<< remind of reminder >>

reminded Meaning in Odia (Oriya). ( reminded ଶବ୍ଦର ଓଡିଆ ଅର୍ଥ)



ସ୍ମରଣ କର, ମନେରଖିବାକୁ,

Verb:

ମନେରଖିବାକୁ,

reminded తెలుగు అర్థానికి ఉదాహరణ:

ସେଦିନ ହୁଏତ ଶତ ଶତ ଶିଶୁଙ୍କର ଜନ୍ମ ହୋଇଛି, କିନ୍ତୁ ଏହି ଶିଶୁଟିକୁ ହିଁ ବିଶେଷ କରି ଜଗତ ସ୍ମରଣ କରି ରଖିଛି ।

ତେଣୁ ଧିରେ ଧିରେ ତାଙ୍କୁ ମା କାଳିଙ୍କ ଆଖ୍ୟା ଦେଇ ବିପଦ ସମୟରେ ସ୍ମରଣ କରିବାକୁ ଲାଗିଲେ ।

ସେଇ କାଳୀୟକୁ ଦଳନ କରିବା ପାଇଁ ଜଣେ ସେବାୟତ କୃଷ୍ଣବେଶରେ ଓ ଅନ୍ୟଜଣେ ଗୁଡ଼ିଆ ଜାତିର ବ୍ୟକ୍ତି ଗରୁଡ଼ ବେଶରେ ପ୍ରସ୍ତୁତ ହୋଇ ଥାଆନ୍ତି ୤ ଭାଗବତ ବର୍ଣ୍ଣିତ କାଳୀୟଦଳନର ମଧ୍ୟକାଳେ କାଳୀୟଦ୍ୱାରା କବଳିତ ହୋଇ ଶ୍ରୀକୃଷ୍ଣ ଗରୁଡ଼ଙ୍କୁ ସ୍ମରଣ କରିଥାନ୍ତି ।

| କିମ୍ବଦନ୍ତୀ ||କିମ୍ବଦନ୍ତୀ ଅନୁସାରେ ରାମଚନ୍ଦ୍ର ସୀତାଙ୍କୁ ଗଙ୍ଗାରେ ସ୍ନାନ କରାଇବା ଉଦ୍ଦ୍ୟେଶ୍ୟରେ ଏଠାରେ ଗଙ୍ଗାଙ୍କୁ ସ୍ମରଣ କରି ସାତଟି ଶର ମୁନରେ ସପ୍ତରେଖା ନଦୀ ଖନନ କରିଥିଲେ , ଅଧୁନା ଏହା ନାଳରେ ପରିଣତ ହୋଇଛି ।

ମୃତ ସ୍ୱାମୀଙ୍କୁ ଫେରିବା ପାଇଁ ସେ ମାତା ପାର୍ବତୀ ଓ ବନଦେବତାଙ୍କୁ ସ୍ମରଣ କରିବାକୁ ଲାଗିଲା।

ଗରୁଡ଼ଙ୍କୁ ସ୍ମରଣ କରି ନୀଳଚକ୍ରରେ ଧ୍ୱଜା ବାନ୍ଧିବା ଓ ପୂଜାର୍ଚ୍ଚନା କରିବା ନିମିତ୍ତ ସେମାନେ ଶ୍ରୀମନ୍ଦିର ଗାତ୍ର ଉପରେ ଆରୋହଣ କରିଥାନ୍ତି ୤ ଧ୍ୱଜା ବାନ୍ଧିସାରି ସେମାନେ ଶ୍ରୀମନ୍ଦିରକୁ ପଛକରି ତଳକୁ ଓହ୍ଲାନ୍ତି ।

ନିଘଞ୍ଚ ଅରଣ୍ୟରେ ପଥଚାରୀ ବା ତିର୍ଥଯାତ୍ରୀଟିଏ ପ୍ରଭୁଙ୍କୁ ସ୍ମରଣ କରି ନଦୀ ପରେ ନଦୀ ପାର ହୋଇ ଶ୍ରୀକ୍ଷେତ୍ରକୁ ଆସୁଥିଲା ।

|ବ୍ୟକ୍ତିଗତ ବ୍ୟବ‌ହାର: ଡାଏରୀ, ସ୍ମରଣ କରେଇବା ନୋଟ ଇତ୍ୟାଦି; ସ୍ୱଳ୍ପକାଳୀନ ବ୍ୟକ୍ତିଗତ ବ୍ୟବ‌ହାର : ଶସ୍ତା କାଗଜ ।

ସେ ଅଶ୍ୱିନୀ କୁମାରଙ୍କୁ ସ୍ମରଣ କରି ତାଙ୍କରି ଆଶୀର୍ବାଦରୁ ନକୁଳ ଏବଂ ସହଦେବଙ୍କୁ ଜନ୍ମ ଦେଇଥିଲେ ।

ରାଜା ଜର୍ଜ୍ (ତୃତୀୟ)ଙ୍କୁ ମାନ୍ଦ୍ରାଜର ତତ୍କାଳୀନ ବ୍ରିଟିଶ୍ ଶାସକ ସାର୍ ଜର୍ଜ୍ ପିଗୋଟଙ୍କଦ୍ୱାରା ଉପହାର ଭାବେ ପ୍ରଦାନ କରାଯାଇଥିବା ଚିତାବାଘ, ଅଣ୍ଡିରା ହରିଣ ଓ ଦୁଇଟି ଚିତାବାଘର ତଦାରଖକାରୀ ଲୋକଙ୍କ ଚିତ୍ରର ସ୍ମରଣ କରି ୧୭୬୪ ମସିହାରେ ଈଂରାଜୀ ଚିତ୍ରକାର ଜର୍ଜ୍ ଷ୍ଟବ୍ସ୍ ଅଙ୍କିତ କରିଥିଲେ ।

|ଭକ୍ତମାନେ ପରମ୍ପରା ଅନୁସାରେ ପ୍ରାତଃ କାଳରେ ରୋଜା ରଖିବା ବେଳେ ଆଲ୍ଲାଙ୍କୁ ସ୍ମରଣ କରି କହନ୍ତି “ଆଲ୍ଲା ମୁଁ ଆପଣଙ୍କ ପାଇଁ ରୋଜା ରଖୁଛି ମୋ ରୋଜାକୁ ଗ୍ରହଣ କରନ୍ତୁ”।

ତୋ ପିତୃ ବିୟୋଗ ଶୁଣି ଓଦାଲୁଗାରେ ଯମାଳୟକୁ ଯାଇ ଗୋରଖନାଥଙ୍କ ମନ୍ତ୍ରକୁ ସ୍ମରଣ କରି ଯମଙ୍କ ଗାଲରେ ଏକ ଶକ୍ତଚାପୁଡ଼ା ଦେଲି ।

ଦୁବ ପ୍ରସାଦ ନେଇ ମା ମଙ୍ଗଳାଙ୍କୁ ସ୍ମରଣ କରି କାଳୁଆ ଗଣ୍ଡରେ ପକାଇଲା ।

reminded's Usage Examples:

The Flag is then given to the Cornet when he is reminded that it is “the embodiment of all the traditions that are our glorious heritage”.


Life in the state of nature, Thomas Hobbes reminded readers.


author writes to Timothy, "I am reminded of your sincere faith, a faith that dwelt first in your grandmother Lois and your mother Eunice and now, I am sure.


In the Order"s teachings, the members are emphatically reminded of their duties to God, to their country and to their fellow.


Goodrem explained that Nina reminded him of what he once had and that he still had feelings for her.


guidance, and reminded the fate of earlier disobedient people that the apostate and disobedient were chastised for their sin.


The name is said to mean abomasum, the second stomach of the cow, because it reminded the Zulus of its shape.


He becomes distraught when reminded by Henrik that his parents have betrothed him in marriage to Leonora, the daughter of Leonard from remote Slagelse.


requested her specifically because of his association with her as an "extenuated black girl" given "there was no way of not being reminded of Egypt and.


clerical celibacy and reminded ministers of the altar of the perpetual continence required of them.


After the Islamic Revolution of 1979, the Lion and Sun, which was part of Iran's original national flag, was banned by the government from public places in order to prevent people from being reminded of life prior to the revolution.


They were removed from the plans when the building committee reminded Kahn that neither of those features would be practical in New England winters.


He called these hills the Glass Houses as the reflections and the shape of the hills reminded him of the glass manufacturing houses back in England.



Synonyms:

immortalize, recall, memorialize, commemorate, nag, think, call back, retrieve, record, memorialise, remember, take back, recollect, call up, immortalise,

Antonyms:

disinherit, dissociate, give, demobilize, forget,

reminded's Meaning in Other Sites