relationism Meaning in Odia (Oriya). ( relationism ଶବ୍ଦର ଓଡିଆ ଅର୍ଥ)
ସମ୍ପର୍କ,
Noun:
ପାରସ୍ପରିକ କ୍ରିୟା,
People Also Search:
relationistrelations
relationship
relationships
relatival
relative
relative density
relative frequency
relative humidity
relative in law
relative incidence
relative majority
relatively
relativeness
relatives
relationism తెలుగు అర్థానికి ఉదాహరణ:
|ଏହି ମୂଳ ଅଧିନିୟମର ଧାରା ୨୬ ପ୍ରକାରେ ହିନ୍ଦୁ ଧର୍ମ ପରିବର୍ତ୍ତନ କରିଥିବା ବ୍ୟକ୍ତିଙ୍କର ଯଦିଓ ଉତ୍ତରାଧୀକାର ଅଧିକାର ବଜାୟ ରହିବ, କିନ୍ତୁ ତାଙ୍କ ପୁତ୍ର କିମ୍ବା କନ୍ୟା ସେମାନଙ୍କ ହିନ୍ଦୁ ସମ୍ପର୍କୀୟଙ୍କ ଉତ୍ତରାଧୀକାରି ହେବାରୁ ବଞ୍ଚିତ ହେବେ ।
୧୮୪୫ ମସିହାରେ ବୁଏ ବେଲୋ ଧ୍ୱନି ତରଙ୍ଗ ସହାୟତାରେ ଏହି ନିବନ୍ଧ ସମ୍ପର୍କିତ ପରୀକ୍ଷା କରିଥିଲେ ।
|ମହାଭିଯୋଗ ସମ୍ପର୍କରେ ନିର୍ଦ୍ଦଷ୍ଟ ପ୍ରାବଧାନ ଭାରତୀୟ ସମ୍ବିଧାନରେ ଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ପାଇଁଁ ବିସ୍ତୃତ ଧାରା Judges (Inquiry) Act, 1968ରେ ବର୍ଣ୍ଣିତ :|ପ୍ରସ୍ତାବଟି ପାର୍ଲିଆମେଣ୍ଟର ଯେ କୌଣସି ଗୃହରେ ଅର୍ଥାତ ଲୋକ ସଭା କିମ୍ବା ରାଜ୍ୟ ସଭାରେ ଆଗତ କରାଯାଇପାରିବ ।
ମାମଲା ସମ୍ପର୍କିତ ଘଟଣା ବେଳକୁ ମଥୁରାର ବୟସ ଥିଲା ପ୍ରାୟ ୧୪ରୁ ୧୬ ବର୍ଷ ମଧ୍ୟରେ ।
ପ୍ରତ୍ନତତ୍ତ୍ୱବିତମାନଙ୍କୁ ମିଳିଥିବା ପାରାକାସ୍ ସଂସ୍କୃତିର ମୃତ ଶରୀର (ମମ୍ମି) ଦେହରେ ଗୁଡ଼ା ହୋଇଥିବା ପ୍ରାଚୀନ କନାର ନାଜ୍କା ରେଖା ସହିତ ସମ୍ପର୍କ ରହିଥିବା ବିଷୟ ସେ ନିଜ ପୁସ୍ତକରେ ଉଲ୍ଲେଖ କରିଥିଲେ ।
ତେଣୁ ଗୋପାଳକ ଓ କୃଷ୍ଣଙ୍କ ବାଲ୍ୟ ଜୀବନର କଥା ସହ ଏହି ନାଚର ସମ୍ପର୍କ ସ୍ପଷ୍ଟ ଭାବେ ପ୍ରତିପାଦିତ ହୋଇଥାଏ ।
ସେ ତାଙ୍କର ଉଦାହରଣ ଗୁଡ଼ିକରେ ବ୍ୟବହାର କରୁଥିବା ଶବ୍ଦାବଳୀରୁ ସେ ସମୟର ସାଂସ୍କୃତିକ ଏବଂ ଭୌଗୋଳିକ ସ୍ଥିତି ସମ୍ପର୍କରେ ସହଜରେ ଅନୁମାନ କରାଯାଇ ପାରେ।
| ଗର୍ଭାବସ୍ଥା ସମ୍ପର୍କୀୟ ଶବ୍ଦାବଳୀ |ଗର୍ଭିଣୀ ନାରୀର ବୈଜ୍ଞାନିକ ନାମ କରଣ ଗ୍ରାଭିଡା ଅନୁସାରେ ହିସାବ ହୁଏ ।
ପରବର୍ତ୍ତୀ ସମୟରେ ଯେତେବେଳେ ମନ୍ଦିରର ପୁନରୁଦ୍ଧାର ପାଇଁ ମନ୍ଦିର ପ୍ରାଙ୍ଗଣ ସଫା କରାଗଲା, ସେତେବେଳେ ମିଳିଥିବା ସ୍ଥାପତ୍ୟ ଶୈଳୀ ଓ ଶିଳାଲେଖ ସମ୍ପର୍କୀୟ ପ୍ରମାଣରୁ ଅଂକୋର୍ର ପ୍ରକୃତ ଇତିହାସ ନିର୍ଦ୍ଧାରିତ ହୋଇପାରିଲା ।
ଆଧୁନିକ ଭୌତିକ ବିଜ୍ଞାନର ଏହି ଦୁଇ ଭିନ୍ନ ସିଦ୍ଧାନ୍ତର ମିଶ୍ରଣରେ କିପରି ମହାକର୍ଷଣ ସମ୍ପର୍କୀୟ ଏକ ଓ ଅଦ୍ୱୈତ ତତ୍ତ୍ୱର ପରିପ୍ରକାଶ ହେବ, ତାହା ଏକ ବୃହତ୍ ପ୍ରଶ୍ନବାଚୀ ।
ମିଳିଥିବା ବିଭିନ୍ନ ପ୍ରକାରର ଚାଇନାମାଟି ପାତ୍ରର ଭଗ୍ନାବଶେଷରୁ ଏକାଧିକ ଶତାବ୍ଦୀ ବ୍ୟାପୀ ଚୀନ ସହିତ ରହିଥିବା ବାଣିଜ୍ୟିକ ସମ୍ପର୍କ ବିଷୟରେ ସୂଚନା ମିଳେ (କାରଣ ଏହି ଚାଇନାମାଟିର ପାତ୍ର ସବୁ ଏକା ସମୟର ନୁହଁ) ।
୧୮୯୧-୧୮୯୫ ମଧ୍ୟରେ ବଙ୍ଗଳୀ ଜୀବନ ସମ୍ପର୍କ ବହୁତ ଛୋଟ ଛୋଟ ଗଳ୍ପ ଲେଖିଥିଲେ, ନିଦ୍ଧିଷ୍ଟ ଗ୍ରାମୀଣ ଜୀବନ ଉପରେ ।
relationism's Usage Examples:
In physics and philosophy, a relational theory (or relationism) is a framework to understand reality or a physical system in such a way that the positions.
Leibniz"s relationism, in contrast, describes space and time as systems of relations that exist.
extension of developmental systems theory that is based on the view that relationism is a superior alternative to Cartesian mechanism.
Later Bryant, concerned with the doctrine of withdrawal and the non-relationism of object-oriented philosophy, departed from the object-oriented ontology.
anthropocentrism and correlationism and a rejection of "preservation of finitude", "withdrawal", and philosophies that undermine or "overmine" objects.
He feared this could lead to relativism but proposed the idea of relationism as an antidote.
Mannheim sought to escape this problem with the idea of relationism.
and time, the name relationalism (or relationism) refers to Leibniz"s relationist notion of space and time as against Newton"s substantivalist views.
Relationalism may be contrasted with relationism, which tends to emphasize relations per se.