<< refilling refills >>

refillings Meaning in Odia (Oriya). ( refillings ଶବ୍ଦର ଓଡିଆ ଅର୍ଥ)



ପୁରଣ,

ପୁରଣ,

refillings తెలుగు అర్థానికి ఉదాహరణ:

୧୯୫୧ରେ ଶରଣାର୍ଥୀ ମାନଙ୍କ ସ୍ଥିତି ସମ୍ବନ୍ଧିତ ସମ୍ମେଳନର ପଚାଶ ବର୍ଷ ପୁରଣ ଯେ ୨୦୦୧ ମସିହାରେ ହେଉଛି ସେକଥା ମିଳିତ ଜାତିସଂଘର ସାଧାରଣ ପରିଷଦରେ ପାରିତ ଉକ୍ତ ସଂକଳ୍ପରେ ଉଲ୍ଲିଖିତ ରହିଲା ।

ଆନନ୍ଦ ସାଇ, ଫିଲ୍ମର କଳା ନିର୍ଦ୍ଦେଶକ ଥିଲେ ଏବଂ ସେ ସେପ୍ଟେମ୍ବର ୨୦୧୩ ପର୍ଯ୍ୟନ୍ତ ନିଜ କାମ ପୁରଣ କରିଥିଲେ ।

ତେବେ ପରବର୍ତ୍ତୀ ସମୟରେ କ୍ଷତିପୁରଣ ସମନ୍ଧୀୟ ରାଶି ତଥା ଏହାର ପରିଚାଳନାରେ ବ୍ୟାପକ ପାରଦର୍ଶିତା ଆଣିବା ଉଦ୍ଦେଶ୍ୟରେ ଏହି ଆଇନକୁ ବାତିଲ କରି "Right to Fair Compensation and Transparency in Land Acquisition, Rehabilitation and Resettlement Act, 2013" ଲାଗୁ କରାଯାଇଛି ।

|ବ୍ୟାଙ୍କିଂ ଆବଶ୍ୟକତା ପୁରଣ ସହ ମହିଳାମାନଙ୍କ ଉନ୍ନତି ସହ ଦେଶର ଆର୍ଥିକ ବିକାଶ କରିବା ।

|ଅଗଷ୍ଟ ମାସ ୨୦୨୦ ମସିହାରେ ଟୋକିଓଠାରେ ଅନୁଷ୍ଟିତ ହେବାକୁ ଯାଉଥିବା ପାରା-ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପ୍ରମୋଦଙ୍କର ସ୍ୱପ୍ନ ଥିଲା ଓ ୨୦୨୧ ସେପ୍ଟେମ୍ବର ୪ ତାରିଖରେ ବ୍ରିଟେନର ଡାନିଏଲ ବେଥେଲଙ୍କୁ ୨୧-୧୪ ଓ ୨୧-୧୭ ସ୍କୋର ସହିତ ପରାସ୍ତ କରି ସେ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ହାସଲ କରି ନିଜ ସ୍ୱପ୍ନପୁରଣ କରି ପାରିଥିଲେ ।

ରାସ୍ତାର ଦକ୍ଷିଣ ପାର୍ଶ୍ୱକୁ ଥିବା ଅଧା ଗାଁ ପୁରଣ ମୌଜା ତଥା ଉତ୍ତର ପାର୍ଶ୍ୱ ଅଧା ଗାଁ ଓଡ଼ିଶୋ ମୌଜା ଅନ୍ତର୍ଗତ ହୋଇଥାଏ ।

ପରିମାଣ ପୁରଣ ବା ଭଲ୍ୟୁମ ଏକ୍ସପାଣ୍ଡର (volume expander) ନିମନ୍ତେ ଏହା ଦିଆଯାଏନାହିଁ ।

ଶାରୀରିକ ଏବଂ ଆର୍ଥିକ ରୂପରେ ହଜ କରିବାରେ ସକ୍ଷମ ହେବାର ସ୍ଥିତିକୁ ଇସ୍ତି'ତାହ କୁହାଯାଏ ଏବଂ ଯେଉଁ ମୁସଲମାନ ମାନେ ଏହି ସର୍ତ୍ତକୁ ପୁରଣ କରନ୍ତି ସେମାନଙ୍କୁ ମୁସ୍ତାତି କୁହାଯାଇଥାଏ ।

ଇତି ମଧ୍ୟରେ ବିଦ୍ୟାଳୟଟି ୬୧ ବର୍ଷ ପୁରଣ କରି ସାରିଛି ।

ତେଣୁ ଏହା ଏକ ସୀମାବଦ୍ଧ (restricted) ରୁପିମ ଏବଂ ସେହିଭଳି 'କ' ଏକ ପଦ ପୁରଣାର୍ଥ ଉପାଦାନ ବା ଏକ ଅବ୍ୟୟ ପଦ ।

ଗଙ୍ଗାଦଶହରା ଓ ଜଣାଇ ପୁରଣିମାରେ ସେଟାକୁ ହଜାର ହଜାର ଯାତ୍ରୀ ଭାରତ ଓ ନେପାଲର ବିଭିନ୍ନ  ଅଞ୍ଚଳରୁ ଯାଇଥାନ୍ତି ।

ସେ କୁଇନ ମେରୀ ସ୍କୁଲ, ମୁମ୍ବାଇରେ ସ୍କୁଲ ଶିକ୍ଷା ପୁରଣ କରିଥିଲେ ଏବଂ ମୁମ୍ବାଇର ସେଣ୍ଟ ଜାଭିୟର୍ସ କଲେଜରେ ମନୋବିଜ୍ଞାନରେ ସ୍ନାତକ କରିଥିଲେ ।

ତେବେ ଅନ୍ୟ ଅର୍ଥରେ କଳ୍ପ ବୃକ୍ଷର ବିଶେଷତ୍ୱ ହେଲା ତାହା ମନୋବାଞ୍ଛା ପୁରଣକାରୀ ଏକ ମହାନ ବୃକ୍ଷଟିଏ ।

refillings's Usage Examples:

bottles have been produced used for an estimated quarter of a trillion refillings since then.


Such lake refillings are usually associated with El Niño events.


be added along its opposite side; this revives the mate for additional refillings and is called "reformar o/el mate" (reforming the mate).



Synonyms:

replenishment, renewal, filling, replacement,

Antonyms:

void, sell, import, export, empty,

refillings's Meaning in Other Sites