<< raw material raw recruit >>

raw materials Meaning in Odia (Oriya). ( raw materials ଶବ୍ଦର ଓଡିଆ ଅର୍ଥ)



କଞ୍ଚାମାଲ,

Noun:

କଞ୍ଚାମାଲ,

People Also Search:

raw recruit
raw umber
raw vegetable
rawalpindi
rawbone
rawboned
rawer
rawest
rawhide
rawhides
rawish
rawly
rawn
rawness
rawnesses

raw materials తెలుగు అర్థానికి ఉదాహరణ:

ଗୃହ ନିର୍ମାଣରେ ବ୍ୟବହୃତ କଞ୍ଚାମାଲ ଓ ପଦାର୍ଥ ଲୋକଙ୍କ ଆବଶ୍ୟକତା ଓ ବିଶ୍ୱାସର ପ୍ରତିଫଳନ ।

ସେମାନେ ବିଶେଷ କରି ବଙ୍ଗାଳୀ ଓକିଲ ଓ ଅନ୍ୟ ବୁଦ୍ଧିଜୀବୀଙ୍କ ପ୍ରରୋଚନାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ କଞ୍ଚାମାଲ ସଂଗ୍ରହ କରି ଓଡ଼ିଶାର ଅର୍ଥନୀତିର ବଜାରକୁ ନିୟନ୍ତ୍ରଣ କରୁଥିଲେ ।

ଏହାକୁ ମୁଖ୍ୟତଃ ନିଜର ରଚନାବଳୀ ପାଇଁ ଗୋଟିଏ ଗୋଟିଏ କଞ୍ଚାମାଲ ଭାବେ ଗ୍ରହଣ କରିଥିଲେ , ସେ ଆଉ ସେ ସବୁକୁ କଳାତ୍ମକ ଭାବେ ପ୍ରକାଶ କରିଥିଲେ ।

୧୮୨୫ ବେଳକୁ ଏକାଧିକ ବନ୍ଦୋବସ୍ତ ପ୍ରଚଳନ ଫଳରେ ଓଡ଼ିଶା ଶିଳ୍ପ ଓ ବାଣିଜ୍ୟର ଧ୍ୱଂସ ସାଧନ ଲକ୍ଷ୍ୟରେ ଏଠାରୁ ବିଲାତକୁ କଞ୍ଚାମାଲ ନେଇ ସେଠାରୁ ଓଡ଼ିଶାକୁ କଳ କବଜା ଆମଦାନୀ ବାଣିଜ୍ୟ କାରବାର ଆରମ୍ଭ କରାଯାଇଥିଲା ।

|ଉତ୍ପାଦନ: ଆବଶ୍ୟକ କଞ୍ଚାମାଲର ତାଲିକା ପ୍ରସ୍ତୁତ କରିବା, ବୈଷୟିକ ଜ୍ଞାନ ଓ କୌଶଳ, ଯନ୍ତ୍ରପାତିର କ୍ଷମତା, ଉତ୍ପାଦନର ମାନ ପରୀକ୍ଷଣ ଓ ନିୟନ୍ତ୍ରଣ ଇତ୍ୟାଦି ଏହି ମଡ୍ୟୁଲ୍‍ର ଅନ୍ତର୍ଗତ ।

ଏହା ପରେ ୧୦ ଜଣ ଯୁବକ ଓ ଯୁବତୀଙ୍କୁ ନେଇ ସେ ଧାନ, ମୁଗ, ବିରି, ଚାଉଳ, ରୁଞ୍ଜ, କାଚ, ଅଠା, ଲେସ, ଫିତା, ପୋଖରା, ପ୍ଲାଏ ଓ ମାଟି ଆଦି କଞ୍ଚାମାଲ ସଂଗ୍ରହ କରି ଲକ୍ଷ୍ମୀ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ତାରିଣୀ, ଦୁର୍ଗା, ସରସ୍ୱତୀ, ଶିବ, ପାର୍ବତୀ, ରାଧା-କୃଷ୍ଣ, ଶିରିଡ଼ି ସାଇ ଓ ବିଭିନ୍ନ ମହାପୁରୁଷଙ୍କ ମୂର୍ତ୍ତି ନିର୍ମାଣ କରିବା ଆରମ୍ଭ କରିଥିଲେ ।

ଏଥି ସହିତ ସୁନା, ରୂପା ଓ ଅନ୍ୟାନ୍ୟ କଞ୍ଚାମାଲ କିଣିବା ଲାଗି ସେ କାରିଗରମାନଙ୍କୁ ପଇସା ମଧ୍ୟ ଦେଉଥିଲେ ।

|ଯୋଗାଣ ବ୍ୟବସ୍ଥା ପରିଚାଳନା: ଯୋଗାଣ କିପରି କରାଯିବ ତାହାର ଯୋଜନା କରିବା, ବିକ୍ରୟ ଚକ୍ର ପ୍ରକ୍ରିୟା, କ୍ରୟ ଚକ୍ର ପ୍ରକ୍ରିୟା, ଗୋଦାମରେ ମାଲ ପରିଚାଳନା, ବିକ୍ରେତାଙ୍କଠାରୁ କେବେ କଞ୍ଚାମାଲ ଓ ଅନ୍ୟ ଜରୁରୀ ପଦାର୍ଥ ଆସିବ ତାହାର ସମୟ ଧାର୍ଯ୍ୟ କରିବା ଇତ୍ୟାଦି ଏହି ମଡ୍ୟୁଲ୍ ମାଧ୍ୟମରେ ନିୟନ୍ତ୍ରଣ କରାଯାଇପାରିବ ।

|ନିର୍ମାଣ|ରାଜକୀୟ ସ୍ଥପତି ଓ ଶିଳ୍ପୀମାନଙ୍କଦ୍ୱାରା କର୍ମଶାଳାରେ ସ୍ଥାନୀୟ କଞ୍ଚାମାଲର ଉପଯୋଗ କରି ଏହି ମୂର୍ତ୍ତିଗୁଡ଼ିକ ନିର୍ମାଣ କରାଯାଇସାରିଲା ପରେ ସମାଧୀ ପୀଠକୁ ନିଆଯାଇଥିଲା ।

କାଇଜେନ୍ ପଦ୍ଧତି କଞ୍ଚାମାଲ କ୍ରୟ, ନିର୍ମିତ ବସ୍ତୁଙ୍କ ବିକ୍ରୟ, ବିତରଣ ଓ ବଣ୍ଟନ ଇତ୍ୟାଦି ସମସ୍ତ ପ୍ରକାରର ଔଦ୍ୟୋଗିକ ପ୍ରଣାଳୀ ପାଇଁ ପ୍ରଯୁଜ୍ୟ ।

ଇଆର୍‍ପି ବ୍ୟବସ୍ଥାଦ୍ୱାରା ଯେକୌଣସି ସମୟରେ ସଂସ୍ଥାନର ଆର୍ଥିକ ସ୍ୱଚ୍ଛଳତା, ଉତ୍ପାଦନ ନିମନ୍ତେ କଞ୍ଚାମାଲର ଆବଶ୍ୟକତା, ଉତ୍ପାଦନ କ୍ଷମତା ଇତ୍ୟାଦି ବିଷୟରେ ଜାଣିହେବ ।

ଏପରି ବ୍ୟବସ୍ଥା ବା ସିଷ୍ଟମ୍‍କୁ ପ୍ରଥମାବସ୍ଥାରେ ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲର ଯୋଜନା (ଈଂରାଜୀରେ Material Requirements Planning - MRP), ପରେ ଉତ୍ପାଦନ ସଂସାଧନ ଯୋଜନା (Manufacturing Resource Planning - MRP II), କମ୍ପ୍ୟୁଟର୍ ସମର୍ଥିତ ଉତ୍ପାଦନ (Computer-integrated Manufacturing) ଏପରି ଅନେକ ନାମ ଦିଆଯାଉଥିଲା ।

raw materials's Usage Examples:

variety of polyurethane and polycarbonate based raw materials.


The municipality has one local port situated in Western Poblacion, which serves local fishermen as well as other fishing vessels and cargo vessels in transporting equipment and raw materials from other neighboring provinces.


relationship between the price of raw materials and other goods exported by developing countries, and the prices of raw materials and other goods exported by.


The raw materials used in the petrochemistry industry are known as feedstocks.


covering, made from approximately 90% renewable raw materials including canola oil, castor oil and chalk.


Heterotrophic organismsHeterotrophic organisms consume autotrophic organisms and use the organic compounds in their bodies as energy sources and as raw materials to create their own biomass.


Traditional ceramic raw materials include clay minerals such as kaolinite, more recent materials include aluminium oxide (alumina).


including glycerine, methyl esters, alcohols, fatty alcohols, and sucrose polyesters such as Sefose and Olean, PGC produces raw materials essential for many.


This is important commercially because liquid nitrogen can be produced cheaply on-site with no raw materials, and is not prone to some of the problems (solid air plugs, etc.


There is a bright prospect on cottage industries, which utilized raw materials like rattan and bamboo.


The plant used palm oil and other renewable feedstocks as raw materials.


Director: Li Bing Ji Products Beer, mineral water, raw materials of beer, feedstuffs, yeast and plastic boxes Number of employees 42,239 Website www.


, silks, fabrics) and the first to import machinery and raw materials.



Synonyms:

unprocessed, natural, rude,

Antonyms:

processed, strong, hard, old,

raw materials's Meaning in Other Sites