<< readiest readiness >>

readily Meaning in Odia (Oriya). ( readily ଶବ୍ଦର ଓଡିଆ ଅର୍ଥ)



ସହଜରେ, ତତକ୍ଷଣାତ୍, ଚେଷ୍ଟା ବିନା, ଉଦ୍ଦେଶ୍ୟମୂଳକ ଭାବରେ,

Adverb:

ତତକ୍ଷଣାତ୍, ହାତ-ହାତରେ |, ଉଦ୍ଦେଶ୍ୟମୂଳକ ଭାବରେ |,

readily తెలుగు అర్థానికి ఉదాహరణ:

ସରଳ ଅର୍ଥରେ କହିବାକୁ ଗଲେ ମାନସିକ ଦୃଢ଼ତା ସେହି ବ୍ୟକ୍ତିବିଶେଷଙ୍କର ପାଖରେ ଥାଏ ଯେଉଁମାନେ ଏଭଳି ମାନସିକ ଦକ୍ଷତା ଅର୍ଜନ କରନ୍ତି, ଯାହାଦ୍ୱାରା ସଙ୍କଟାପନ୍ନ, ଗୋଳମାଳିଆ ପରିସ୍ଥିତିର ଚାପରେ ପଡି ସେମାନେ କିଛି ନକାରାତ୍ମକ ଅଘଟଣ ନଘଟାଇ ଶାନ୍ତ ରହନ୍ତି ଯାହା ଫଳରେ ସହଜରେ ସେହିଭଳି ଚାପଜନକ ପରିସ୍ଥିତିରୁ ବାହାରିପାରନ୍ତି ।

ସେ ତାଙ୍କର ଉଦାହରଣ ଗୁଡ଼ିକରେ ବ୍ୟବ‌ହାର କରୁଥିବା ଶବ୍ଦାବଳୀରୁ ସେ ସମୟର ସାଂସ୍କୃତିକ ଏବଂ ଭୌଗୋଳିକ ସ୍ଥିତି ସମ୍ପର୍କରେ ସହଜରେ ଅନୁମାନ କରାଯାଇ ପାରେ।

| ଚିହ୍ନ ଓ ଲକ୍ଷଣ |ଏହି ରୋଗ ସହଜରେ ଧରା ପଡେ ନାହିଁ ।

ଏହାର ଅଭାବ ଥରେ ନିର୍ଣ୍ଣୟ ହୋଇଗଲେ ସହଜରେ ଅଧିକ ଭିଟାମିନ ଖାଇବାକୁ ଦେଇ ବା ଇଂଜେକସନ ଦେଇ ଚିକିତ୍ସା କରାଯାଏ ।

ପୁନଶ୍ଚ କଟରା - ବନିହାଲ ଲାଇନ ସମ୍ପୂର୍ଣ୍ଣ ହେଲେ ଏହା ଶ୍ରୀନଗର ଯାଏ ପରିବର୍ଧିତ ହେଇ ପାରିବ ଓ ଉଧମପୁର ସ୍ଥିତ ଉତ୍ତରାଞ୍ଚଳ ଆର୍ମୀ କମାଣ୍ଡ ଅଫିସ ସହ ପୁନେରୁ ସହଜରେ ସଂଯୋଗ ରକ୍ଷା ଯାଇ ପାରିବ ।

ନୂଆ ପରିବେଶରେ ପଣ୍ଡା ହଂସମାନେ ସହଜରେ ଖାପ ଖୁଆଇ ଚଳିବାରେ ସମର୍ଥ, ତେଣୁ ଅନ୍ୟ ଜଳ କୁକୁଡ଼ାଙ୍କ ଅପେକ୍ଷା ଏମାନେ ସହଜରେ ତିଷ୍ଠି ରହିପାରନ୍ତି ।

|ଯେକୌଣସି ପଦାର୍ଥରୁ ଫଟୋ-ଇଲେକ୍ଟ୍ରନ୍ ବାହାରିପାରେ କିନ୍ତୁ ଧାତବ ପଦାର୍ଥ ଓ ବିଦ୍ୟୁତ୍ ସୁପରିବାହୀ ପଦାର୍ଥରେ ଏହି ପ୍ରଭାବ ଅତି ସହଜରେ ପରିଲକ୍ଷିତ ହୁଏ ।

ଏହା ଏକ ପ୍ରକାର କ୍ଲିକ୍ ଶବ୍ଦ ସୃଷ୍ଟି କରୁଥିଲା, ଯାହାକୁ ଶୁଣି କୁଞ୍ଚିଟି ଠିକ୍ ଭାବରେ ଚାପି ହୋଇଛି କି ନା, ଟାଇପିଷ୍ଟ ସହଜରେ ଜାଣି ପାରୁଥିଲା।

ଆଦ୍ୟତାରାର ଚତୁଃପାର୍ଶ୍ୱରେ ଧୂଳି ଓ ଗ୍ୟାସୀୟ ପଦାର୍ଥ ରହିଥିବାରୁ ଏହାର ଅବଲୋହିତ ବିକୀରଣ ସହଜରେ ଦୃଶ୍ୟମାନ ହୋଇଥାଏ ।

କିବୋର୍ଡ଼ ଓ ମାଉସ ଏପରି ଜାଗାରେ ରହୁଥିବ ଯେପରି ହାତ ସେଠି ସହଜରେ ପହଞ୍ଚିପାରୁଥିବ।

ପାର୍ବତୀୟ ପଥୁରିଆ ଭୂମିରେ, ତୁଷାରାଚ୍ଚନ୍ନ ଭୂମିରେ ଏମାନେ ଅତି ସହଜରେ ଲୁଚି ଛପି ରହିପାରନ୍ତି ।

ଏହା ଅତି ପୁରୁଣା ହେବାଦ୍ୱାରା ନକ୍ତାନ୍ଧତା/ଅନ୍ଧାରକଣା(Night Blindness) ଓ ଅତ୍ୟଧିକ ଶୁଷ୍କ ଓ ସହଜରେ କ୍ଷତ ହୋଇପାରୁଥିବା ତ୍ୱଚା ହୋଇ ଯାଇଥାଏ ।

ବର୍ତ୍ତମାନ ଯୁଧିଷ୍ଠିରଙ୍କ ମନ୍ଦିର ପାଖକୁ ଯାନବାହନ ମାଧ୍ଯମରେ ଅତି ସହଜରେ ୧୫-୨୫ ମିନଟ୍ରେ ପହଞ୍ଚି ପାରୁଛନ୍ତି।

readily's Usage Examples:

Oxidative stress reflects an imbalance between the systemic manifestation of reactive oxygen species and a biological system"s ability to readily detoxify.


converts lipophilic compounds into hydrophilic products that are more readily excreted.


Younger generations of Chinese-Argentines (dubbed ArgenChinos) have readily adopted local ways, with some becoming celebrities, including athletes, a film director and an anchorwoman.


isomers (constitutional isomers) of chemical compounds that readily interconvert.


They readily dimerise to form enediols.


Instead of natural gas, these gasify and burn agricultural and forestry waste, which is often readily available.


The most commonly circulated and readily available currency, used by common Americans, at this time, was the Spanish peso, also known as the Spanish milled dollar, which was valued for its high silver content.


species in nature have shown that they are readily distinguishable in isolation, N.


It is also readily available in many ethnic groceries and supermarkets in these areas.


Through the theorem, it is readily demonstrable, for example, that the exponential function must be a transcendental function.


When he gets an order he should obey it cheerily and readily, not in a slow, hang-dog sort of way.


Llistrofus is readily identified by the presence of a large temporal emargination, a feature shared with Hapsidopareion lepton that unites the Hapsidopareiidae.


The trihalides are fairly readily oxidized by chalcogens to give the corresponding oxyhalides or equivalents.



Synonyms:

pronto, promptly,

readily's Meaning in Other Sites