<< rehabilitating rehabilitation program >>

rehabilitation Meaning in Odia (Oriya). ( rehabilitation ଶବ୍ଦର ଓଡିଆ ଅର୍ଥ)



ପୁନର୍ବାସ,

Noun:

ପୁନର୍ବାସ,

rehabilitation తెలుగు అర్థానికి ఉదాహరణ:

| ପ୍ରାକୃତିକ କୃତକ ନିୟନ୍ତ୍ରଣ |ବହୁ ବଣ୍ୟଜୀବ ପୁନର୍ବାସ ସଂଗଠନ ନିୟନ୍ତ୍ରଣର ପ୍ରାକୃତିକ ଉପାୟକୁ ସହଯୋଗ ଦେଇଥାଏ ଯେଉଁଥିରେ ଅପବର୍ଜନ ତଥା ପରଭାକ୍ଷୀୟର ସହାୟତା ନେବା ସାମିଲ ହୋଇଥାଏ ।

| ଆଧାର |ଚିକିତ୍ସା ବିଜ୍ଞାନ|ପୁନର୍ବାସ ବିଜ୍ଞାନ ଦଅଣା (ଦଏଣା ବା ଦୟଣା ନାମରେ ମଧ୍ୟ ଜଣା; ଇଂରାଜୀ ଅକ୍ଷରାନ୍ତରୀକରଣ: Da-ana, "Daona" କିମ୍ବା "Dayana"; ଇଂରାଜୀ: Thyme; ବୈଜ୍ଞାନିକ ନାମ: Artemisia indica, Artemisia chinensis, Artemisia latifolia) ଏକ ସୁବାସିତ ପତ୍ର ଥିବା ଏକ ଗୁଳ୍ମ ।

|ଆଧାର|ଅଭିନେତ୍ରୀ|ଜୀବିତ ବ୍ୟକ୍ତି କୃତି ଭାରତୀ (ଜନ୍ମ ଅଗଷ୍ଟ ୧୯, ୧୯୮୭) ଜଣେ ପୁନର୍ବାସ ମନସ୍ତତ୍ତ୍ୱବିତ୍ ଓ ବାଳ ଅଧିକାର କର୍ମୀ ଅଟନ୍ତି ।

ଦୀର୍ଘକାଳୀନ ପୁନର୍ବାସନ ନିମନ୍ତେ ଧନ୍ଦାଗତ ଚିକିତ୍ସା, ଅର୍ଥୋଟିକ୍ ବ୍ୟବହାର, ଫିଜିକାଲ ଥେରାପି ଓ ଅନେକ କ୍ଷେତ୍ରରେ ଶଲ୍ୟ ଚିକିତ୍ସା ଆବଶ୍ୟକ ହୁଏ ।

ସରକାରଙ୍କଦ୍ୱାରା ଦିଆଯାଇଥିବା ପୁନର୍ବାସ ପ୍ରସ୍ତାବକୁ ନେଇ ମଧ୍ୟ ବିରୋଧ ହେଇଥିଲା ।

ମାନସିକ ରୋଗର ସାମାଜିକ କର୍ମୀଙ୍କ ମୁଖ୍ୟ କାର୍ଯ୍ୟଗୁଡ଼ିକ ହେଉଛି ପଦୋନ୍ନତି ଏବଂ ପ୍ରତିରୋଧ, ଚିକିତ୍ସା ଏବଂ ପୁନର୍ବାସ

| ଆଧାର |ସୂର୍ଯ୍ୟପ୍ରଭା, ୧ ମାର୍ଚ୍ଚ ୨୦୧୨, ପୃଷ୍ଠା: ୮|ଓଡ଼ିଶାର ଅନୁସୂଚିତ ଜନଜାତି ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଳକ ଅନ୍ତର୍ଗତ ଓଲଟପୁରଠାରେ ଅବସ୍ଥିତ ।

ନିଜ ପୌତ୍ରିକ ଗ୍ରାମ ମାଧପୁରଠାରେ, ସେ ପୁନର୍ବାସ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରତିଷ୍ଠା କରି, ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସେବା କରିଆସୁଛନ୍ତି ।

|କାର୍ଯ୍ୟ |ଏହାର ପ୍ରାରମ୍ଭିକ ସ୍ଥରରେ ଉଦ୍ଧାର, ଚାଲାଣ ଏବଂ ଦୁଷ୍କର୍ମ ପୀଡିତାଙ୍କୁ ପୁନର୍ବାସ,ସାମୟିକ ବାସଗୃହ, ଖାଦ୍ୟ, ସ୍ୱାସ୍ଥ୍ୟସେବା, ଆଇନଗତ ସହାୟତା ଏବଂ ଦକ୍ଷତାବୃଦ୍ଧି ପ୍ରଶିକ୍ଷଣ ଆଦିର ବ୍ୟବସ୍ଥା କରେ ।

ତାଙ୍କରି ପ୍ରଚେଷ୍ଟା ଫଳରେ ଏସିଡର ଅବାଧ ବିକ୍ରି ଉପରେ କଟକଣା ଲାଗୁ ହେବା ସହ ଏସିଡ-ଆକ୍ରମଣ ଦୁର୍ଘଟଣାର ପୀଡ଼ିତା ମାନଙ୍କ ପାଇଁ କ୍ଷତିପୁରଣ ତଥା ପୁନର୍ବାସ ନିମିତ୍ତ ଅନେକ ବ୍ୟବସ୍ଥା ହୋଇପାରିଛି ।

ଭାରତ ଓ ଆମେରିକାର ବିସ୍ଥାପିତ ଜନସଂଖ୍ୟାର ପୁନର୍ବାସ ନିମନ୍ତେ ସେ ୧୯୮୫ରୁ ୧୯୮୮ ପର୍ଯ୍ୟନ୍ତ ଓ ପୁନଶ୍ଚ ୧୯୯୫-୯୬ ପର୍ଯ୍ୟନ୍ତ ବିଶ୍ୱବ୍ୟାଙ୍କର ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ ।

ସେ ଭାରତ ଓ ଆମେରିକାରେ ବିସ୍ଥାପିତ ଜନସଂଖ୍ୟାର ପୁନର୍ବାସ ନିମନ୍ତେ ବିଶ୍ୱବ୍ୟାଙ୍କର ପରାମର୍ଶଦାତା ଭାବେ ୧୯୮୫-୧୯୮୮ ଓ ପୁନଶ୍ଚ ୧୯୯୫-୯୬ ମସିହାରେ କାର୍ଯ୍ୟ କରିଥିଲେ ।

rehabilitation's Usage Examples:

As with abled-body sports, these programs include child development, rehabilitation, recreation.


initially seen as restoring order after an incompetent predecessor, Price scoffed at the idea of rehabilitation for convicts.


Crossroads Centre is a substance-abuse rehabilitation centre for drug and alcohol addiction located on the Caribbean island of Antigua in Antigua and Barbuda.


Following rehabilitation, Jim is permitted to return to live at home in 2009, now in better health.


Clinical neuropsychology Cognitive neuropsychology Neuropsychology Occupational therapy Physical medicine and rehabilitation.


After a lengthy hospital stay and rehabilitation, he was able to restart the movie, which he looked at as a form of physical therapy.


believed the true goal of rehabilitation was to show convicts the logical "inexpedience" of crime, not their estrangement from religion.


In many cases, rehabilitation was posthumous, as thousands of victims had been executed or died in labor camps.


Saudi Arabia"s rehabilitation program is modeled after a similar program implemented in Egypt in the 1990s.


Some part of the lake area is encroached by hutments and the Upa Lokayukta is working towards their rehabilitation.


In the book, Crews detailed his long-standing pornography addiction, which had seriously affected his marriage and his life, but which he overcame around 2009 and 2010 after entering rehabilitation.


The Prisons Transformation ProjectThe Prisons Transformation Project is run by the University of Cape Town Centre for Conflict Resolution was inspired by the above-mentioned BBC documentary, and attempts to raise self-awareness among prisoners in an attempt at rehabilitation.


The Median Rehabilitation Clinic specializes on rehabilitation for Muslim patients.



Synonyms:

therapeutic rehabilitation, restoration, physical rehabilitation, physical restoration, correctional rehabilitation, vocational rehabilitation,

Antonyms:

natural object, decline,

rehabilitation's Meaning in Other Sites