<< recipes recipiency >>

recipience Meaning in Odia (Oriya). ( recipience ଶବ୍ଦର ଓଡିଆ ଅର୍ଥ)



ପ୍ରାପ୍ତି,

Noun:

ଗ୍ରହଣ କରାଯାଇଛି, ଗ୍ରାହକ, ପ୍ରାପ୍ତକର୍ତ୍ତା,

recipience తెలుగు అర్థానికి ఉదాహరణ:

ଆଜମେରର ମେୟ ମହାବିଦ୍ୟାଳୟରୁ ଶିକ୍ଷାଲାଭ କରିବା ପରେ ହଜାରିବାଗ ଓ ମୁଙ୍ଗେରରେ ରାଜ କାର୍ଯ୍ୟ ପରିଚାଳନା ସମ୍ବନ୍ଧୀ ଶିକ୍ଷାପ୍ରାପ୍ତି କରିଥିଲେ ।

ଏଥିରେ ଶିବଙ୍କ ପ୍ରତ୍ୟଭିଜ୍ଞାଦ୍ୱାରା ହିଁ ଜ୍ଞାନ ପ୍ରାପ୍ତି ହୁଏ ବୋଲି କୁହା ଯାଇଛି।

ଏ ପ୍ରକ୍ରିୟା ସ୍ୱାଧିନତା ପ୍ରାପ୍ତି ପୂର୍ବରୁ ଆରମ୍ଭ ହୋଇ ଯାଇଥିଲା ।

କାରଣ କଂଗ୍ରେସ ରସିଦ୍ ବହିରେ ଲେଖା ଥିଲା - "ମୁଁ ଶାନ୍ତି ପୂର୍ଣ୍ଣ ଓ ନ୍ୟାୟ ସଂଗତ ଉପାୟରେ ଭାରତର ସ୍ୱାଧୀନତା ପ୍ରାପ୍ତିରେ ବିଶ୍ୱାସ କରେ ।

ବୟଃପ୍ରାପ୍ତି ପରେ ଏହା ଅଳ୍ପ ସାଧାରଣ ହେଲେ ମଧ୍ୟ ପ୍ରାୟ ଅର୍ଦ୍ଧେକ ଲୋକ ବିଂଶ ଓ ତ୍ରିଂଶ ଦଶକ ପର୍ଯ୍ୟନ୍ତ ଏହି ରୋଗ ଭୋଗିବାର ଦେଖାଯାଏ ।

ନିଃସନ୍ତାନମାନେ ବର୍ଷର ସବୁ ସଂକ୍ରାନ୍ତି ଦିନ ଉପବାସ ରହି ନିଷ୍ଠାପର ଭାବେ ଦେବୀଙ୍କ ସେବାପୂଜା କଲେ ସନ୍ତାନ ପ୍ରାପ୍ତି ହେବାର ବିଶ୍ୱାସ ରହିଛି ।

ସେ ହେଉଛନ୍ତି ଏକମାତ୍ର ବିଷ୍ଣୁ ଅବତାର ଯିଏ କେବେ ବି ମୃତ୍ୟୁପ୍ରାପ୍ତି ହୁଏନାହିଁ, ଅଣାକାର ବିଷ୍ଣୁସ୍ୱରୂପକୁ ଫେରି ନାହାନ୍ତି ଏବଂ ଧ୍ୟାନରେ ନିମଗ୍ନ ଅଛନ୍ତି ।

ଯହିଁରୁ ସାଧନାର ଉପାୟ ଓ ସିଦ୍ଧିପ୍ରାପ୍ତିର ମାର୍ଗ ଉପଲବ୍ଧ ହୋଇଥିଲା ।

|୮ ଏହା ଆମ୍ମାର ଦେହାନ୍ତରପ୍ରାପ୍ତି ଓ କର୍ମବାଦ ଉପରେ ନିର୍ଦ୍ଦିଷ୍ଟ ମତ ଦେଇ ନଥିଲା।

ଉକ୍ତ ପୋଖରୀରେ  ସ୍ନାନ କଲେ ମା'ଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ ବୋଲି ଜନଜୀବନରେ ଅଖଣ୍ଡ ବିଶ୍ୱାସ ରହିଛି ।

ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଏ ।

ଯୌବନ ପ୍ରାପ୍ତିଠାରୁ ବିବାହ ପର୍ଯ୍ୟନ୍ତ ବିଭିନ୍ନ ସମୟରେ କୁଟେଇଥିବା ଚିତା ଏହି ସଉରା ଜନ ଜାତିର ସାମାଜିକ ବ୍ୟବସ୍ଥାକୁ ଦର୍ଶାଇ ଥାଏ।

recipience's Usage Examples:

production and publication of this series was made possible through his recipience of the Creative Capital Award.


Royal recipience were the most important not only the medium of King and other bureaucrats.


receptible, reception, receptive, receptivity, receptor, receptory, recipe, recipience, recipient, recover, recovery, recuperate, susceptible, susception, susceptive.


principal, principality, recapture, receipt, receive, recept, receptacle, receptible, reception, receptive, receptivity, receptor, receptory, recipe, recipience.



recipience's Meaning in Other Sites