redundant Meaning in Odia (Oriya). ( redundant ଶବ୍ଦର ଓଡିଆ ଅର୍ଥ)
ଅନାବଶ୍ୟକ, ଅତ୍ୟଧିକ,
Adjective:
ଅତିରିକ୍ତ, ବହୁତ |, ଅନାବଶ୍ୟକ |,
People Also Search:
redundantlyreduplicate
reduplicated
reduplicates
reduplicating
reduplication
reduplications
reduplicative
reduviid
reduviids
redwing
redwings
redwood
redwoods
ree
redundant తెలుగు అర్థానికి ఉదాహరణ:
ଏହିଦିନ ସକାଳୁ ନିଜ ଘରର ସମସ୍ତ ଅନାବଶ୍ୟକ ଜିନିଷ ଓ ଗୋବର ଘସିକୁ ନିଆଁ ଲଗାଇ ପୋଡନ୍ତି ।
ସାଧାରଣ ସୁସ୍ଥ ଲୋକର ଅଧିକ ଭିଟାମିନ ବି୧୨ ଥିଲେ କୌଣସି ଚିନ୍ତା କରିବା ଅନାବଶ୍ୟକ ।
ସାଧାରଣ ସଙ୍କଟାବସ୍ଥା ଥିଲେ ମଧ୍ୟ ନିୟମିତ ସ୍କ୍ରିନିଙ୍ଗ ଅନାବଶ୍ୟକ ।
ସଠିକ ଭାବେ ଏହାର କାରଣ ନିର୍ଣ୍ଣୟ ଅନାବଶ୍ୟକ ଯେ ହେତୁ ଏହାର ଚିକିତ୍ସା ଉପରେ ପ୍ରଭାବ ନାହିଁ ।
ସେ ଏହି ପ୍ରକଳ୍ପରେ ଛବିଗୁଡ଼ିକର ସମୀକ୍ଷଣ, ଟେଲିସ୍କୋପଦ୍ୱାରା ପ୍ରାପ୍ତ ଅନାବଶ୍ୟକ ତଥ୍ୟକୁ ବାଦ ଦେବାପାଇଁ ପାରାମିଟର ଚୟନ ଏବଂ ଏକ ସୁଦୃଢ଼ ଛବି ଢାଞ୍ଚା ନିର୍ମାଣକରି ଭିନ୍ନ ଭିନ୍ନ ଛବି ପୁନଃନିର୍ମାଣ ଉପାୟ ଉପରେ କାମ କରିଥିଲେ ।
|ଯଦି ବିଶେଷ ଚିହ୍ନ ନାହିଁ ଓ ସ୍ଟେଥୋଦ୍ୱାରା କୌଣସି ଅସ୍ୱାଭାବିକ ଶବ୍ଦ ଶୁଭୁନାହିଁ, ତାହା ହେଲେ ନିମୋନିଆ ସଙ୍କଟପୂର୍ଣ୍ଣ ହୁହେଁ ଓ ବିଶେଷ ପରୀକ୍ଷା ଅନାବଶ୍ୟକ ହୁଏ ।
ମନୁଷ୍ୟ ଶରୀରରେ ଏହି ଅଙ୍ଗଟି ଏକ ଅନାବଶ୍ୟକ ଅଙ୍ଗ, ଅନୁବଂଶିକ ଭାବେ ଶରୀରରେ ଥାଏ ।
ଆଣ୍ଟବାୟୋଟିକ ଦେବା ପୂର୍ବରୁ ରକ୍ତ କଲ୍ଚର୍ କରିବାକୁ ସୁପାରିସ୍ କରାଯାଏ; କିନ୍ତୁ ରୋଗ ନିର୍ଣ୍ଣୟ ପାଇଁ ରକ୍ତ ସଂକ୍ରମଣ ଅନାବଶ୍ୟକ ।
୧୯୭୫ ମସିହାରେ ତତ୍କାଳୀନ ସରକାର ଏହି ହ୍ରଦଟିର ପୁନରୁଦ୍ଧାର ବେଳେ ସେହି ଦ୍ୱୀପଟିରେ ବଢ଼ିଥିବା ଅନାବଶ୍ୟକ ଜଙ୍ଗଲକୁ ସଫା କରି ନଡ଼ିଆଗଛ ସବୁ ଲଗାଇଥିଲେ ।
ଏହି ଭାଷାର ଅଭ୍ୟୁଦୟ ତଥା ଉତ୍ଥାନ ସକାଶେ ଓଡ଼ିଶାର ଅସଂଖ୍ୟ ଜନସାଧାରଣ ଏବଂ ଏହାର ସମସ୍ତ କବି ଓ ଲେଖକଙ୍କ ଅବଦାନ ଯେ ଅତୁଳନୀୟ ଏକଥା ଉଲ୍ଲେଖ କରିବା ଅନାବଶ୍ୟକ ।
ଉଦାହରଣ ସ୍ୱରୂପ ବସନ୍ତ ରୋଗ ପୃଥିବୀରୁ ଲୋପ ପାଇଯାଇଛି, ବର୍ତ୍ତମାନ ଆପଣଙ୍କ ଶିଶୁକୁ ବସନ୍ତ ରୋଗ ହେବାର କୌଣସି ସମ୍ଭାବନା ନାହିଁ କିମ୍ବା ଭବିଷ୍ୟତର ପିଢୀଗୁଡିକୁ ମଧ୍ୟ ବସନ୍ତ ଟିକା ଦେବା ଅନାବଶ୍ୟକ।
|IUCN ତାଲିକାରେ ଶଙ୍ଖଚିଲକୁ ’’least concern’’ (ବର୍ତ୍ତମାନ ସମୟରେ ସଂରକ୍ଷଣ ପାଇଁ ପଦକ୍ଷେପ ନେବା ଅନାବଶ୍ୟକ) ଶ୍ରେଣୀରେ ସ୍ଥାନ ଦିଆଯାଇଛି ।
| ଅନ୍ୟାନ୍ୟ |ଅନାବଶ୍ୟକ କେଶ ଦୂର କରିବାପାଇଁ ଶମୀ ଗଛର କଞ୍ଚା ଫଳକୁ ବାଟି ପ୍ରୟୋଗ କରାଯାଏ।
redundant's Usage Examples:
This move was necessary due to the constant devaluation of the Israeli pound, which rendered coins smaller than 10 prutot redundant.
normal hull of the ship, and a second inner hull which is some distance inboard, typically by a few feet, which forms a redundant barrier to seawater in.
The first phase was to build a new dock and connecting canal in Cardiff, making the Glamorganshire Canal redundant in the process, at an estimated cost of £66,600, considered to opponents to be a wild speculation.
rely on redundant components — if an instrument fails during flight, our crews switch to another in an attempt to continue the mission.
While there were questions over whether Apple would put the Intel Inside stickers on its products, Jobs dispelled such a possibility, saying it is redundant when Apple's use of Intel processors is well-known.
WithdrawalWith the privatisation of British Rail these locomotives were largely made redundant.
The new online on hold technology makes the older technology redundant since it requires no additional hardware.
It provides supplementary physical, thermodynamic, and vapor pressure data, some of which is redundant with data in the tables above, and some of which is additional.
When the ICG began spinning off its redundant lines, the Chicago, Missouri and Western Railway (CM"W (reporting mark CMNW)) purchased the lines from the ICG on April 28, 1987.
"redundant acronym syndrome", making the phrase "RAS syndrome" homological) is the use of one or more of the words that make up an acronym (or other initialism).
While the magnetic suspension system would be highly redundant, with failures of small sections having essentially no effect, if a major failure did occur the energy in the loop (1.
be perceived as a form of implicit semantic compression, by omitting unmeaningful words or redundant meaningful words (especially to avoid pleonasms).
semiuncial, uncial und- wave Latin unda abound, abundance, abundant, inundant, inundate, inundation, redound, redundancy, redundant, superabound, superabundance.
Synonyms:
unneeded, spare, unnecessary, excess, extra, supererogatory, surplus, supernumerary, superfluous,
Antonyms:
ample, essential, emptiness, moderation, necessary,