାଇଁ ମାରାଡୋନା, ରୋନାଲ୍ଡୋଙ୍କ ପରି ତତ୍କାଳୀନ କିଛି ପ୍ରଖ୍ୟାତ ଖେଳାଳିଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ନଥିଲେ ।

ଏଥି‌ସ‌ହ ହଲିଉଡ୍‌ର ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ଆଭିନେତ୍ରୀମାନଙ୍କ ମଧ୍ଯରୁ ଆଞ୍ଜେଲିନା ଅନ୍ୟତମ ।

ଅନେକ ବ୍ୟବସାୟି ବାଣିଜ୍ୟମେଳାରେ ଅଂଶଗ୍ରହଣ କରି ନିଜର ଦ୍ରବ୍ୟ ବିକ୍ରି କରି ଉପଯୁକ୍ତ ପାରିଶ୍ରମିକ ଲାଭ କରୁଛନ୍ତି ।

କାମ ସରିବା ପରେ ପେରିୟାଚି ରାଜାଙ୍କୁ ପାରିଶ୍ରମିକ ମାଗିବାରୁ ରାଜା ତାଙ୍କୁ ଅତି ଖରାପ ବ୍ୟବ‌ହାର ଦେଖେଇଲେ ଓ କିଛି ଦେବାକୁ ମନାକଲେ ।

ସେ ଏହି ଚରିତ୍ର ବିନା ପାରିଶ୍ରମିକରେ କରିଥିଲେ ।

ବିନା ପାରିଶ୍ରମିକରେ ଚୁକ୍ତି କରିଥିବା ସୁନନ୍ଦାଙ୍କୁ ପୁରସ୍କାର ମିଳିଲା ୧୩ଟି ଭରିକିଆ ସ୍ୱର୍ଣ୍ଣମୁଦ୍ରା, ଯାହାକୁ ସେ ବଦଳାଇ ୧୩୭୦ଟଙ୍କା ପାଇଥିଲେ ।

remunerative's Usage Examples:

stock options were intended to boost CEO productivity through offering a remunerative incentive to aligning the CEOs interests with those of the shareholders.


equipment, consolidated personnel, discontinued or transferred 300 miles of unremunerative lines, enlarged the Hoosac Tunnel, and developed a new North Station.


the medical literature as a canonical example of quackery, and as "the slickest, most sophisticated, and certainly the most remunerative cancer quack promotion.


Claimants were required to provide payslips to prove that they were in remunerative full-time work for a minimum of.


appropriate when the rayat, under no compulsion, grows the plant as a remunerative crop.


has been described in the medical literature as a canonical example of quackery, and as "the slickest, most sophisticated, and certainly the most remunerative.


Grants could be paid where three conditions were met: (i) the line was unremunerative,.


life of crime and regeneration via a lady"s love and an honest but unremunerative practice.


A diploma from this institution assures them the most remunerative positions in the best studios in the country.


into production but closed down after two years as the operations were unremunerative.


The line was ostensibly closed in October 1961 as being unremunerative due to low patronage and was the subject of a preservation attempt by.


the aptitude with the job requirements, and placed in jobs that are remunerative.


proposed for closure had figured in the first Beeching Report as an "unremunerative line", one earning less than £5,000 per annum in revenue.



Synonyms:

compensable, stipendiary, paid, paying, salaried,

Antonyms:

disadvantageous, unproductive, noncommercial, nonprofessional, unpaid,

remunerative's Meaning in Other Sites