<< rathe rather empty >>

rather Meaning in Odia (Oriya). ( rather ଶବ୍ଦର ଓଡିଆ ଅର୍ଥ)



ବିଶେଷକରି, ବରଂ,

rather తెలుగు అర్థానికి ఉదాహరణ:

ଦେଶର କେତେକ ଅଞ୍ଚଳରେ, ବିଶେଷକରି କ୍ଷୁଦ୍ର ଅଞ୍ଚଳଗୁଡ଼ିକରେ ଦାଇମ୍ଯୋ ଏବଂ ସାମୁରାଇମାନଙ୍କ ମଧ୍ଯରେ କୌଣସି ପାର୍ଥକ୍ଯ ନ ଥାଇ ପାରେ ।

ସମାଜ ଓ ଆଖାପାଖର ଘଟଣାପ୍ରବାହ ସମସ୍ତଙ୍କ ଉପରେ ପ୍ରଭାବ ପକେଇଥାଏ, ବିଶେଷକରି କଳାକାରମାନଙ୍କ ଉପରେ ।

|କନ୍ନଡ଼ ଲୋକନୃତ୍ୟରେ, ବିଶେଷକରି ଦେବଦାସଙ୍କଦ୍ୱାରା ଗାନ କରାଯାଇଥିବା ଭକ୍ତି ଗୀତରେ ତାଙ୍କୁ ପ୍ରାୟତ ୟେଲାମାର ପୁତ୍ର ବୋଲି କୁହାଯାଏ ।

ତେଣୁକରି ଏହି ସମ୍ବିଧାନ ପ୍ରଣୟନ ସହ ପୂର୍ବର ସମସ୍ତ ଅଧିନିୟମ ବିଶେଷକରି, ଭାରତୀୟ ସ୍ୱାଧୀନତା ଅଧିନିୟମ, ୧୯୪୭ ଓ ଭାରତୀୟ ପ୍ରଶାସନ ଅଧିନିୟମ, ୧୯୩୫ ଆଦିର ରଦ୍ଦ କରିଦିଆଗଲା ।

| ପାନ ଚାଷର ସମସ୍ୟା |ପାନବରଜ ତିଆରି ପାଇଁ ଆନୁସଙ୍ଗିକ ଉପକରଣ, ବିଶେଷକରି ବାଉଁଶର ଅତ୍ୟଧିକ ଦରବୃଦ୍ଧି, ମୂଲ ମଜୁରୀ, ସାର ପିଡ଼ିଆ ଆଦିର ଦର ବୃଦ୍ଧି ହେତୁରୁ ପାନ ଚାଷ ଏବେ ଆଉ ଲାଭଜନକ ଚାଷ ହୋଇ ରହିନାହିଁ ବୋଲି ବରଜୀମାନେ ମତ ଦିଅନ୍ତି।

ଭକ୍ତି ଆନ୍ଦୋଳନ ଅନୁସାରେ କଥକ ବିକଶିତ ହେଲା, ବିଶେଷକରି ହିନ୍ଦୁ ଭଗବାନ କୃଷ୍ଣଙ୍କ ପିଲାଦିନ ଏବଂ କାହାଣୀକୁ ସାମିଲ କରି, ତା'ସହିତ ଉତ୍ତର ଭାରତୀୟ ରାଜ୍ୟର ଅଦାଲତରେ ସ୍ୱତନ୍ତ୍ର ରୂପେ ।

ଓଡ଼ିଶାର ପ୍ରାୟ ସମସ୍ତ ଗ୍ରାମରେ ବିଶେଷକରି ବ୍ରାହ୍ମଣଶାସନ ମାନଙ୍କରେ ଏହାର ଗୁରୁତ୍ୱ ବିଶେଷ ଭାବରେ ସ୍ୱୀକୃତ ।

ଅପାଣି-ପାଦ ପରଂବ୍ରହ୍ମଙ୍କ ଏହି ଜୀବୋଚିତବାବିଶେଷକରି ନରୋଚିତ ଚଳନକୁ ପୁରୀବୋଲିରେ ବୋଲାଯାଏ ପହଣ୍ଡି.ସମଗ୍ର ସ୍ୱୟଂଲୀଳାରେ ପହଣ୍ଡି ହିଁ ସର୍ବଶ୍ରେଷ୍ଠ ଅଙ୍ଗ ଓ ସଚରାଚର ବିଶ୍ୱବ୍ରହ୍ମାଣ୍ଡର ପରମ-ଆକାଂକ୍ଷିତ ମୁହୂର୍ତ୍ତ ।

| ବିବିଧ ଭାରତୀୟ ପ୍ରାଦେଶିକ ନାମ | ଶାସ୍ତ୍ରୋକ୍ତ ଗୁଣ |ତିକ୍ତରସ, ଶୀତଳ, ରୁକ୍ଷ, ସାରକ, ଲଘୁପାକ, ବର୍ଣ୍ଣକାରକ, ଜ୍ୱର, କାସ, କଫ, ବାୟୁ, ଶୂଳ, ଶୋଥ, କଣ୍ଡୁ, ବ୍ରଣ, କୃମି, ଦାହ, ରକ୍ତବିକୃତି, ତୃଷ୍ଣା, କ୍ଷତ, କୁଷ୍ଠ ଓ ମଳବଦ୍ଧତା ନିବାରକ| ବ୍ୟବହାର |ଏହାର ସର୍ବାଙ୍ଗ, ବିଶେଷକରି ଏହାର ପତ୍ରକୁ ଔଷଧିରୂପେ ବ୍ୟବହାର କରାଯାଏ।

ବିଶେଷକରି ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ମୂଖ୍ୟ ଦିଗଦର୍ଶକ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ।

ଗଜକୁ ସ୍ଥାପନ କରାଯାଏ ଏବଂ ପୂଜନ ବିଶେଷକରି ପୁରୋହିତଙ୍କଦ୍ୱାରା ଯମରାଜଙ୍କୁ ଆବାହନ, ପୂଜନ ଏବଂ ନୈବେଦ୍ୟ ଅର୍ପଣ ପୂର୍ବକ ଭକ୍ତି ପ୍ରଣତି ବଢ଼ାଯାଏ ।

rather's Usage Examples:

Spire is shortish, but rather tapering, and blunt at the point.


prone position, rather than upright, to reduce the frontal area exposed to headwind.


In formal Mandarin usage, the use of diminutives is relatively infrequent, as they tend to be considered to be rather colloquial than formal.


Within a month of the purchase of Shooter's Hill, the WMAA decided to build a park rather than a memorial.


This latter characteristic distinguishes them from most other families within Heteroptera, and may lead to misidentification as a beetle rather than a bug.


pace over the next two decades, playing matronly characters rather than temptresses.


Later gains the ability to inspire love rather than lust in both male and female onlookers, and holds fund raisers in order to help the Specials' cause.


cayanensis is still rather puzzling.


This is why aphids are typically found on the undersides of the leaves rather than on the top, since the phloem transports sugars.


international subscriber dialling (ISD) is placing an international telephone call that is dialed directly by a telephone subscriber, rather than by a.


novel from a joyous, spirited "waif-like" beauty into a plump, rather slatternly woman who is only interested in her husband and children has been criticized.


scientists deceive themselves junk science, speculative theorizing which bamboozles rather than enlightens pseudoscience proper, work falsely claiming to.


higher realms are not separated worlds in Islamic thought, rather they impinge the realms below.



Synonyms:

sort of, kinda, kind of,

rather's Meaning in Other Sites