<< remarkableness remarked >>

remarkably Meaning in Odia (Oriya). ( remarkably ଶବ୍ଦର ଓଡିଆ ଅର୍ଥ)



ଉଲ୍ଲେଖନୀୟ, ଅସାଧାରଣ ଭାବରେ, ଆଶ୍ଚର୍ଯ୍ୟର କଥା,

Adverb:

ପ୍ରକୃତରେ,

remarkably తెలుగు అర్థానికి ఉదాహరణ:

ଭିନକା ଆଲକାଲଏଡ ଉପରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପର୍ଯ୍ୟବସିତ ଥିଲା ଓ ଅପସ୍ମାର ବାତ (Epilepsy) ତଥା ମ୍ୟାଲେରିଆର ଔଷଧ ଖୋଜିବା ତାଙ୍କର ଅନ୍ୟତମ କାମ ଥିଲା ।

ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ, ଏଭେରେଷ୍ଟର ଖୁମ୍ବୁ ଗ୍ଲେସିଅର୍, ଲାଂଗ୍‍ତାଂଗ୍‍ର ଲାଂଗ୍‍ତାଂଗ୍ ଗ୍ଲେସିଅର୍ ଏବଂ ସିକ୍କିମର ଜେମୁ ଗ୍ଲେସିଅର୍‍ମାନଙ୍କ ମଧ୍ୟରେ ଉଲ୍ଲେଖନୀୟ

ସଲୋମନ ଦ୍ୱୀପରେ ତାଙ୍କର ସେହି ଉଲ୍ଲେଖନୀୟ ସେବା ନିମନ୍ତେ ୨୦୧୬ରେ ତାଙ୍କୁ ଏମବିଇ (Order of the British Empire) ପୁରସ୍କାର ଦିଆଯାଇଥିଲା ।

'ସିନେମା ଭୋଜପୁରୀ' ନାମକ ଏକ ପୁସ୍ତକରେ ଲେଖକ ଅଭିଜିତ ଘୋଷ କଳ୍ପନାଙ୍କର ଅତି ପ୍ରଶଂସା କରିଛନ୍ତି ଭୋଜପୁରୀ ଚଳଚ୍ଚିତ୍ରକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ।

ଉଲ୍ଲେଖନୀୟ ବିଷକ୍ରିୟା ଲକ୍ଷଣ ଥିଲେ ବା ଉଚ୍ଚମାତ୍ରାର ସଙ୍କଟ ଥିଲେ ଏହି ଔଷଧ ଦେବାକୁ ସୁପାରିସ କରାଯାଏ ।

ଦୀର୍ଘକାଳ ଧରି ପୂର୍ବୋକ୍ତ ଔଷଧ ସେବନ କଲେ ଉଲ୍ଲେଖନୀୟ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଏ ।

|ମଣିଷର ଏକ ଉଲ୍ଲେଖନୀୟ ସୃଷ୍ଟି ଚକ ବୃତ୍ତାକାର ଅଟେ ।

| ପ୍ରଶଂସା |ପ୍ରସିଦ୍ଧ ଇଂରାଜୀ ଲେଖକ ଅମିତାଭ ଘୋଷ ଥରେ କହିଥିଲେ ଯେ "ଏହା ଏକ ଉଲ୍ଲେଖନୀୟ ଉପନ୍ୟାସ .... ଆମ ସମୟର ସବୁଠାରୁ ଶ୍ରେଷ୍ଠ ଲେଖା ।

| ଆଧାର |ଚିକିତ୍ସା ବିଜ୍ଞାନ|Translated from MDWiki ନିର୍ମଳେନ୍ଦୁ ଚୌଧୁରୀ (নির্মলেন্দু চৌধুরী) (27 July 1922 – 18 April 1981) ଜଣେ ବେଙ୍ଗଲୀ ସଙ୍ଗୀତଜ୍ଞ, ସଂଯୋଜକ, ଗୀତ ଲେଖକ ଓ ଗାୟକ ଥିଲେ ଯାହାର ପୂର୍ବ ଭାରତର ବିଶେଷତଃ ବେଙ୍ଗଲ ଓ ଆସାମରେ ଲୋକ ଗୀତ ସଙ୍ଗୀତକୁ ଉଲ୍ଲେଖନୀୟ ଅବଦାନ ଅଛି ।

ଉଲ୍ଲେଖନୀୟ କଥା ଯେ ସେହି ଦଳରେ ପରବର୍ତ୍ତୀ କାଳରେ ଭାରତ ପାଇଁ ସୁନାମର ସହ ଖେଳିଥିବା ସୁନୀଲ ଗାଭାସ୍କର ଓ ମହିନ୍ଦର ଅମରନାଥଙ୍କ ପରି ଖେଳାଳି ଥିଲେ ।

|୧୯୦୯ରେ ମିଣ୍ଟୋ-ମର୍ଲେ ସଂସ୍କାର କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା।

remarkably's Usage Examples:

Over time these two data bases have revealed some coins once thought rare to be remarkably common, whereas others thought more common have shown to be likely few in number.


different genres and combine them to make one remarkably and almost transcendentally silly movie- it doesn"t contain a single ounce of thought" and Siskel.


language spoken in the major cities is remarkably homogeneous, with a few shibboleths (markers) only to distinguish the various cities (see below).


midiInstrument #piano \key c \major \clef treble \time 2/2r1 |1 ~ |1 |\grace { 8 } 1 ~ |2 r2 |1 |}>>}For all its grandeur, the ending is remarkably concise, and the perorations are more terse than those of, say, Bruckner's own Symphony No.


majority of Covid pneumonia patients I met had remarkably low oxygen saturations at triage—seemingly incompatible with life—but they were using their.


Only a people of remarkably deep and unwavering faith could do such a feat.


was so well organised and so well served that the knowledge abroad of conditions in Hong Kong was remarkably accurate and up-to-date.


Voinovich were remarkably classless and seemed to be saying that voters who like legislators who exercise occasional independence from their party should not vote for her.


The flight is often described as arrowy, but is not remarkably swift.


For about six months the new policy was remarkably effective: Osborne sales boomed and competitors were unable to match their prices.


Reduced as they were, this Crusader heritage continued in the form of sea-borne raids, and were remarkably successful given their limited resources.


com called the comic unremarkably queer, tender, and heartwarming, while Rowan Hisayo Buchanan of "The.


Gram–Charlier theory has been remarkably successful in producing calculated mobilities and diffusion coefficients that are in excellent agreement with experimental.



Synonyms:

unusually, unco, outstandingly,

Antonyms:

usually, normally, ordinarily, unremarkably,

remarkably's Meaning in Other Sites