<< receipting receipts >>

receiptor Meaning in Odia (Oriya). ( receiptor ଶବ୍ଦର ଓଡିଆ ଅର୍ଥ)



ରସିଦ,

Noun:

ରିସେପ୍ଟର,

receiptor తెలుగు అర్థానికి ఉదాహరణ:

ଏଠାରେ ପ୍ରସିଦ୍ଧ ରାମନାଥସ୍ୱାମୀ ମନ୍ଦିର ଅବସ୍ଥିତ।

|ଏହାର ନିକଟରେ ଏକ ପୁରାଣ ପ୍ରସିଦ୍ଧ ବୃକ୍ଷ ରହିଛି ।

ପୁରାଣ ଓ ଇତିହାସ ପ୍ରସିଦ୍ଧ ଏହି ନଦୀଟିର ବର୍ତ୍ତମାନ ଦୈର୍ଘ୍ୟ ୬୦ରୁ ୭୦ କି.ମି. ମଧ୍ୟରେ ।

|ତଳକୋଣ ଜଳପ୍ରପାତ, ଗୁଣ୍ଡଲକୋଣ, ଗୁଞ୍ଜନା ପରି କିଛି ପ୍ରସିଦ୍ଧ ଜଳପ୍ରପାତ ଏହି ଜାତୀୟ ଉଦ୍ୟାନ ମଧ୍ୟରେ ରହିଛନ୍ତି ।

କଳିଙ୍ଗର ଧାନର ପ୍ରସିଦ୍ଧି ସୋମେଶ୍ୱରଙ୍କ ବିରଚିତ "ମାନସୋଲ୍ଲାସ"ରେ ବର୍ଣ୍ଣିତ ହୋଇ ଅଛି ।

ଏହାକୁ ପ୍ରସିଦ୍ଧ ଭୌତିକ ବିଜ୍ଞାନୀ ଆଲବର୍ଟ୍ ଆଇନଷ୍ଟାଇନ ୧୯୧୫ ମସିହାରେ ସର୍ବ ପ୍ରଥମେ ପ୍ରକାଶ କରିଥିଲେ ।

ଫଉଜଦାରୀ ମାମଲା ପରିଚାଳନା କରିବା ପାଇଁ ସେ ପ୍ରସିଦ୍ଧ ଥିଲେ ।

ସେହି ଦିନଠୁ ମୟୂର ଚନ୍ଦ୍ରିକାଯୁକ୍ତ ପରରେ ଶୋଭା ପାଇଲା ଓ ପ୍ରସିଦ୍ଧ ହେଲା ।

ଏହି ଓଳାଶୁଣି ପାହାଡ଼ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧପୀଠ ଲଳିତଗିରିର ଅନତି ଦୂରରେ ପଲେଇ ମୌଜାସ୍ଥ ଶୁଖୁଆପଡ଼ା ଗ୍ରାମ ନିକଟରେ ଅବସ୍ଥିତ ।

କାରଣ କଂଗ୍ରେସ ରସିଦ୍ ବହିରେ ଲେଖା ଥିଲା - "ମୁଁ ଶାନ୍ତି ପୂର୍ଣ୍ଣ ଓ ନ୍ୟାୟ ସଂଗତ ଉପାୟରେ ଭାରତର ସ୍ୱାଧୀନତା ପ୍ରାପ୍ତିରେ ବିଶ୍ୱାସ କରେ ।

ରାସାୟନିକ ଏବଂ ତୈଳ ଟ୍ୟାଙ୍କର୍ ଓ ବିଳାସପୂର୍ଣ୍ଣ ଜାହାଜ ଉତ୍ପାଦନ ପାଇଁ ତୁର୍କୀ ପ୍ରସିଦ୍ଧ ।

 ପୁଣି ପ୍ରସିଦ୍ଧ କାଟୁଣ 'ଡୋରେମନ'ର ପ୍ରଭାବରେ ଏହି ମିଠାଟି ପ୍ରସିଦ୍ଧି ଲାଭ କରିଛି ।

କ୍ଷୀରଚୋରା ଗୋପୀନାଥ ମନ୍ଦିର ଓଡ଼ିଶାର ହିନ୍ଦୁ ମନ୍ଦିରମାନଙ୍କ ଭିତରେ ଏକ ଜଣାଶୁଣା ଏବଂ ପ୍ରସିଦ୍ଧ ଆନ୍ତର୍ଜାତୀୟ ମନ୍ଦିର ।

receiptor's Meaning in Other Sites