<< radiators radical >>

radiatory Meaning in Odia (Oriya). ( radiatory ଶବ୍ଦର ଓଡିଆ ଅର୍ଥ)



ବିକିରଣ,

Noun:

ରେଡିଏଟର, ବିକିରଣ, ହିଟର,

radiatory తెలుగు అర్థానికి ఉదాహరణ:

ଅନ୍ୟଥା ନିଜେ ସେହି ଶକ୍ତି ବିକିରଣ କରେ ।

ବାୟୁପ୍ରବାହ, ଭୂବିକିରଣ, ନଗ୍ନୀଭବନ, ପରିବ‌ହନ, ଅବକ୍ଷେପଣ, ଭୂ-ଗଠନ, ମୃତ୍ତିକା-ଗଠନ ଆଦି ପ୍ରାକୃତିକ ପରିବେଶରେ (Natural Environment) ଚାଲିଥିବା ବିଭିନ୍ନ ପ୍ରକ୍ରିୟାଗୁଡ଼ିକର କେତେକ ଉଦାହରଣ ।

ପାରମ୍ପରିକ ଥର୍ମୋଡାଇନାମିକ୍ସ ନିୟମ ଅନୁଯାୟୀ କୃଷ୍ଣ ପଦାର୍ଥର ବିକିରଣ ବୁଝିବା ସମ୍ଭବପର ହେଲାନାହିଁ ।

ଅନ୍ୟ କେତେକ ଘଟକ ବା ଫ୍ୟାକ୍ଟର ମଧ୍ୟରେ କତିପୟ ସଂକ୍ରମଣ, ବିକିରଣ ପ୍ରଭାବ ଏବଂ ପରିବେଶ ପ୍ରଦୁଷଣ ।

ତେଣୁ ଯବକ୍ଷାରଜାନ ଅଣୁ ଓ ଆୟନୀଭୂତ ଯବକ୍ଷାରଜାନ ଅଣୁ ୪୨୮ ନାନୋମିଟର୍ ତରଙ୍ଗ ଦୈର୍ଘ୍ୟର ନୀଳ ଆଲୋକ ବିକିରଣ କରନ୍ତି ।

କୃଷ୍ଣ ପଦାର୍ଥ ବିକିରଣ ପରି ଏହା ମଧ୍ୟ ବିକିରଣ ଓ ପଦାର୍ଥରେ ଶକ୍ତି ସଞ୍ଚାରର ନିରବଚ୍ଛିନ୍ନତା ବା ଶକ୍ତି କେତେ ଶୀଘ୍ର ଫୋଟନ୍‍ରୁ ଇଲେକ୍ଟ୍ରନ୍‍କୁ ସଞ୍ଚାରିତ ହେଉଛି ତାହାର ବ୍ୟତିକ୍ରମ ପ୍ରଦର୍ଶିତ କଲା ।

| ଆଧାର |୧୯୩୬ ଜନ୍ମ|୨୦୧୭ ମୃତ୍ୟୁ|ଓଡ଼ିଆ ଲୋକ|ବଲାଙ୍ଗୀର ଜିଲ୍ଲାର ଲୋକ|୭ମ ଓଡ଼ିଶା ବିଧାନ ସଭାର ସଭ୍ୟ ତୀବ୍ର ବିକିରଣ ସିଣ୍ଡ୍ରୋମ ( ଏଆରଏସ ), ଅନ୍ୟ ନାମ ବିକିରଣ ରୋଗ ବା ବିକିରଣ ବିଷାକ୍ରିୟା, ଏକ ସ୍ୱାସ୍ଥ୍ୟ ସମସ୍ୟା ଯାହା ଅଳ୍ପ ସମୟ ମଧ୍ୟରେ ଅଧିକ ପରିମାଣର ବିକିରଣ ସଂସ୍ସର୍ଶରେ ଆସିଲେ ସୃଷ୍ଟି ହୁଏ ।

ଯଦିଓ ସେହି ପ୍ରକାରର ବିକିରଣର ମାନବ ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରଭାବ ଅଛି କି ନାହିଁ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ।

|ବିକିରଣର ବିଷାକ୍ତ ପ୍ରଭାବ (Radiation poisoning)|ଭୁତାଣୁ ଜନିତ ରକ୍ତାକ୍ତ-ଜ୍ୱର ।

ସ୍ୱଳ୍ପ ମାତ୍ରାର ବିକିରଣ ଦୀର୍ଘ ଦିନ ଧରି ହେଲେ କ୍ରନିକ ବିକିରଣ ସିଣ୍ଡ୍ରୋମ ଦେଖାଯାଏ ଓ ଏହା ତୀବ୍ର ବିକିରଣ ସିଣ୍ଡ୍ରୋମଠାରୁ ଭିନ୍ନ ଅଟେ | | ଆଧାର |ଚିକିତ୍ସା ବିଜ୍ଞାନ|Translated from MDWiki ଚନ୍ଦ୍ର ଶେଖର ସିଂହ ଭୋଇ (୧୨ ଫେବୃଆରୀ ୧୯୩୫ - ୨୩ ଡିସେମ୍ବର ୧୯୬୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ ।

ତାପ ବିକିରଣ ଓ ତାପ ପରିବହନ ପଦ୍ଧତିର ଉପଯୋଗ କରି ତନ୍ଦୁରରେ କଞ୍ଚା ଖାଦ୍ୟ ପଦାର୍ଥ ସିଝାଯାଇଥାଏ ।

ଏହି ରୋଗର ସଙ୍କଟ କାରକମାନଙ୍କର ନାମ ଏପଷ୍ଟେନ ବାର ଭୂତାଣୁ ସଂକ୍ରମଣ, ତମାଖୁ, ଅଟୋମ୍ୟୁମ୍ୟୁନ ରୋଗ, ଆୟୋନାଇଜିଙ୍ଗ ବିକିରଣ ଓ ଦୀର୍ଘକାଳୀଣ ପ୍ରଦାହ ହୋଇପାରେ ।

radiatory's Usage Examples:

features that have been reported include dysplastic and low set ears, linear radiatory impressions on the forehead and congenital horizontal nystagmus.



radiatory's Meaning in Other Sites