reinforced Meaning in Odia (Oriya). ( reinforced ଶବ୍ଦର ଓଡିଆ ଅର୍ଥ)
ସଶକ୍ତ, ଶକ୍ତିଶାଳୀ,
Adjective:
ଶକ୍ତିଶାଳୀ |,
People Also Search:
reinforced concretereinforcement
reinforcements
reinforcer
reinforcers
reinforces
reinforcing
reinforcing stimulus
reinformed
reinfund
reinfuse
reinhabit
reinhabited
reining
reinitialisation
reinforced తెలుగు అర్థానికి ఉదాహరణ:
ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଯୋଗଦାନ ତାଙ୍କୁ ସମାଜର ପରିବର୍ତ୍ତନ ଧାରାରେ ସାହାଯ୍ୟ କରିଥିଲା | ଏହାସହ ସେ ନିଜ ଜିଲ୍ଲାରେ ମହିଳା ସଶକ୍ତିକରଣ ଦିଗରେ ମଧ୍ୟ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ ।
ଦୀର୍ଘକାଳୀନ ବ୍ୟବସ୍ଥାରେ କୃଷି ବ୍ୟବସ୍ଥା ଆବଶ୍ୟକ, ଯାହାଦ୍ୱାରା ଦାରିଦ୍ର୍ୟ ଦୂରୀକରଣ, ଉନ୍ନତ ପରିମଳ ବ୍ୟବସ୍ଥା ଓ ମହିଳା ସଶକ୍ତିକରଣ ହୋଇପାରିବ ।
| ସ୍ୱାଧୀନତା ସଂଗ୍ରାମରେ ଭୂମିକା |ବିଧାନ ଚନ୍ଦ୍ର ବିଶ୍ୱାସ କରୁଥିଲେ ଯେ ଭାରତୀୟ ମାନେ ଶାରୀରୀକ ଏବଂ ମାନସିକ ଭାବେ ସଶକ୍ତ ନ ହେବା ପର୍ଯ୍ୟନ୍ତ ସ୍ୱରାଜ ମାତ୍ର ଏକ ସ୍ୱପ୍ନ ହୋଇ ରହିଯିବ ।
ଉଜ୍ଜଳା ଯୋଜନା ମହିଳା ସଶକ୍ତିକରଣର ଦିଶା ପରିବର୍ତ୍ତନ କରି ପାରିଛି ।
ଏହାଛଡା ମହିଳା ସଶକ୍ତିକରଣ, ସାମାଜିକ ଭେଦଭାବ ଦୂର, ଆର୍ଥିକ ଅଭିବୃଦ୍ଧି, ଦକ୍ଷତା ବୃଦ୍ଧି ପରି ଲକ୍ଷ୍ୟପୂରଣ ଦିଗରେ ଗ୍ରାମବିକାଶ କାର୍ଯ୍ୟ କରୁଛି ।
|ମାନବିକ ଅଧିକାର, ବିକାଶ ଓ ଜଳବାୟୁ|ଅନେକ ଲୋକଙ୍କ ମତରେ ସୁରକ୍ଷିତ ଓ ସ୍ୱେଚ୍ଛାକୃତ ପରିବାର ନିୟୋଜନ ଏକ ମାନବିକ ଅଧିକାର, ଯାହା ଲିଙ୍ଗ ଏକତା ନିମନ୍ତେ କେନ୍ଦ୍ରୀୟ ଭୂମିକା ଓ ମହିଳାଙ୍କର ଦାରିଦ୍ର୍ୟ ଦୂରୀକରଣ ସଶକ୍ତ କରିବା ନିମନ୍ତେ ଅପରିହାର୍ଯ୍ୟ (poverty reduction) ।
ଏହି ପୁରସ୍କାର ନାରୀ ସଶକ୍ତି କରଣ ଓ ନାରୀ ଅତ୍ୟାଚାରକୁ ରୋକିବାର ଉଦ୍ୟମ କରୁଥିବା ନାରୀମାନଙ୍କୁ ମଧ୍ୟ ମିଳିଥାଏ ।
ଥଣ୍ଡା ସେକ, ସ୍ଟ୍ରେଚିଙ୍ଗ (stretching), ସଶକ୍ତିକରଣ ବ୍ୟାୟାମ (strengthening) କଲେ ଉପଶମ ହୁଏ ।
|ଏହି ନୂତନ ଅଧିନିୟମର ପ୍ରାବଧାନ ପ୍ରକାରେ ମାନସିକ ରୋଗୀର ବିହିତ ଚିକିତ୍ସା ସହିତ ଚିକିତ୍ସା ପରବର୍ତ୍ତୀ ଅବସ୍ଥାରେ ତାହାର ସଶକ୍ତିକରଣର ବ୍ୟବସ୍ଥା ରହିଛି ଯାହାକି ବିଲୀନ ହୋଇଥିବା ପୁରୁଣା ଅଧିନିୟମରେ ନ ଥିଲା ।
ସେ ଜଣେ ଆତ୍ମଘୋଷିତ ବାମପନ୍ଥୀ ଯିଏ ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ରାଜ୍ୟର ଆଦିବାସୀ (ଲୋଧା ଏବଂ ଶବର)ମାନଙ୍କ ଅଧିକାର ତଥା ସଶକ୍ତିକରଣ ପାଇଁ କାର୍ଯ୍ୟ କରିଥିଲେ ।
ଓଡ଼ିଶା ଆଦିବାସୀ ସଶକ୍ତିକରଣ ଓ ଜୀବିକା କାର୍ଯ୍ୟକ୍ରମ ସହ ମିଶି ଗ୍ରାମବିକାଶ ଗାଁଲୋକଙ୍କ ସହେଯାଗରେ ଜଳ ଓ ପରିମଳ ସମସ୍ୟା ଉପରେ କାମକରୁଛନ୍ତି ।
reinforced's Usage Examples:
28 JulyFor the next day the 2nd Shock Army was reinforced with the 31st and the 82nd Tank Regiments, three howitzer brigades and nine heavy artillery regiments.
monocoques, as they use a metal shell or sheeting reinforced with frames riveted to the skin, but most wooden aircraft are described as monocoques, even.
Still, the blast moved the file units about a foot, blew out all the windows on that side of the building, and opened a hole in the reinforced concrete floor.
strength than unreinforced Portland concrete (since polymer plastic is "stickier" than cement and has reasonable tensile strength) Similar or greater compressive.
The British attack was reinforced by newly arrived ships from the main fleet, but the French were able to escape into Toulon after exchanging cannon fire with the British.
The EM featured a lightweight, compact copper-aluminum alloy body and fiberglass-reinforced polycarbonate plastic top and bottom covers, plus aperture priority semiautomatic exposure control governed by a built-in 60/40 percent centerweighted, silicon photodiode light meter.
primarily New Hampshire and Massachusetts militiamen, led by General John Stark, and reinforced by Vermont militiamen led by Colonel Seth Warner and members.
medial cutaneous nerve of the forearm, deep fascia reinforced by the bicipital aponeurosis (a sheet of tendon-like material that arises from the tendon.
The roof was supported by four steel-reinforced concrete beams, each beam long and deep.
Wool had been reinforced by more troops who had just made their way up the path to the top of the Heights, and Macdonell faced some four hundred troops.
implementation of authoritarian forms of socialism was accomplished with a dogmatized ideology reinforced by terror and violence.
constructed with reinforced concrete.
The division was reinforced by British troops who were advancing from the invasion beaches and it began to push through Normandy, while the squadron continued its reconnaissance duties.
Synonyms:
built, improved,
Antonyms:
uncleared, worse, unimproved,