<< reclaimably reclaimed >>

reclaimant Meaning in Odia (Oriya). ( reclaimant ଶବ୍ଦର ଓଡିଆ ଅର୍ଥ)



ପୁନରୁଦ୍ଧାର,

Noun:

ଦାବିଦାର, ଶୀର୍ଷକ,

reclaimant తెలుగు అర్థానికి ఉదాహరణ:

ପରବର୍ତ୍ତୀ ସମୟରେ ଯେତେବେଳେ ମନ୍ଦିରର ପୁନରୁଦ୍ଧାର ପାଇଁ ମନ୍ଦିର ପ୍ରାଙ୍ଗଣ ସଫା କରାଗଲା, ସେତେବେଳେ ମିଳିଥିବା ସ୍ଥାପତ୍ୟ ଶୈଳୀ ଓ ଶିଳାଲେଖ ସମ୍ପର୍କୀୟ ପ୍ରମାଣରୁ ଅଂକୋର୍‍ର ପ୍ରକୃତ ଇତିହାସ ନିର୍ଦ୍ଧାରିତ ହୋଇପାରିଲା ।

ପରବର୍ତ୍ତୀ ସମୟରେ ଯାଜପୁରର ଉତ୍କଳୀୟ ବ୍ରାହ୍ମନମାନେ ଏହି ପ୍ରତିମା ସବୁର ପୁନରୁଦ୍ଧାର କରିବା ସହ ଦେବୀମାନଙ୍କ ପୂଜା ଅର୍ଚ୍ଚନା କରିବା ଆରମ୍ଭ କଲେ ।

ତେବେ ଏହି ଚିତ୍ରର ପୁନରୁଦ୍ଧାର ପାଇଁ ବିଭିନ୍ନ ସମୟରେ ପଦକ୍ଷେପ ନିଆଯାଇଛି ଏବଂ ତନ୍ମଧ୍ୟରୁ ସର୍ବଶେଷ ପ୍ରକଳ୍ପ ୧୯୯୯ରେ ସମ୍ପୂର୍ଣ୍ଣ ହୋଇଥିଲା ।

|ଅସ୍ତ୍ରବିରତି ପରେ ସାମ୍ବିଧାନିକ ବ୍ୟବସ୍ଥାର ପୁନରୁଦ୍ଧାର ହେଲା ।

ତେବେ ହାତୀପଥରର ପୁନରୁଦ୍ଧାର ନିମନ୍ତେ ଏକ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି ।

ଆଧୁନିକ ଭାବରେ କେବଳ 'କଳାକାହ୍ନୁ କୁହୁକ ଜାଣେ' ଗୀତଟି ପୁନରୁଦ୍ଧାର କରି ପ୍ରକାଶିତ ହୋଇଛି ।

୧୯୪୨ ମସିହାରେ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଥିଲା ।

829 ମସିହାର ରୁକାନ ସିଲାଲେଖରେ ଭୂକମ୍ପଦ୍ୱାରା ଧ୍ୱଂଶ ହେଇଯାଇଥିବା ରୁକାମ  ଗ୍ରାମର ପୁନରୁଦ୍ଧାର ବିଷୟରେ ଉଲ୍ଲେଖ ରହିଛି ।

ମାନବର ସ୍ୱାସ୍ଥ୍ୟ ରକ୍ଷା, ସ୍ୱାସ୍ଥ୍ୟ ସୁବିଧା, ସ୍ୱାସ୍ଥ୍ୟ ପୁନରୁଦ୍ଧାର, ପ୍ରତିରୋଧ, ପ୍ରତିଷେଧ ଓ ରୋଗ ଚିକିତ୍ସା ଏହାର ପରିସର ମଧ୍ୟରେ ଆସେ ।

|ସେ, ପ୍ରହ୍ଲାଦ ନାଟକ, ସଖୀ କଣ୍ଡେଇ, ଛଉ ଆଦି ଓଡ଼ିଶାର ପାରମ୍ପାରିକ ନୃତ୍ୟକଳା ସମ୍ବନ୍ଧରେ ଗବେଷଣା କରିବା ସହିତ ଏସବୁର ପୁନରୁଦ୍ଧାର ପାଇଁ ଉଦ୍ୟମ କରିଥିଲେ ।

|RDBMSର ମଳିକ କାର୍ଯ୍ୟକାରିତା ହେଉଛି:|ଡାଟା(ତଥ୍ୟ) ପୁନରୁଦ୍ଧାର (SQL ବ୍ୟବହାର କରି)|ଡାଟା(ତଥ୍ୟ) ପ୍ରସାରଣ|ଡାଟା(ତଥ୍ୟ) ପରିଚାଳନା ଦୁର୍ଗା ଶଙ୍କର ପଟ୍ଟନାୟକ (୨୬ ଅଗଷ୍ଟ ୧୯୩୯ - ୬ ମଇ ୨୦୧୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ ।

ସଂଯୁକ୍ତା ପ୍ରଥମ ଓଡ଼ିଆ ନାରୀଭାବେ ପୁରାତନ ଶାସ୍ତ୍ରୀୟ ନାଟକୁ ଶିଶୁକାଳରୁ ଆଦରି ନେଇଥିଲେ ତଥା ଏହାର ପୁନରୁଦ୍ଧାର ଓ ଏହାକୁ ଦେଶବିଦେଶରେ ଆଦୃତ କରାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲେ ।

ସିପିସ୍ଥିତ ବିଦେଇ ପୋଖରୀ (୨୦ ଡେସିମିଲ), ଦେଉଳୀ ଗ୍ରାମେଶ୍ୱର ରାଢିଆଣୀ ମନ୍ଦିର ପାଖ ପୋଖରୀ (୧୨ ଡେସିମିଲ) ଓ ଖେରସରେ ଥିବା କନିଆରୀ ପୋଖରୀ (୧ ଏକର) ଆଦି ପୁନରୁଦ୍ଧାର ପାଇଁ ଯୋଜନା ଅଛି ।

reclaimant's Meaning in Other Sites