<< quoth quotha! >>

quotha Meaning in Odia (Oriya). ( quotha ଶବ୍ଦର ଓଡିଆ ଅର୍ଥ)



କୋଟା, ପ୍ରକୃତରେ!,

Interjection:

ବାସ୍ତବରେ,

People Also Search:

quotha!
quotidian
quotidians
quotient
quotients
quoting
quotum
quotums
quovadis
quran
r
ra
raad
rab
rabat

quotha తెలుగు అర్థానికి ఉదాహరణ:

ଚିନ୍ ସମ୍ରାଟ ବିଜୟ କରି ଅଧିକାର କରିଥିବା ରାଜ୍ୟ ସବୁ ପୂର୍ବ ଦିଗକୁ ରହିଥିବାରୁ ସମାଧୀର ପୂର୍ବ ଦିଗରେ ଟେରାକୋଟା ସେନାକୁ ମୁତୟନ କରାଯାଇଥିଲା ଓ ଏମାନେ ପୂର୍ବ ପଟରୁ ସମ୍ରାଟଙ୍କ ସମାଧୀର ସୁରକ୍ଷା କରୁଥିଲେ ।

୧୯୭୨ ମସିହାରେ ହୋଇଥିବା ରାଜା ତୁତାନ୍‍ଖାମୁନ୍‍ଙ୍କ ପ୍ରଦର୍ଶନୀ ପରେ ଏହି ଟେରାକୋଟା ସେନା ପ୍ରଦର୍ଶନୀ ବ୍ରିଟିଶ୍ ମ୍ୟୁଜିୟମ୍‍କୁ ସର୍ବାଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥିଲା ।

| ନୋତ୍ସ ସମୂହ | ଆଧାର ସବୁ |CS1 maint: Multiple names: authors list (link) Category:CS1 maint: Multiple names: authors list| ବାହାର ଲିଙ୍କ  କୋଟା ଜିଲ୍ଲା ଭାରତୀୟ ରାଜ୍ୟ ରାଜସ୍ଥାନର ଏକ ଜିଲ୍ଲା ।

|୩୦ ଅଗଷ୍ଟ ୧୯୫୫ରେ କଳିଙ୍ଗ ଏୟାରଲାଇନସର ଡଗଲାସ ଡାକୋଟା ବିମାନ ସିମରା, ନେପାଳଠାରେ ରନବେରୁ ଉଠିବା ବେଳେ ଅତିକ୍ରମ କରୁଥିବା ଜନୈକ ବ୍ୟକ୍ତିଙ୍କୁ ଧକାଦେବାରୁ ବର୍ତ୍ତିବା ପାଇଁ ଆଗୁଆ ଆକାଶମାର୍ଗକୁ ଉଠିଯିବାକୁ ପଡ଼ିଥିଲା ।

|ଯକ୍ଷଗଣ କଳାକେନ୍ଦ୍ର, ହଙ୍ଗରକାଟ୍ଟେ|କୋଟାର (Kota) ହେରେମାଲିଙ୍ଗେଶ୍ୱର ମନ୍ଦିରସ୍ଥ ହଙ୍ଗରକାଟ୍ଟେ ଯକ୍ଷଗଣ କେନ୍ଦ୍ର ବିଦ୍ୟାଳୟ ୧୯୭୨ ମସିହାରେ ନରନାପ୍ପା ଉପ୍ପୂର ସ୍ଥାପନା କରିଥିଲେ ।

ଅନୁମାନ କରାଯାଏ ଯେ ଏହା ପୂର୍ବତନ ଖିଜିଙ୍ଗା ରାଜ୍ୟର ଅଂଶ ଥିଲା, ଯାହାର ମୁଖ୍ୟାଳୟ 'ଖିଜିଙ୍ଗା କୋଟା'ଠାରେ ଥିଲା ।

|୧୯୮୦ ଦଶକରେ ମାଳଦ୍ୱୀପ ସରକାର ଏକ ସଫଳ ଅର୍ଥନୈତିକ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ଯାହା ଆମଦାନୀ କୋଟା ଉଠାଇ ଘରୋଇ କ୍ଷେତ୍ରକୁ ଅଧିକ ସୁଯୋଗ ଦେଇ ଆରମ୍ଭ କରିଥିଲା ।

ପ୍ରାଚୀନ ଚୀନ ଦେଶର ଚିନ୍ (Qin) ରାଜବଂଶର ପ୍ରଥମ ସମ୍ରାଟ ଚିନ୍ ଶି ହୁଆଂଗ୍‍ଙ୍କ କବରରୁ ମାଟି ବା ଟେରାକୋଟା ନିର୍ମିତ ଶହ ଶହ ସୈନିକ ମୂର୍ତ୍ତି ଉଦ୍ଧାର କରାଯାଇଥିଲା ।

ଏଗୁଡ଼ିକ ହେଲେ – ମସିନାଗୁଡ଼ି, ଥିପକାଡ଼ୁ, ମୁଦୁମଲାଇ, କାରଗୁଡ଼ି ଓ ନେଲ୍ଲାକୋଟା

କୋଟାର 4ଟି ବିଜୁଳି ଶକ୍ତି କେନ୍ଦ୍ର ସ୍ଥାପିତ ହୋଇଛି ।

ଯଥା:କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ|ଗ୍ରାମ୍ୟ ବ୍ୟାଙ୍କ: କୌଣସି ଏକ ସରକାରୀ ବ୍ୟାଙ୍କ, ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଅଂଶଧନ ଏହି ବ୍ୟାଙ୍କରେ ଥାଏ।

|ଟେରାକୋଟା|ପାରମ୍ପରିକ ଚିତ୍ରକଳା|ପଥର ଏବଂ କାଠ ଖୋଦେଇ କଳା|ଧାତୁନିର୍ମିତ ହସ୍ତଶିଳ୍ପ ସାମଗ୍ରୀ|ପ୍ରାକୃତିକ ହସ୍ତଶିଳ୍ପ|ଆଦିବାସୀ ହସ୍ତଶିଳ୍ପ|ପ୍ରାକ-ବୟନ ବିଧି|ହାତବୁଣା ବସ୍ତ୍ର| ଦେଖିବା ସମୟ |ସୋମବାର ବ୍ୟତୀତ ସପ୍ତାହର ଅନ୍ୟ ସମସ୍ତ ଦିନ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ଖୋଲା ରହେ ।

|୨୦୧୭ ମସିହା ଅପ୍ରେଲ୍ ୩ରୁ ଜୁଲାଇ ୧୬ ପର୍ଯ୍ୟନ୍ତ ନ୍ୟୁୟର୍କ ନଗରୀର ମେଟ୍ରୋପୋଲିଟାନ୍ ମ୍ୟୁଜିୟମ୍ ଅଫ୍ ଆର୍ଟ୍‍ଠାରେ "Age of Empires: Chinese Art of the Qin and Han Dynasties" ନାମକ ଏକ ପ୍ରଦର୍ଶନୀରେ ମଧ୍ୟ ଅନେକ ଟେରାକୋଟା ସେନା ପ୍ରତିମୂର୍ତ୍ତି ପ୍ରଦର୍ଶିତ ହୋଇଥିଲା ।

quotha's Meaning in Other Sites