relocations Meaning in Odia (Oriya). ( relocations ଶବ୍ଦର ଓଡିଆ ଅର୍ଥ)
ସ୍ଥାନାନ୍ତର,
Noun:
ସ୍ଥାନାନ୍ତର |,
People Also Search:
relockedrelucent
reluct
reluctance
reluctancy
reluctant
reluctantly
reluctate
reluctated
reluctation
relucted
relume
rely
rely on
rely upon
relocations తెలుగు అర్థానికి ఉదాహరణ:
ଈରାବତୀ ଡଲ୍ଫିନ୍ମାନଙ୍କ ମୃତ୍ୟୁରେ ବୃଦ୍ଧି ଓ ଲାଓର ଦକ୍ଷିଣ ପଟକୁ ଏମାନଙ୍କ ସ୍ଥାନାନ୍ତରଣ ଯୋଗୁଁ ପରେ ଏହି ପ୍ରକଳ୍ପ କାମ୍ବୋଡିଆକୁ ମଧ୍ୟ ସଂପ୍ରସାରିତ ହୋଇଥିଲା ।
| ସମୀକ୍ଷା |ରାଜନୀତି ବିଜ୍ଞାନ ହେଉଛି ନିଷ୍ପତ୍ତି ନେବାରେ ଶକ୍ତି ବିତରଣ ଏବଂ ସ୍ଥାନାନ୍ତର, ସରକାର ଏବଂ ଆନ୍ତର୍ଜାତୀୟ ସଂଗଠନ ସହ ଶାସନର ଭୂମିକା ଏବଂ ବ୍ୟବସ୍ଥା ସମ୍ବନ୍ଧରେ ଏକ ସାମାଜିକ ଅଧ୍ୟୟନ, ରାଜନୀତିକ ଆଚରଣ ଏବଂ ସର୍ବସାଧାରଣ ନୀତି ।
ବିଗ୍ରହଙ୍କୁ ସ୍ଥାନାନ୍ତରିତ କରିବାପାଇଁ ସମୟ ନଥିଲା ।
ବଙ୍ଗୋପସାଗରରୁ ଚିଲିକା ହ୍ରଦର ପ୍ରବେଶ ଦ୍ୱାର ଛୋଟ ହୋଇଥିବାରୁ ବଡ଼ ଜାହାଜରୁ ଛୋଟ ଛୋଟ ଡଙ୍ଗାକୁ ମାଲ୍ ସ୍ଥାନାନ୍ତରିତ ହୋଇ ସ୍ଥଳଭାଗ ପର୍ଯ୍ୟନ୍ତ ନିଆଯାଉଥିଲା ।
କାହ୍ନା ଜାତୀୟ ଉଦ୍ୟାନରୁ କିଛି ବନ୍ୟ ଗୟଳଙ୍କୁ ବାନ୍ଧବଗଡ଼ ସ୍ଥାନାନ୍ତରିତ କରି ଏଠାରେ ଗୟଳ ବଂଶର ପୁନରୁତ୍ଥାନ ପାଇଁ ଯୋଜନା କରାଗଲା ।
୨୦୦୦ ମସିହାରେ ସେ ତାଙ୍କର ପରିବାର ସହ ଯୁକ୍ତରାଷ୍ଟ୍ର ଆମରିକାକୁ ସ୍ଥାନାନ୍ତରିତ ହୋଇଯାଇଥିଲେ ।
ବିଭାଜନ ସମୟରେ ଲୋକମାନେ ସ୍ଥାନାନ୍ତରଣ ଏବଂ ହିଂସାତ୍ମକ କାର୍ଯ୍ୟଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
୧୯୫୨ରେ ତାଙ୍କୁ ରାଞ୍ଚୀ ମାନସିକ ହାସପାତାଲକୁ ସ୍ଥାନାନ୍ତର କରାଯାଇଥିଲା ।
ପ୍ରଦାହ ଯୋଗୁ କର୍କଟ ହେବା ପ୍ରମାଣ ନାହିଁ, କିନ୍ତୁ ଏହାଦ୍ୱାରା କର୍କଟ କୋଷମାନଙ୍କର ସଂଖ୍ୟା ବୃଦ୍ଧି, ବଞ୍ଚିରହିବା ଓ ସ୍ଥାନାନ୍ତର ହେବା ମାଇକ୍ରୋଏନ୍ଭିରନ୍ମେଣ୍ଟ ଯୋଗୁ ହୋଇପାରେ ।
|କାରାଗାରର ତଳ ମହଲାକୁ ସ୍ଥାନାନ୍ତରିତ ହେବା ପୂର୍ବରୁ ୧୯୮୫ରେ ମଣ୍ଡେଲାଙ୍କର ଏକ ଅସ୍ତ୍ରୋପଚାର ହୋଇଥିଲା ।
୧୯୭୫ରେ ଏହା ନିଜସ୍ୱ କାମ୍ପସ ମଣ୍ଡି ହାଉସକୁ ସ୍ଥାନାନ୍ତରିତ ହୋଇଥିଲା ।
ମାଇକେଲ ଆଞ୍ଜେଲୋଙ୍କ ତିଆରି ଡେଭିଡ ମୂର୍ତ୍ତିକୁ ସ୍ଥାନାନ୍ତର କରିବା କମିଟିର ସେ ନିଜ ଇଚ୍ଛା ବିରୁଦ୍ଧରେ ସଭ୍ୟ ହୋଇଥିଲେ ।
relocations's Usage Examples:
It offers all-inclusive services for relocations like packing, loading, moving, unloading, unpacking, arranging of items.
The North Spokane Corridor has forced a large number of relocations in the neighborhood.
His description of Ivan"s unification campaign was a series of banishments and forced relocations of whole populations to break the power of regional.
Their frequent relocations disorganized her early schooling, but at the age of six she became a student at a preparatory school called William Woods College, and at 16 the University of Missouri, receiving a degree in journalism there in 1919.
The construction of below-ground utility relocations, footings, and foundations for the.
to frequent relocations, bullying, disruptions in his personal life and truancy.
Four of the CHL"s initial franchises were, in fact, relocations of the previous year"s EPHL teams, while the fifth came from the International.
and divisions for the 2015–16 season, a move made as a result of the relocations of seven franchises, including five teams moving to California, one to.
Minor relocations of stations are not noted.
Enrollments grew rapidly and, despite multiple relocations to various buildings, by 1882 the school took four prizes in a statewide competition and was ranked third best in Illinois.
Few of these relocations and mergers were accompanied with widespread controversy.
Hence such ceremonies and rituals are often performed for blessing important life transitions and events like weddings, relocations, passage to the afterlife, or other events and festivities.
Most of the league's existing teams were not financially stable, and franchise relocations were commonplace.
Synonyms:
overspill, change, flit, move,
Antonyms:
take, import, export, download, upload,