reflecting Meaning in Odia (Oriya). ( reflecting ଶବ୍ଦର ଓଡିଆ ଅର୍ଥ)
ପ୍ରତିଫଳିତ,
Adjective:
ପ୍ରତିଫଳିତ,
People Also Search:
reflecting telescopereflectingly
reflection
reflection factor
reflectional
reflections
reflective
reflective power
reflectively
reflectiveness
reflectivities
reflectivity
reflector
reflectors
reflects
reflecting తెలుగు అర్థానికి ఉదాహరణ:
| ଗ୍ରହଣ ଓ ପରାଗ |ଆର୍ଯ୍ୟଭଟ୍ଟ ହିଁ ପ୍ରଥମେ କହିଥିଲେ ଚନ୍ଦ୍ର ଓ ଅନ୍ୟ ଗ୍ରହମାନଙ୍କର ନିଜର ଆଲୋକ ନାହିଁ ଏବଂ ସେମାନେ ସୂର୍ଯ୍ୟଙ୍କ ଆଲୋକରେ ପ୍ରତିଫଳିତ ।
ତଥାପି ଉପନିବେଶ ଶାସନର ଅବସାନ ହେଲା ବୋଲି ଘୋଷଣା ସହ ଏହି ଶବ୍ଦ ପ୍ରୟୋଗରେ ପ୍ରତିଫଳିତ ହୋଇଛି ।
| ଇତିହାସ |ମେଥ୍ୟୁ ଓ ଲ୍ୟୁକ୍ଙ୍କ ବର୍ଣ୍ଣିତ ଯୀଶୁ ଜନ୍ମ ବୃତ୍ତାନ୍ତ ପ୍ରାୟତଃ ସମସ୍ତ ଖ୍ରୀଷ୍ଟ ଧର୍ମବାଣୀରେ ପ୍ରତିଫଳିତ ହୋଇଛି ଓ ପୁରାତନ ଖ୍ରୀଷ୍ଟୀୟ ଲେଖକଗଣ ଯୀଶୁଙ୍କ ଜନ୍ମ ତାରିଖ ବିଷୟରେ ବିଭିନ୍ନ ମତ ଦେଇଆସିଛନ୍ତି ।
ଯାହାକି ବାଇଶି ପାହାଚରେ ପ୍ରତିଫଳିତ ରୂପେ କେତେକ କହନ୍ତି ।
|ଆମେ ଯେତେବେଳେ କୌଣସି ବସ୍ତୁକୁ ଦେଖିଥାଉ, ଆମେ ସେ ବସ୍ତୁ ତ୍ୟାଗ କରୁଥିବା କିମ୍ବା ପ୍ରତିଫଳିତ କରୁଥିବା ଆଲୋକକୁ ଦେଖିଥାଉ ।
ଦର୍ପଣ ଉପରେ ଆଲୋକ ପଡ଼ିଲେ ପ୍ରତିଫଳିତ (Reflection ) ହେବା ଓ ବାୟୁ ମାଧ୍ୟମରୁ କାଚ ମାଧ୍ୟମକୁ ଆଲୋକ ପ୍ରବେଶ କଲେ ବଙ୍କେଇ ଯିବା (ପ୍ରତିସରଣ - Reflection) ଭଳି ଆଲୋକୀୟ ପରିଘଟଣାଗୁଡ଼ିକୁ ମଧ୍ୟ ନିଉଟନ୍ ବୁଝେଇ ପାରିଲ ।
ପୁରାଣ କାହାଣୀରେ ରବି ବର୍ମାଙ୍କର ଚିନ୍ତାଧାରା ପ୍ରତିଫଳିତ ହୋଇଥିଲା ।
ଏହା ମହାକବି କାଳିଦାସଙ୍କ ‘ରଘୁବଂଶମ୍’ ମହାକାବ୍ୟରେ ମଧ୍ୟ ପ୍ରତିଫଳିତ-|ଆରୋପ୍ୟ ଚକ୍ର ଭ୍ରମିମୁଷ୍ଟ ତେଜୋସ୍ତଷ୍ଟେବ|ଯତ୍ନୋଲିଖିତୋ ବିଭାତି ।
ବିଜେପି ଏକ ଦକ୍ଷିଣପନ୍ଥୀ ଦଳ ଏବଂ ଏହାର ନୀତି ଐତିହାସିକ ଭାବରେ ହିନ୍ଦୁ ଜାତୀୟତାବାଦୀ ସ୍ଥିତିକୁ ପ୍ରତିଫଳିତ କରିଛି ।
ପରିଶେଷରେ ବୁଝିପାରିବ ଯେ ଆମର ସକଳ କର୍ମ ହିଁ ଆମ ଅନ୍ତରରୁ ଆସି ଦର୍ପଣରେ ପ୍ରତିଫଳିତ ହେଉଛି ।
ଯଦି ସେମାନେ ପ୍ରୋଟୋ- ଦ୍ରାବିଡ଼ିଆନ୍ କିମ୍ବା ଅନ୍ୟାନ୍ୟ ଅଣ-ବୈଦିକ ଭାଷା (ଗୁଡ଼ିକ) ପ୍ରତିଫଳିତ କରନ୍ତି ତେବେ ଏହା ମଧ୍ୟ ଜଣା ନାହିଁ ।
ସମାଜ ଓ ସାମାଜିକ ବ୍ୟବସ୍ଥା ତାଙ୍କ ସାହିତ୍ୟରେ ବିଶେଷ ଭାବରେ ପ୍ରତିଫଳିତ ହେଉଥିଲା ।
ମନ୍ଦିରକୁ ଏମିତି ଭାବରେ ନିର୍ମାଣ କରା ଯାଇଥିଲା ଯେପରିକି ସୂର୍ଯ୍ୟଙ୍କର ପ୍ରଥମ କିରଣ ନାଟମନ୍ଦିର ଦେଇ ଗର୍ଭଗୃହସ୍ଥ ମୁଖ୍ୟ ପ୍ରତିମାଙ୍କ ନାଭିରେ ସଂଯୁକ୍ତ ହୀରାରେ ପ୍ରତିଫଳିତ ହେଉଥିଲା।
reflecting's Usage Examples:
languages, reflecting a general attitude of unspeakability about such bodily function.
Its name was a portmanteau of play and latex, reflecting its focus on latex products.
It leans decidedly towards deadpan humor while still reflecting the black humor typical of their other shows.
Ross retired after this fight, after the scorecards were roundly criticized for not reflecting how dominant Mayweather"s performance was.
This scheme implemented an increase in the size of the Royal Air Force to 187 squadrons (five bomber squadrons for every two fighter squadrons, reflecting the dominance of the bomber strategy at the time) within three years to counter the threat from Hitler's Germany.
it was designed to provide funds for countries to carry out Keynesian reflations, and that the IMF "was not participating in a conspiracy, but it was reflecting.
A granite monument in the forecourt contains carvings reflecting local life and events as well as the names of local areas and villages.
Altogether, we think it the handsomest specimen of small arms, rifle or musket, we have ever seen-reflecting.
validity of older, stricter conventions of patriarchal authority and unreflecting obedience are called into question.
Surfaces have been extensively studied from various perspectives: extrinsically, relating to their embedding in Euclidean space and intrinsically, reflecting.
Volcanic stratospheric aerosols cool the surface by reflecting solar radiation and warm.
Lyrics Gil Kaufman of MTV News commented in October 1999 that The Science of Things was forged around a vaguely science-fiction narrative, as well as reflecting what he proclaimed to be Rossdale's lyrical fascination with doomed relationships and the decay of modern society.
Synonyms:
reflective,
Antonyms:
thoughtless, nonreflective,