<< rejoicing over the law rejoicings >>

rejoicingly Meaning in Odia (Oriya). ( rejoicingly ଶବ୍ଦର ଓଡିଆ ଅର୍ଥ)



ଆନନ୍ଦରେ,

Noun:

ଆନନ୍ଦ,

People Also Search:

rejoicings
rejoin
rejoinder
rejoinders
rejoindure
rejoined
rejoining
rejoins
rejon
rejones
rejourn
rejudge
rejudges
rejudging
rejustified

rejoicingly తెలుగు అర్థానికి ఉదాహరణ:

ଦେବ-ସ୍ୱାମୀଙ୍କର ପୂତସଙ୍ଗ ଲାଭ କରି ତାଙ୍କର ଅନ୍ତର ଏକ ଦିବ୍ୟ ଆନନ୍ଦରେ ଭରପୂର ହୋଇଯାଇଥିଲା ।

ଏହାକୁ ଗ୍ରହଣ କଲେ ଦେହର ଆନନ୍ଦରେ ଆବଦ୍ଧ ହେବାକୁ ହୁଏ, ସଚ୍ଚିଦାନନ୍ଦ ଈଶ୍ୱରଙ୍କୁ ଲାଭ କରାଯାଇପାରେ ନାହିଁ ।

|ଶ୍ରାଦ୍ଧ ସରିଲେ ଘରର ଲୋକେ ପିତୃପୁରୁଷଙ୍କୁ ଅର୍ପଣ କରାଯାଇଥିବା ବିଭିନ୍ନ ପ୍ରକାରର ପିଠା ଆନନ୍ଦରେ ଖାଇଥାନ୍ତି ।

ଯେତେବେଳେ ମୟ ଭଗବାନ ଶିବଙ୍କ ନିକଟରେ ଏହିପରି ପ୍ରାର୍ଥନା କଲେ, ସେତେବେଳେ ଶିବ ଆନନ୍ଦରେ ମୟକୁ କହିଥିଲେ, ମୟ ! ତୁମେ ମୋର ଭକ୍ତ, ତୁମର କୌଣସି ବ୍ୟାଧି ହେବନାହିଁ; ବର୍ତ୍ତମାନ ତୁମର ଇଚ୍ଛାନୁସାର ବର ଯାହା ମୁଁ ଦେଉଛି ।

ବୃଷଭ ଶାହଡ଼ା ଗଛ ଦେଖିବା ଓ ତା ପତ୍ରମୁଣ୍ଡରେ ରଖିବା ହେତୁ ଅପୁର୍ବ ଖାଦ୍ୟ ମିଳିଛି ଜାଣି ଖୁସି ମନରେ ସବୁ ଖାଇ ଆନନ୍ଦରେ ଶୋଇ ପଡିଲେ ।

ନରେନ୍ଦ୍ର ପରମହଂସଦେବଙ୍କ ନିକଟକୁ ଯିବାମାତ୍ରେ ସେ ଆନନ୍ଦରେ ଉଛୁଳି ପଡ଼ିଲେ ।

ଅନ୍ୟ ପାଶ୍ୱର୍ରେ ଶ୍ୟାମଳ ସମ୍ଭାରର ଅପୂର୍ବ ପ୍ରାକୃତିକ ଦୃଶ୍ୟ ଭକ୍ତର ହୃଦୟକୁ ସ୍ୱର୍ଗୀୟ ଆନନ୍ଦରେ ଉଦ୍ୱେଳିତ କରେ ।

ସେ ବୃନ୍ଦାବନର ଧୂଳି ସଙ୍ଗରେ ଆଣି ଦକ୍ଷିଣେଶ୍ୱରରେ ପଞ୍ଚବଟୀର ଚାରିଆଡ଼େ ବିଞ୍ଚିଦେଲେ ଓ କିଛି ଧୂଳି ଆପଣା ସାଧନକୁଟୀରରେ ପ୍ରୋତ୍‌ଥିତ କଲେ ଏବଂ ଆନନ୍ଦରେ ଉତ୍‌ଫୁଲ୍ଲ ହୋଇ କହିଲେ, ‘ଆଜିଠାରୁ ଏହି ସ୍ଥାନ ଶ୍ରୀବୃନ୍ଦାବନ ଭଳି ଦେବଭୂମି ହେଲା ।

କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଜାଣି ପାରି ତାଙ୍କର ଚଦର କାନିରେ ବନ୍ଧା ଖୁଦ ଆଣି ପରମ ଆନନ୍ଦରେ ଖାଇଲେ ।

ଅଯୋଧ୍ୟାର ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ବିଭିନ୍ନ ପ୍ରକାର ଆଲୋକ ଜଳେଇଥିଲେ ।

ଦୁଇ ତିନି ଦିନ ସେହି ଅବସ୍ଥାରେ ଆନନ୍ଦରେ ଆତ୍ମହରା ହୋଇ ରହିଲେ ।

ମହାଆନନ୍ଦରେ ମହାନଦୀରେ ନୌବିହାର କରନ୍ତି ।

ଏଭଳିଭାବେ ପରିବାରର ପ୍ରତ୍ୟେକ ସଦସ୍ୟ ପରିବାରର ଆନନ୍ଦରେ ସମଭାଗୀ ହୋଇପାରିଥାନ୍ତି ।

rejoicingly's Usage Examples:

the crafty in the snare which for the poor is laid! Sing, O my soul, rejoicingly, on evening"s twilight calm Uplift the loud thanksgiving, pour forth.



rejoicingly's Meaning in Other Sites