<< racings racisms >>

racism Meaning in Odia (Oriya). ( racism ଶବ୍ଦର ଓଡିଆ ଅର୍ଥ)



ଜାତିଭେଦ,

Noun:

ଜାତୀୟତା,

racism తెలుగు అర్థానికి ఉదాహరణ:

ଜାତିଭେଦ ସମ୍ବନ୍ଧରେ ବାଳକ ନରେନ୍‌ର ବିଶେଷ କୌତୁହଳ ।

ରାଜଦରବାରରେ ରକ୍ଷଣଶୀଳ ବ୍ରାହ୍ମଣମାନଙ୍କ ଅଭିଯୋଗ କ୍ରମେ ଦର୍ପଣୀର ରାଜା ଗୁଲଜାର ହୋସେନ ହାଡ଼ି ଦାସଙ୍କୁ କହିଲେ, "ବ୍ରାହ୍ମଣମାନଙ୍କର ଅଭିଯୋଗ ହେଲା, ଆପଣ ଜାତିଭେଦ ନମାନି ସମସ୍ତ ଜାତିର ଲୋକଙ୍କ ସହ ମିଶି ଖାଇବା ପିଇବା କରୁଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ,  ସେ ସମୟରେ ଦକ୍ଷିଣ ଆଫ୍ରିକାକୁ ବିଶ୍ୱ ସମୁଦାୟ ଜାତିଭେଦ ନୀତି ଅବଲମ୍ବନ କରୁଥିବାରୁ ସମସ୍ତ ପ୍ରକାର ଖେଳରୁ ବାସନ୍ଦ କରିଥିଲେ ।

|ବୈଦିକ ଜ୍ୟୋତିଷ ମତେ ଅଶ୍ୱିନୀ ନକ୍ଷତ୍ର ଲିଙ୍ଗ ଭେଦରେ ସ୍ତ୍ରୀ ଏବଂ ଜାତିଭେଦରେ ଚାଣ୍ଡାଳ ।

ବୌଦ୍ଧ ଧର୍ମର ଜାତିଭେଦ ବିରୋଧୀ ସ୍ୱର ଏବଂ ତାନ୍ତ୍ରିକଧାରା ଯୋଗୁଁ ଏହା ଜନ ସାଧାରଣଙ୍କ ମଧ୍ୟରେ ଲୋକପ୍ରିୟ ହେବାକୁ ଲାଗିଲା ।

ଛୁତ୍‌ମାର୍ଗ ପରିହାର, ନାରୀଶିକ୍ଷାର ପ୍ରୟୋଜନୀୟତା, ଜାତିଭେଦ, ଖାଦ୍ୟାଖାଦ୍ୟ ବିଚାର, ପୁଣ୍ୟଭୂମିର ମହିମା ଓ ହିନ୍ଦୁଧର୍ମର ସାଧାରଣ ଭିତ୍ତି ପ୍ରଭୃତି ମଧ୍ୟ ତାଙ୍କ ଆଲୋଚନାର ବିଷୟ ଥିଲା ।

ପ୍ରାୟ ଖ୍ରୀଷ୍ଟପୂର୍ବ ପ୍ରଥମ ସହସ୍ରାବ୍ଦରେ ବର୍ଣାଶ୍ରମର ସ୍ଥାପନ ହେଲା ଓ ଜାତିଭେଦର ଆଗମନ ହେଲା।

ପଣ୍ଡିତ ନୀଳକଣ୍ଠ ଜାତିଭେଦ ମାନୁନଥିଲେ ଓ ନିଜ ଛାତ୍ରମାନଙ୍କୁ ମଧ୍ୟ ସେହି ଶିକ୍ଷା ଦେଉଥିଲେ ।

ଜାତିଭେଦ, ମହାଜନି ଅତ୍ୟାଚାର, ସ୍ତ୍ରୀଜାତି ପ୍ରତି ଅବ‌ହେଳା କୌଣସିଟି ତାଙ୍କ କବିତାରୁ ବାଦ ଯାଇ ନ ଥିଲା ।

ଲେସବିଆନ ପରିଚୟପ୍ରାପ୍ଟ ମହିଳାମାନେ ଜାତିଭେଦ ଭଳି ଦୃଷ୍ଟିକୋଣ ପାଇବା ଅନୁଭବ କରୁଛନ୍ତି : ଅସମଲିଙ୍ଗୀଙ୍କ (heterosexist) ବାଛବିଚାର, ବନ୍ଧୁ ଓ ପରିବାରର ସଭ୍ୟମାନଙ୍କର ସମ୍ଭାବ୍ୟ ବ‌ହିସ୍କାର ଯୋଗୁ ଲେସବିଆନମାନେ ଅଧିକ ସଂଗଠିତ ହେଉଛନ୍ତି ।

|ବୈଦିକ ଜ୍ୟୋତିଷ ମତେ ଅଶ୍ୱିନୀ ନକ୍ଷତ୍ର ଲିଙ୍ଗ ଭେଦରେ ପୁରୁଷ ଏବଂ ଜାତିଭେଦରେ ବୈଶ୍ୟ ।

| ଜାତିଭେଦ |ଅଚ୍ୟୁତାନନ୍ଦ ଜାତିଭେଦରେ ବିଶ୍ୱାସ ରଖୁନଥିଲେ ।

racism's Usage Examples:

problems of respect when a person from a rigidly class-based culture meets a meritocrat or if there is racism, sexism or religious intolerance in play.


three major types of racism: personally mediated, internalized, and institutionalized.


Bitlaha (applied in south Asia) Burakumin Cagot Castaway Dalit also called outcaste Deviancy Hobo Leatherman Marooning Nomad Ostracism Outlaw Persona non grata.


Because the novel deals with sensitive subject matters, such as domestic violence, puberty, sexual harassment, and racism, it has faced challenges and threats of censorship.


Chechenophobia, Nokhchophobia and Anti-Chechenism refers to fear, dislike, hostility, and racism towards ethnic Chechens and anything related to Chechen culture.


reaching in that they raised consciousness within the school about the perniciousness of institutional racism and its capacity to simultaneously make race-based.


Antilocution often related to the fact that the subject is viewed as an anomaly to the group, for example the subject maybe a newcoming member thus no one actually know the subject so they judge the subject based on their perceptions and stereotyping, often involve racism, ethnic, or gender.


Anti-racism Cancel culture Hashtag activism Political correctness Slacktivism Snowflake Virtue signalling Woke Ohlheiser, Abby (October.


conversation with each other as Hirsch interrogates the roots of racism and dismantles myths.


This carried over into a match against Arsenal as Neville and Manchester United team mate Paul Scholes refused to wear the different anti racism tracksuit top that players from both sides wore.


an example of organized groups attempting to influence the outcome of ostracisms.


to trivialize minister"s experience with racism".


Joan Hooley has publicly accused EastEnders and the BBC of racism and tokenism, for giving her character no significant storylines, and using her as a.



Synonyms:

prejudice, anti-Semitism, bias, antisemitism, white supremacy, preconception,

Antonyms:

advantage, parallel, perpendicular, curve, impartiality,

racism's Meaning in Other Sites