<< registrars registration >>

registrary Meaning in Odia (Oriya). ( registrary ଶବ୍ଦର ଓଡିଆ ଅର୍ଥ)



ପଞ୍ଜିକରଣ,

Noun:

ରେଜିଷ୍ଟ୍ରାର୍ |,

registrary తెలుగు అర్థానికి ఉదాహరణ:

|୨) ଧାରା ୧୫-ଅନ୍ୟାନ୍ୟ ରୀତୀରେ ହୋଇଥିବା ବିବାହର ମଧ୍ୟ ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ପଞ୍ଜିକରଣ ହୋଇପାରିବ ।

| ମୁଖର ପଞ୍ଜିକରଣ|ମୁଖର ପଞ୍ଜିକରଣ ମନୁଷ୍ୟ ସ୍ୱରର ଭିତରେ ସ୍ଥିତ "ମୁଖର ରେଜିଷ୍ଟ୍ର"ର ପ୍ରଣାଳୀକୁ ସନ୍ଦର୍ଭିତ କରିଥାଏ ।

ଏଥିସହିତ ଫଣ୍ଡଟିର ପଞ୍ଜିକରଣ ଦିନ, କେଉଁ ନିୟମ ଅଧୀନରେ ଏହାର ଗଠନ କରାଗଲା ଏବଂ କାହିଁକି ଅନ୍ୟ କୌଣସି ସାମାଜିକ ଗୋଷ୍ଠୀ ବା ବିପକ୍ଷ ଦଳର ବ୍ୟକ୍ତିଙ୍କୁ ଟ୍ରଷ୍ଟରେ ସାମିଲ କରାଗଲା ନାହିଁ - ଏହା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଅଛି ।

|ସମଗ୍ର ତାମିଲନାଡ଼ୁରେ ଏକ ଇଞ୍ଜିନିୟରିଂ କଲେଜରେ ପଞ୍ଜିକରଣ କରିଥିବା ସେ ପ୍ରଥମ ହିଞ୍ଜଡ଼ା ବ୍ୟକ୍ତି ଥିଲେ ।

ଏହି ବିଲ ୧୯୮୯ ଅଧିନିୟମରେ ଧାରା ୧୮ଏ (୧) (କ) ଅନ୍ତର୍ଭୁକ୍ତ କରେ ଓ ସେଥିରେ ଉଲ୍ଲେଖ ହୋଇଛି, "କୌଣସି ବ୍ୟକ୍ତିଙ୍କ ବିରୋଧରେ ଏଫ. ଆଇ. ଆର. ପଞ୍ଜିକରଣ ପାଇଁ ପ୍ରାଥମିକ ଅନୁସନ୍ଧାନ ଆବଶ୍ୟକ ହେବ ନାହିଁ" ।

  ଶ୍ରୀଯୁକ୍ତ ଭର୍ମା ବ୍ୟାଖ୍ୟା କରିଛନ୍ତି ଯେ ଏହି ପ୍ରଣାଳୀ ଶତାବ୍ଦୀ ଶତାବ୍ଦୀ ଧରି ସେମାନଙ୍କ ସ୍ଥାନାନ୍ତରଣକୁ ବୁଝିବାରେ ସାହାଯ୍ୟ କରିଥାଏ କାରଣ ଏହି ପଞ୍ଜିକା ଗୁଡ଼ିକର ଅନେକ ପାଣ୍ଡୁଲିପି ବିହାରର ବିଭିନ୍ନ ବିଦ୍ୱାନ ପଞ୍ଜିକାର ମାନଙ୍କଦ୍ୱାରା ପଞ୍ଜିକରଣ କରାଯାଇଥାଏ।

|ଅଧିନିୟମରେ ମାନସିକ ଚିକିତ୍ସା କରୁଥିବା ଚିକିତ୍ସାଳୟ ଗୁଡିକର ପଞ୍ଜିକରଣର ବ୍ୟବସ୍ଥା ରହିଛି ।

ଯେହେତୁ ମମତା ଯୋଜନାଟି ଏକ ସର୍ତ୍ତମୂଳକ ମାତୃମଙ୍ଗଳ ଯୋଜନା ସେଥିଲାଗି ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ରରେ ଗର୍ଭାବସ୍ଥାର ପଞ୍ଜିକରଣ କରାଇ ଆବଶ୍ୟକ ସର୍ତ୍ତଗୁଡିକୁ ପାଳନ କରିବାକୁ ପଡିଥାଏ ।

ଏହା ମାଲାବାରର 'ମାରୁମାକାଥ୍ୟାମ' (ମାଲାବାରରେ ପ୍ରଚଳିତ ଏକ ମାତୃକୈନ୍ଦ୍ରିକ ସମ୍ପତ୍ତି ଉତ୍ତରାଧୀକାର ପ୍ରଥା) ପ୍ରଥାରେ ଚଳିଆସୁଥିବା ଯେକୌଣସି ଜାତିର ଲୋକଙ୍କ 'ସମ୍ବନ୍ଧମ୍‌' ପ୍ରଥାରେ ହୋଇଥିବା ବିବାହକୁ ମାନ୍ୟତା ଦେବା ସହ ବିବାହ ଭାବରେ ପଞ୍ଜିକରଣ କରିବାକୁ ଅନୁମତି ଦେଲା ।

ଏହି ଉଦ୍ୟୋଗଟିକୁ ଭାରତରେ ଏସଇବିଆଇ ସହିତ ପଞ୍ଜିକରଣ କରିବାକୁ ପଡ଼ିଥାଏ ।

ଜିମ୍ନାଷ୍ଟିକ୍ସ କକ୍ଷରେ ପଞ୍ଜିକରଣ ସମୟରେ ଦୀପା ଫ୍ଲାଟ ଫିଟ (Flat feet) ସମସ୍ୟାରେ ଗ୍ରସ୍ତ ଥିଲେ ।

registrary's Usage Examples:

On 23 March 1832 Romilly was elected registrary of the University of Cambridge after a competition with Temple Chevallier.


ingestion, ingestive, jest, nonregistrant, preregister, preregistration, regest, register, registrable, registrant, registrar, registrary, registration.


In 1647 he became deputy-registrary to the Parliamentary visitation of Oxford University, and subsequently registrary in his own right.


Robert Hobys is the first recorded registrary of the University of Cambridge.



registrary's Meaning in Other Sites