reaping Meaning in Odia (Oriya). ( reaping ଶବ୍ଦର ଓଡିଆ ଅର୍ଥ)
ଅମଳ କର,
Verb:
କାଟ |, ଅମଳ କର |,
People Also Search:
reaping hookreapparelled
reappear
reappearance
reappearances
reappeared
reappearing
reappears
reapplication
reapplied
reapplies
reapply
reapplying
reappoint
reappointed
reaping తెలుగు అర్థానికి ఉదాహరణ:
ବିରି ଅମଳ କରୁଥିବା ବେଳେ ମାଟିତଳେ ପୋତାହେଇଥିବା ବଳଦେବଜୀଉଙ୍କ ସନ୍ଧାନ ପାଇଥିଲା, ସେ ମେରୀ ଭାବେ ବ୍ୟବହାର କରୁଥିବା ବରଡାଳଟି ବଞ୍ଚିଯାଇ କାଳକ୍ରମେ ମହାଦ୍ରୁମରେ ପରିଣତ ହୋଇଛି ।
ଏଣୁ ମହୁକୁ ସର୍ବଦା ବ୍ୟବହାର କରିବା ସଙ୍ଗେ ସଙ୍ଗେ କିପରି ଯଥେଷ୍ଟ ଅମଳ କରିପାରିବେ ସେଥିପାଇଁ ଦୃଷ୍ଟିଦେବା ଏକାନ୍ତ ଆବଶ୍ୟକ।
ନଡ଼ିଆ ପାକଳ ହେଲା ପରେ ତାକୁ ଅମଳ କରି କତାକୁ ବାହାର କରାଯାଏ ।
ଏଥିପାଇଁ ସୋରିଷକି କାଟି ସାରିବା ପରେ ବିଡା ବାନ୍ଧି ୫ରୁ ୬ ଦିନ ଭଲଭାବରେ ଖରାରେ କିଛିଦିନ ଶୁଖାଇ ଅମଳ କରାଯାଏ ଓ ପରେ ପୁଣି ଖରାରେ ଶୁଖାଇ ବିହନ ହିସାବରେ ସାଇତି ରଖାଯାଏ ।
ତେଣୁ ଛୁଇଁ ୮୦ ଭାଗ ପାଚିଲେ ଅମଳ କରିନେବା ଭଲ ।
ପଇଡ଼ଗୁଡ଼ିକ ମୁଖ୍ୟତଃ କଞ୍ଚାଥିବା ବେଳେ ଅମଳ କରାଯାଏ ।
| ଚାଷ ପ୍ରଣାଳୀ |ଏହି ଶସ୍ୟଟିକୁ ସାଧାରଣତଃ ବର୍ଷାଦିନେ ଚାଷ କରାଯାଏ ଓ ଶୀତରୁତୁରେ ଅମଳ କରାଯାଏ ।
ଚାଷିକୂଳ ଚାଷ କରି ଫସଲ ଅମଳ କରିବା କାର୍ଯ୍ୟରେ ବ୍ୟସ୍ତ ରହି ଥକି ଯାଇଥାନ୍ତି ଓ ସେହି ଥକାକୁ କିଛି ମାତ୍ରାରେ ହ୍ରାସ ପାଇଁ ଏହି ଦିନ ଆନନ୍ଦ ଉଲ୍ଲାସର ସହିତ କବାଡି ଓ ତାସ ଖେଳନ୍ତି ,ପତଙ୍ଗ ଉଡାନ୍ତି, କୁକୁଡା ଲଢେଇର ମଜା ନେଇଥାନ୍ତି ।
| ପାଳନ ବିଧି |ଏହି ଦିନଟିର ଅମୃତବେଳା ବା ଶୁଭବେଳା ଜ୍ୟୋତିଷମାନଙ୍କଦ୍ୱାରା ନିର୍ଣ୍ଣୟ କରାଯାଇ ସେହି ମୁହୂର୍ତ୍ତରେ ନୂଆଭାବରେ ଅମଳ କରାଯାଇଥିବା ଷାଠିଆଧାନରୁ ପ୍ରସ୍ତୁତ ଅନ୍ନକୁ ରାନ୍ଧି ଭକ୍ଷଣ କରିଥାନ୍ତି ।
ଧାନ ଅମଳ କରି ଘରକୁ ଆଣିବା ଆଗରୁ ତା'ର ଘରଣୀ ଏଥିରୁ ଧଳାଧାନର ଶିଶା ବାଛି ବାହାର କରିଥାଏ।
|ନାମକରଣ|ଲୋକକଥା ଅନୁସାରେ ସଖି ନାମରେ ଜଣେ ଚାଷୀର ଝିଅ ଏଠାରେ ବିରି ଅମଳ କରିବାକୁ ବରଡାଳଟିକୁ ପୋତି ମେରୀ କରିଥିଲା ।
ଓଡ଼ିଶାରେ ଲୋକ ଉକ୍ତି ରହିଛି: ମଗୁଶୀର ପୁଷ ମାସରେ ଚଷା ହାଣ୍ଡିରେ ପେଜ!|ଏହାର ଅର୍ଥ ଏହି ସମୟରେ ଚାଷୀ ଫସଲ ଅମଳ କରିଥାଏ ।
ଫଳ ସବୁ ଶୁଖିଗଲା ପରେ ସମସ୍ତ ଫସଲକୁ ଉପାତି ଅମଳ କରାଯାଏ ।
reaping's Usage Examples:
When the ship caught fire, it was told that it was Catholic blood reaping its vengeance.
Death would know to pass over their homes while reaping the souls of the firstborns.
The ferocity of the struggle was unprecedented, reaping 68 victims from 1961 to 1963.
1835, in the United States, Hiram Moore built and patented the first combine harvester, which was capable of reaping, threshing and winnowing cereal grain.
Sowing in the morning, sowing seeds of kindness, Sowing in the noontide and the dewy eve; Waiting for the harvest, and the time of reaping, We.
Bagging hook, a large sickle or reaping hook used for harvesting grain Bondage hook, used in sexual bondage play Cabin.
She refused to reveal his position, even as a British soldier held a reaping hook at her throat.
In Bringing in the Sheaves, Shaw explores the relationship between the reaping of cereal crops in the Roman Empire and the ways in which people began thinking about death and vengeance in their social relations.
The name derives from its combining four separate harvesting operations—reaping, threshing, gathering, and winnowing—into a single.
stiffened hair with rakes: it pleases you to trim your shaggy beard with a reaping hook.
cantic widely spread in rural Andalusia, usually sung by peasants while reaping their crops.
Spectrum reallocationOn April 13, 2017, KOCE-TV announced it had sold its over-the-air spectrum in the FCC's spectrum reallocation auction, reaping "49 million, which the station said it would use to invest in programming and other services.
Synonyms:
garner, harvest, glean, gather, pull together, collect, cut,
Antonyms:
increase, deflate, lengthen, inflate, spread,