<< rearguards rearise >>

rearing Meaning in Odia (Oriya). ( rearing ଶବ୍ଦର ଓଡିଆ ଅର୍ଥ)



ପାଳିବା, ଅନୁକରଣ, ଲାଲନ୍, ପାଳନ,

Noun:

ଅନୁକରଣ, ଲାଲନ୍ |, ପାଳନ,

Adjective:

ଅଭିଭାବକ,

People Also Search:

rearise
rearisen
rearly
rearm
rearmament
rearmed
rearming
rearmost
rearmouse
rearms
rearousal
rearouse
rearrange
rearranged
rearrangement

rearing తెలుగు అర్థానికి ఉదాహరణ:

ଚତୁବର୍ଗ ଫଳ ଲାଭ ପାଇଁ କି କି ବ୍ରତ ପାଳନୀୟ ବୋଲି ଯୁଧିଷ୍ଠିରଙ୍କ ପ୍ରଶ୍ନରେ ଶ୍ରୀକୃଷ୍ଣ ଏହି ଅନନ୍ତବ୍ରତ ପାଳିବାକୁ ତାଙ୍କୁ ଉପଦେଶ ଦେଇଥିଲେ ।

|ଶୂରସେନ ଆପଣାର ଅନପତ୍ୟ ପିଉସୀପୁଅ ଭାଇ କୁନ୍ତୀଭୋଜଙ୍କ ନିକଟ ସତ୍ୟ କରିଥିଲେ ଯେ ତାଙ୍କର ପ୍ରଥମ ସନ୍ତାନକୁ ସେ ତାଙ୍କୁ ପାଳିବାକୁ ଦେବେ, ସେହି ସତ୍ୟ ଅନୁସାରେ ଶୂରସେନ ଆପଣା କନ୍ୟା 'ପୃଥା'ଙ୍କୁ କୁନ୍ତିଭୋଜଙ୍କ ହସ୍ତରେ ସମର୍ପଣ କରିଥିଲେ ଓ ଉକ୍ତ କନ୍ୟା ବାଲ୍ୟକାଳରୁ କୁନ୍ତୀଭୋଜଙ୍କଦ୍ୱାରା ପାଳିତା ହୋଇ କୁନ୍ତୀ ନାମ ପାଇଥିଲେ ।

ତାଙ୍କ ଜେଜେବାପା ହରେକୃଷ୍ଣ ରାଜଗୁରୁ ଏହି ଶିଶୁକୁ ଏକ ଘରୋଇ ପରିଚାରକ ମାଧ୍ୟମରେ ଜଣେ କମା ବ୍ରାହ୍ମଣଙ୍କ ଘରକୁ ନିତିଦିନ ପଠାଇ ତାଙ୍କ ସ୍ତ୍ରୀଙ୍କ ସ୍ତନ୍ୟପାନ କରାଇ ଏହି ମାତୃହୀନ ଶିଶୁକୁ ପାଳିବାକୁ ଲାଗିଲେ ।

ଏଭଳି ପ୍ରାଣୀମାନେ ପାଳନ‌କର୍ତ୍ତାର ଉପକାରୀ ଓ ତାର ସାହଚର୍ଯ୍ୟରେ ବଞ୍ଚିବାକ୍ଷମ , ପ୍ରଜନନକ୍ଷମ ଓ ପାଳିବାକୁ ସ‌ହଜ ହେବା ଆବଶ୍ୟକ ।

ଏହି ଐତିହାସିକ ଦିନକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ୧୯ ଡିସେମ୍ବର ୨୦୦୦ ଦିନ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ୧୬ ସେପ୍ଟେମ୍ବରକୁ ଅନ୍ତଃରାଷ୍ଟ୍ରୀୟ ଓଜୋନ ସ୍ତର ସଂରକ୍ଷଣ ଦିବସ ରୂପେ ପାଳିବାକୁ ଏକ ଘୋଷଣାନାମା ଗୃହୀତ ହେଲା ।

ସ୍ୱଚ୍ଛ ତଥା ସୁରକ୍ଷିତ ଜଳର ଆବଶ୍ୟକତା ବିଷୟରେ ଜନ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି ଦିନଟିକୁ ପ୍ରତିବର୍ଷ ଏକ ବାର୍ଷିକ କାର୍ଯ୍ୟକ୍ରମ ଭାବେ ପାଳିବାକୁ ସର୍ବ ସମ୍ମତି କ୍ରମେ ଗୃହିତ ହେଲା ।

ଧୁମ୍ରପାନ ନିଷେଧ ନିୟମଦ୍ୱାରା ସାଧାରଣ ସ୍ଥାନମାନଙ୍କରେ ଓ କର୍ମକ୍ଷେତ୍ରରେ ସେକଣ୍ଡାରୀ ଧୁମ୍ରପାନ ରୋକିହେବ ଓ ଅନେକ ସ୍ଥାନରେ ଏହି ନିଷେଧ କଡାକଡି ଭାବେ ପାଳିବାକୁ ଉପଦେଶ ଦେଲେ ଫଳପ୍ରଦ ହୁଏ ।

|ହଜାର ହଜାର ବର୍ଷ ଧରି ଅତି କମ୍‌ରେ ପୁରାତନ ମିଶର ଓ ଗ୍ରୀସ ସମୟରୁ ମହୁମାଛି ପାଳିବା (beekeeping) ବା ଏପିକଲଚର ଚାଲିଆସିଛି ।

ତାହାପରେ, ଏହାର ଅଭିଯାନ ଓ ଗୋପନ ତଦନ୍ତରେ ଏହା ମୂଳ ଚାରୋଟି ବିଷୟ ଉପରେ ଧ୍ୟାନ ଦେଇଥାଏ—କାରଖାନା ଚାଷକୁ ବିରୋଧ, ଲୋମ ଚାଷ, ପଶୁ ପରଖ, ଓ ପଶୁମାନଙ୍କୁ ମନୋରଞ୍ଜନରେ ବ୍ୟବହାର—ଯଦିଓ ଏହା ମାଛଧରା, କ୍ଷତିକାରୀ ଭାବରେ ଚିହ୍ନିତ ପଶୁମରା, ଅଗଣାରେ ଶିକୁଳିରେ ବାନ୍ଧି କୁକୁର ପାଳିବା, କୁକୁଡ଼ା ଲଢ଼େଇ, କୁକୁର ଲଢ଼େଇ, ଓ ଷଣ୍ଢ ଲଢ଼େଇ ଆଦିକୁ ମଧ୍ୟ ବିରୋଧ କରିଥାଏ ।

|ବ୍ରତ ବିଧି|ଡେବିରି ହାତ (ବାମ ହାତ)ରେ ଖାଦ୍ୟ ଖାଇ ଷଠି ବୁଢ଼ୀ ନିକଟରେ ମାନସିକ ରଖାଯାଏ ଯେ ତାଙ୍କ ଛୁଆଠାରେ ଜ୍ଞାନ ଆସିବା ପର୍ଯ୍ୟନ୍ତ ଏହି ବ୍ରତ ପାଳିବା ଚାଲୁ ରଖିବେ ।

ଏହିପରି ଭାବରେ ସେହି କମା ବ୍ରାହ୍ମଣୀ ପିଲାଟିବେଳୁ ସତ୍ୟନାରାୟଣଙ୍କ ସମସ୍ତ ଯତ୍ନ ନେଇ ପାଳିବା ଆରମ୍ଭ କରିଦେଇଥିଲା ।

ହେଲେ ଶିଶୁ କନ୍ୟାଟି ଦେହରୁ ମାଛର ଗନ୍ଧ ନିର୍ହତ ହେଉଥିବାରୁ ସେ କନ୍ୟାଟିକୁ ରାଜା ଗ୍ରହଣ ନ କରିବାରୁ ଅଗତ୍ୟା ନିଷାଦରାଜ ତାହାକୁ ପାଳିତାକନ୍ୟା ରୂପେ ଗ୍ରହଣ କରି ପାଳିବାକୁ ଲାଗେଲେ ।

ସାଧାରଣତଃ ବ୍ରାହ୍ମଣଘରର ବିଧବାମାନେ ଚବିଶ ଏକାଦଶୀ ପାଳିବା ବାଧ୍ୟତାମୂଳକ ଅଟେ ।

rearing's Usage Examples:

which provides a spawning and rearing habitat for summer and fall chinook, coho, chum and pink salmon; as well as steelhead and bull trout.


land such as heaths, which could be used for sheep-rearing but not as farmland.


Early infanticidal childrearing Stephen Schiff (December 5, 1994).


Iceni tribe of Britons, accompanied by her two daughters, mounted on a scythed chariot drawn by two rearing horses.


cultivation, with the exceptional keeping of livestock such as rearing cows, gayals, goats, chickens and pigs in the countryside.


ineffective horse-rider communication and conflict such as teeth grinding, tail swishing, rearing or bucking.


and rearing pheasants, peafowls and other related birds, which may or may not be confined with enclosures such as aviaries.


Britain, arable land has traditionally been contrasted[by whom?] with pasturable land such as heaths, which could be used for sheep-rearing but not as.


Bat box constructionBat boxes differ from bird nest-boxes in typical design, with the larger opening on the underside of the box, and are more often referred to as bat boxes, although in regard to the rearing of young, they serve the same purpose.


Shasta Dam permanently blocked approximately 50% of key spawning and rearing habitat(s) for Chinook salmon and steelhead (Skinner 1958).


cobras are venomous and many are capable of rearing upwards and producing a hood when threatened.


at more constructive child-rearing, whether they repeat, or seek to overcompensate for, parental patterns of the past.



Synonyms:

bringing up, nurture, socialisation, raising, breeding, enculturation, socialization, upbringing, acculturation, fosterage, fostering,

Antonyms:

soft, level, lower, discourage, decreasing,

rearing's Meaning in Other Sites