refusal Meaning in Odia (Oriya). ( refusal ଶବ୍ଦର ଓଡିଆ ଅର୍ଥ)
ପ୍ରତ୍ୟାଖ୍ୟାନ,
Noun:
ପ୍ରତ୍ୟାଖ୍ୟାନ, ଅସ୍ୱୀକାର,
People Also Search:
refusalsrefuse
refuse collector
refuse heap
refused
refuseniks
refuses
refusing
refusion
refutable
refutal
refutals
refutation
refutations
refute
refusal తెలుగు అర్థానికి ఉదాహరణ:
ଯୁଦ୍ଧ ଆରମ୍ଭରେ, ସେପ୍ଟେମ୍ବର ୧୯୩୯ରେ ୱାର୍କିଂ କମିଟିର ୱାର୍ଡା ବୈଠକରେ କଂଗ୍ରେସ ପାର୍ଟି ଏକ ସଂକଳ୍ପ ପାରିତ କରି ଫାସିବାଦ ବିରୋଧରେ ଲଢ଼େଇକୁ ସର୍ତ୍ତମୂଳକ ଭାବରେ ସମର୍ଥନ କରିଥିଲା, କିନ୍ତୁ ପ୍ରତିବଦଳରେ ସ୍ୱାଧୀନତା ମାଗିବା ପରେ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।
|ରବର୍ଟ ପୋଲାଡ଼ିନଦ୍ୱାରା ଶିକ୍ଷା ଦିଆଯାଉଥିବା ଉତ୍ତମ ଲେଖା ପାଠ୍ୟକ୍ରମରେ ସେ ଅନୁପଚାରିକ ଭାବେ ଉପସ୍ଥିତ ଜାରୀରଖିଥିଲେ , ମାତ୍ର ସେ ଜଣେ ଅଧିକୃତ ଛାତ୍ର ହୋଇନଥିବାରୁ ବ୍ରେନାନ୍ ତାଙ୍କ ପାଖକୁ ଯିବା ବନ୍ଦ କରିଦେଲେଜବ୍ସ, ରୀଡ଼ କ୍ୟାମ୍ପସ ନିକଟରେ ନେଇଥିବା ଏକ ଭଡା ଘରେ ତାଙ୍କ'ସହିତ ରହିବ ପାଇଁ ପରେ ତାଙ୍କୁ କହିଥିଲେ , କିନ୍ତୁ ସେ ପ୍ରତ୍ୟାଖ୍ୟାନ କରିଥିଲେ ।
ପ୍ରତିନିଧି ସଭା ନିମ୍ନଲିଖିତ ପରିସ୍ଥିତିରେ ହିଁ ପାର୍ଷଦ ସଭାର ନିର୍ଣ୍ଣୟକୁ ରଦ୍ଦ କରିପାରିବ;|ଯଦି ଏକ ଚିଠା ପ୍ରତିନିଧି ସଭାଦ୍ୱାରା ପାରିତ ହୋଇସାରିଛି, ଏବଂ ପାର୍ଷଦ ସଭା ଦ୍ବାରା ୬୦ ଦିନ ମଧ୍ଯରେ ପ୍ରତ୍ୟାଖ୍ୟାନ, ସଂଶୋଧନ କିମ୍ବା ଅସ୍ୱୀକାର କରାଯାଇଛି, ତେବେ, ଉକ୍ତ ଚିଠାଟି ପ୍ରତିନିଧି ସଭାର ଅତିକମରେ ଦୁଇ-ତୃତୀୟାଂଶ ସଦସ୍ଯଙ୍କ ଦ୍ବାରା ପୁନଃପାରିତ ହେଲେ ସ୍ୱତଃ ଅଧିନିୟମରେ ପରିଣତ ହେବ ।
କିନ୍ତୁ ସେ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ ।
୧୯୧୬ ମସିହାରେ ଇସ୍ପିରିୟଲ ଦିଲ୍ଲୀ ସମିତି ଲୁଟ୍ୟନ୍ସଙ୍କ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ।
କିନ୍ତୁ ଚଳଚ୍ଚିତ୍ରର ପ୍ରଯୋଜକ ଏହି କଥାଟିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ।
ଜାହାଜ ବୁଡି଼ବା ବେଳକୁ ରୋଜ୍ ଅତିରିକ୍ତ ଡଙ୍ଗାକୁ ପ୍ରତ୍ୟାଖ୍ୟାନ କରି ଜ୍ୟାକଙ୍କୁ ବଞ୍ଚାନ୍ତି।
|ହାରାହାରି ବୁଦ୍ଧିଠାରୁ କମ୍ ବୁଦ୍ଧି ଥିଲେ, ପିତାମାତାଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହୋଇଥିଲେ, ଶିଶୁ ନିର୍ଯ୍ୟାତନାର ଶିକାର ହୋଇଥିଲେ, ସମାନ ସମସ୍ୟା ସହ ସାଥୀ ଗୋଷ୍ଠୀ ଏବଂ ରୋଗର ପାରିବାରିକ ଇତିହାସ ଥିଲେ ଏହି ରୋଗ ସଙ୍କଟ ରହେ ।
ଅଭିଯୋଗକାରୀ ସ୍ୱାର୍ଜଙ୍କ ଏକ ପ୍ରତିଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବାର ଦୁଇ ଦିନ ପରେ ତାଙ୍କୁ ସେ ତାଙ୍କ ବ୍ରୁକଲିନ ଆପାର୍ଟମେଣ୍ଟରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପରେ ମୃତ ଅବସ୍ଥାରେ ମିଳିଥିଲେ ।
ତେବେ ଏହି ପ୍ରସ୍ତାବଟିକୁ ପ୍ରତ୍ୟାଖ୍ୟାନ କରାଯିବା ପରେ ବ୍ରାଡ୍ଲାଫ୍ ଶପଥ ଗ୍ରହଣ କରିବା ପାଇଁ ନିଜ ଇଚ୍ଛା ବ୍ୟକ୍ତ କରିଥିଲେ ।
ତାଲିବାନ୍ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ।
ଭାନୁମତୀଙ୍କ ପ୍ରତ୍ୟାଖ୍ୟାନକୁ ଗ୍ରହଣ କରି ନ ପାରି କ୍ରୋଧ ଜର୍ଜରିତ ଦୁର୍ଯୋଧନ ଜୋର କରି ରାଜକୁମାରୀଙ୍କୁ ତାଙ୍କ ରଥରେ ବସାଇ ନେଇଯାଇଥିଲେ ।
ଉତ୍ପାଦନ ପ୍ରକ୍ରିୟାର କୌଣସି ପର୍ଯ୍ୟାୟରେ କୌଣସି କୃତ୍ରିମ ସଂରକ୍ଷଣକାରୀ ଯୋଗ କରାଯାଏ ନାହିଁ ଏବଂ ମାନକ ପାଳନ କରିବାରେ ବିଫଳ ହୋଇଥିବା ଚାହାକୁ ଏହାର ପରିମାଣ ଏବଂ ମୂଲ୍ୟ ନିର୍ବିଶେଷରେ ପ୍ରତ୍ୟାଖ୍ୟାନ କରାଯାଏ | ଶେଷରେ, ଚାଗୁଡ଼ିକୁ ଓଜନ କରାଯାଇ କାଗଜ ମୁଣିରେ ପ୍ୟାକ୍ କରାଯାଏ ଏବଂ ତା’ପରେ ଏକ ଯାଞ୍ଚ କରାଯାଇଥାଏ ।
refusal's Usage Examples:
Such monopolies and the private firms' refusal to extend their services into sparsely-populated and unprofitable rural areas aroused demand for provincial entry into the market, which was effected in 1907.
default is the failure or refusal of the government of a sovereign state to pay back its debt in full when due.
According to Bert Reuter, who negotiated the sale of ATV Music for Holmes à Court, We had given Paul McCartney first right of refusal but Paul didn't want it at that time.
Upon his refusal one of the security personnel went into the cell and asked him to come out.
“While MAPFRE is certainly inept, its refusal to hire enough qualified adjustors is also… by design and part of a pattern and practice intended to avoid”.
Wilson"s refusal led him to formulate his "Jackson Day" letter in which he calamitously made the treaty an issue of the upcoming 1920 presidential election.
He began to build support among media elites, who appreciated his articulateness, straightforward manner, moderate positions, and his refusal to walk.
After his refusal to perform a miracle, he was asked to convert to Islam, which he refused to do.
In September 2004, Remy recalled that after a rap battle with Lady Luck at Fight Klub, her refusal to show some type of seniority or respect to Brown became one of the building blocks in the feud.
time refusal of a visa to the Dalai Lama by a South African Government "kowtowing to China".
In Norse mythology, Syn (Old Norse "refusal") is a goddess associated with defensive refusal.
Watson has argued that Charles's refusal to reveal his marriage to Lucy was due to James's knowledge that Charles was a secret Catholic.
It is a retelling of the story of Saint Catherine of Alexandria and her martyrdom by the Roman Emperor Maximinus, the tyrant of the title, who is enraged at Catherine's refusal to submit to his violent sexual passion.
Synonyms:
repudiation, denial, prohibition,
Antonyms:
dissatisfy, discontent, discontented, displeased,