regionalises Meaning in Odia (Oriya). ( regionalises ଶବ୍ଦର ଓଡିଆ ଅର୍ଥ)
ଆଞ୍ଚଳିକ,
Noun:
ଆଞ୍ଚଳିକତା |,
People Also Search:
regionalismregionalisms
regionalist
regionalists
regionalization
regionalize
regionally
regionals
regionary
regions
regisseur
register
register language
register office
registered
regionalises తెలుగు అర్థానికి ఉదాహరణ:
ଆର୍ଥିକ କିମ୍ବା ଆଞ୍ଚଳିକ ଅଧିକାରକ୍ଷେତ୍ର ବହିର୍ଭୂତ ମାମଲା ପାଇଁ ଯଦି ନିମ୍ନ ନ୍ୟାୟାଳୟଗୁଡ଼ିକ କ୍ଷମତା ସମ୍ପନ୍ନ ନଥାନ୍ତି, ତେବେ ସେହି ଲୋକ ଏବଂ ଅପରାଧୀକ ମାମଲା ଉଚ୍ଚ ନ୍ୟାୟାଳୟର ମୁଖ୍ଯ ଅଧିକାରକ୍ଷେତ୍ର ଅଧିନକୁ ଆସିପାରିବ ।
ପରେ ଭୁବନେଶ୍ୱର ମୁନିସିପାଲିଟି ସହ ଖୋର୍ଦ୍ଦା, ଜଟଣୀ ବିଜ୍ଞାପିତ ଅଞ୍ଚଳକୁ ନେଇ "ଭୁବନେଶ୍ୱର ଆଞ୍ଚଳିକ ଉନ୍ନୟନ ସଂସ୍ଥା(ବ୍ରିଟ)" ଗଠନ କରାଗଲା ।
ଏଥିରେ ଅନେକ ବହୁଦେଶୀୟ କର୍ପୋରେସନ ଓ ହଜାର ହଜାର ଛୋଟ ଛୋଟ ଉତ୍ପାଦକ ବ୍ରୁପବରୁ ଆରମ୍ଭ କରି ଆଞ୍ଚଳିକ ବ୍ରିଉଋରହିଛନ୍ତି ।
|ଆଗାମୀ ବର୍ଷମାନଙ୍କରେ ଯଦିଓ ଆଞ୍ଚଳିକ ସ୍ତରରେ ବାଏର୍ଣ୍ଣ ବିଶେଷ ଭଲ ଖେଳି ନଥିଲା କିନ୍ତୁ ତଥାପି ନିଜର ୟୁରୋପୀୟ ଟାଇଟଲ୍କୁ ଲିଡ୍ସ୍ ୟୁନାଇଟେଡ୍ ଏଫ୍ସି ବିରୁଦ୍ଧରେ ୧୯୭୫ ମସିହାରେ ବଜାୟ ରଖିବାରେ ସମର୍ଥ ହେଲା ।
ଆଞ୍ଚଳିକ ମେଳା ବୈଶାଖୀ ପର୍ବର ଚିହ୍ନ ସ୍ୱରୂପ ଥାଏ ।
| ଆଧାର |ଔଷଧ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର କଟକରେ ଅବସ୍ଥିତ ଏକ କର୍କଟ ରୋଗ ଚିକିତ୍ସା ହାସପାତାଳ ।
ତାଙ୍କ ନିର୍ଦ୍ଦେଶିତ ମାଗୁଣିର ଶଗଡ଼ ୨୦୦୨ ମସିହାରେ ଶ୍ରେଷ୍ଠ ଆଞ୍ଚଳିକ କଥାଚିତ୍ରର ମାନ୍ୟତା ଲାଭ କରିଥିଲା ।
| ଭୂଗୋଳ | ଧର୍ମ | ପ୍ରଶାସନିକ ବିଭାଜନ |ଫିନଲ୍ୟାଣ୍ଡର ଶାସନବ୍ୟବସ୍ଥା ଦୁଇ ପ୍ରକାର-କେନ୍ଦ୍ରୀୟ ଶାସନ ବ୍ୟବସ୍ଥା ଓ ଆଞ୍ଚଳିକ ଶାସନ ବ୍ୟବସ୍ଥା ıରାଜଧାନୀ ହେଲସିଙ୍କିରୁ କେନ୍ଦ୍ରୀୟ ଶାସନ ବ୍ୟବସ୍ଥା ପରିଚାଳିତ ହେଉଥିବା ବେଳେ ଆଞ୍ଚଳିକ ଶାସନ ବ୍ୟବସ୍ଥା ୩୩୬ଟି ପୌରପାଳିକା ମାଧ୍ୟମରେ ନିୟନ୍ତ୍ରିତ ହେଇଥାଏ ।
| ଆଧାର |୧୮୫୭ ଜନ୍ମ|୧୯୩୨ ମୃତ୍ୟୁ|ଚିକିତ୍ସା ବିଜ୍ଞାନ|ନୋବେଲ ପୁରସ୍କାର ଅଲ ଇଣ୍ଡିଆ ରେଡ଼ିଓ (AIR, ସରକାରୀ ଭାବେ ଆକାଶବାଣୀ ନାମରେ ପରିଚିତ, ଅର୍ଥ ଆକାଶର ବାଣୀ), ଭାରତର ଜାତୀୟ ଆଞ୍ଚଳିକ ରେଡ଼ିଓ ପ୍ରସାରଣ ସେବା ଓ ପ୍ରସାର ଭାରତୀର ଏକ ଅଂଶ ।
୧୯୭୨ ମସିହାରେ, ଆନ୍ନାଦୁରାଇଙ୍କ ମୃତ୍ୟୁର ତିନି ବର୍ଷ ପରେ ସେ କରୁଣାନିଧିଙ୍କ ନେତୃତ୍ୱରେ ପରିଚାଳିତ DMK ଦଳ ତ୍ୟାଗ କରି AIADMK ନାମରେ ନିଜର ଏକ ଆଞ୍ଚଳିକ ରାଜନୈତିକ ଦଳ ଗଠନ କଲେ ।
ପରେ ଭୁବନେଶ୍ୱର ମୁନିସିପାଲିଟି ସହ ଖୋର୍ଦ୍ଦା, ଜଟଣୀ ବିଜ୍ଞାପିତ ଅଞ୍ଚଳକୁ ନେଇ "ଭୁବନେଶ୍ୱର ଆଞ୍ଚଳିକ ଉନ୍ନୟନ ସଂସ୍ଥା(ବ୍ରିଟ)" ଗଠନ କରାଗଲା ।
| ଆଧାର | ବାହାର ଆଧାର |Ahmedabad Collectorate|Ahmedabad Municipal Corporation|Introduction of Ahmedabad by AMC|Ahmedabad Urban Development Authority|Ahmedabad Kite Festival|.|ଗୁଜରାଟର ସହର|ଅହମଦାବାଦ ଜିଲ୍ଲା ବିଜୁ ଜନତା ଦଳ ଏକ ଆଞ୍ଚଳିକ ରାଜନୈତିକ ଦଳ ।
|ଶିକ୍ଷା ଓ ଆଦ୍ୟ ବୃତ୍ତି|ସେ ଦିଲ୍ଲୀ ସ୍ଥିତ ସ୍କୁଲ୍ ଅଫ୍ ପ୍ଲାନିଂ ଏଣ୍ଡ୍ ଆର୍କିଟେକ୍ଚର୍ରୁ ସ୍ଥାପନାରେ ତାଙ୍କର ସ୍ନାତ୍ତକ ୧୯୭୭ରେ ପାଇଥିଲେ ଓ ସହର ତ୍ଥା ଆଞ୍ଚଳିକ କୌଶଳରେ ୧୯୮୧ରେ ସ୍ନାତ୍ତକୋତର ପାଇଥିଲେ ।