rajasthan Meaning in Odia (Oriya). ( rajasthan ଶବ୍ଦର ଓଡିଆ ଅର୍ଥ)
ରାଜସ୍ଥାନ,
Noun:
ରାଜସ୍ଥାନ,
People Also Search:
rajasthanirajes
rajesh
rajiv
rajpoot
rajput
rajya
rake
rake in
rake off
rake up
raked
rakee
rakehell
rakehells
rajasthan తెలుగు అర్థానికి ఉదాహరణ:
ଭାରତର ପଶ୍ଚିମରେ ଥିବା ଗୁଜରାଟର ପଶ୍ଚିମରେ ଆରବ ସାଗର ଉତ୍ତରରେ ସିନ୍ଧ (ପାକିସ୍ତାନ), ଉତ୍ତରପୂର୍ବରେ ରାଜସ୍ଥାନ, ପୂର୍ବରେ ମଧ୍ୟ ପ୍ରଦେଶ ଏବଂ ଦକ୍ଷିଣ ପୂର୍ବରେ ମହାରାଷ୍ଟ୍ର ରାଜ୍ୟ ତଥା ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହବେଳୀ କେନ୍ଦ୍ରଶାସିତ ଅଞ୍ଚଳ ରହିଛି ।
| ଅଧିକ ପଠନ |North Karnataka|Tourism in North Karnataka|Ranebennur|Haveri|Chaudayyadanapur|Mylar Lingeshwar Temple at Mylar|Hangal|Bankapur|Kaginele| ଆଧାର ଦିଲୱାରା ମନ୍ଦିର , ଭାରତୀୟ ରାଜ୍ୟ ରାଜସ୍ଥାନର ଅବୁ ପର୍ବତରୁ 2.5 କିଲୋମିଟର ଦୂରରେ ଥିବା ଏକ ଜୈନ ମନ୍ଦିର ।
ଖ୍ରୀ. ୬୦୦ ବେଳକୁ ଦକ୍ଷିଣ-ପଶ୍ଚିମ ଗୁଜରାଟରେ ଅନେକ ବାମ୍ଫୀ ନିର୍ମିତ ହେଲା ଓ ପରେ ଏହି ପ୍ରଥା ବା ବ୍ୟବସ୍ଥା ରାଜସ୍ଥାନ ଏବଂ ଭାରତର ଉତ୍ତର ଓ ପଶ୍ଚିମକୁ ବ୍ୟାପ୍ତ ହୋଇଗଲା ।
ତିନି ମହଲା ବିଶିଷ୍ଟ ଏହି ପ୍ରାସାଦର କାନ୍ଥରେ ରାଜସ୍ଥାନୀ କଳା ଦେଖିବାକୁ ମିଳିଥାଏ ।
କାଶ୍ମୀର, ହିମାଚଳ ପ୍ରଦେଶ, ହରିଆଣା, ରାଜସ୍ଥାନ ଆଦି ଅଞ୍ଚଳରେ ବହୁଳ ଭାବରେ ଉତ୍ପାଦନ କରାଯାଏ ।
ରାଜସ୍ଥାନ ସରକାରଙ୍କ “ଏମ୍ବର୍ ଡେଭେଲପମେଣ୍ଟ୍ ଏଣ୍ଡ୍ ମ୍ୟାନେଜମେଣ୍ଟ୍ ଅଥୋରିଟି” ମତ ରଖିଛି ଯେ ଦଶମ ଶତାବ୍ଦୀର ମଧ୍ୟ ଭାଗରେ ସଫଳଦକ୍ଷ ଦୁର୍ଗର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଇଥିଲେ ଓ ଏହି କାମ ଆଗକୁ ଆହୁରି କିଛି ଶତାବ୍ଦୀ ଧରି ଚାଲିଥିଲା ।
|ସେ ୧୯୪୭ରେ ଏକ ଯାଯାବର ବଞ୍ଜାରା ପରିବାରରେ ଭାରତର ରାଜସ୍ଥାନରେ ଜନ୍ମଗ୍ରହଣ କରିଥିଲେ ଓ ତାଙ୍କ ପରିବାର ଭାରତ ବିଭାଜନ ପରେ କରାଚିକୁ ଚାଲିଯାଇଥିଲେ ।
୧୯୯୪ ମସିହାରେ ସେ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଓ ୨୦୦୨ ମସିହାରେ ଜର୍ମାନୀରୁ ଡିଏମ୍ ଡିଗ୍ରୀ ହାସଲ କରିଥିଲେ ।
ଏହା ରାଜସ୍ଥାନର ଚିତ୍ତଉର୍ଗଡ଼ ଜିଲ୍ଲାରେ ଅବସ୍ଥିତ ।
ଏହା ରାଜସ୍ଥାନର ଧଉଲ୍ପୁର୍ ଜିଲ୍ଲାରେ ଅବସ୍ଥିତ ।
ଏହା ରାଜସ୍ଥାନର ଭରତ୍ପୁର୍ ଜିଲ୍ଲାରେ ଅବସ୍ଥିତ ।