<< quickens quickest >>

quicker Meaning in Odia (Oriya). ( quicker ଶବ୍ଦର ଓଡିଆ ଅର୍ଥ)



ଶୀଘ୍ର,

Adverb:

ଶୀଘ୍ର,

quicker తెలుగు అర్థానికి ఉదాహరణ:

ଏହି ପ୍ରକାର ବ୍ୟକ୍ତି ତାଙ୍କର ପ୍ରକଳ୍ପିତ ଉପାୟରେ ଘଟଣା ନଘଟିବାରୁ କିଛି ମାତ୍ରାରେ ଅସନ୍ତୁଷ୍ଟ ଅନୁଭବ କରନ୍ତି କିନ୍ତୁ ଯଥାଶୀଘ୍ର ସମ୍ଭବ ଏହି ଅଘଟଣ ପାଇଁ ଦରକାରୀ ପରିବର୍ତ୍ତନ କରି ନିଜର ଲକ୍ଷପଥରେ ଆଗେଇ ଚାଲନ୍ତି ।

ଅନ୍ୟାନ୍ୟ ଗଣମାଧ୍ୟମଠାରୁ ଶୀଘ୍ର ଓ ସଠିକ ଖବର ପ୍ରସାରଣ କରି, ସମ୍ବାଦ ଶ୍ରୋତାମାନଙ୍କର ଖୁବ ବିଶ୍ୱାସଭାଜନ ହୋଇପାରିଛି ।

ଶୀଘ୍ର ଔଷଧ ଦେଲେ ଫଳପ୍ରଦ ହୁଏ ।

ଜେନୋ ଇଫେକ୍ଟ ଆମକୁ ଶିକ୍ଷା ଦିଏ ଯେ ବାକ୍ସ ଭିତରକୁ ନ ଯାଇ ବିରାଡ଼ିଙ୍କ ମୃତ୍ୟୁ ଏହାର ପରିବେଶ ହେତୁ ବିଳମ୍ବ କିମ୍ବା ତ୍ୱରାନ୍ୱିତ ହୋଇଥାନ୍ତା |||| ଉଦ୍ଦେଶ୍ୟ ପତନ ତତ୍ତ୍ୟ |ଅବଜେକ୍ଟିଭ୍ ପତନ ତତ୍ତ୍ୟ ଅନୁଯାୟୀ, ସୁପରପୋଜିସନ୍ ଶୀଘ୍ର ମାନ ଭାବରେ ନଷ୍ଟ ହୋଇଯାଏ (ବାହ୍ୟ ପର୍ଯ୍ୟବେକ୍ଷଣ ନିର୍ବିଶେଷରେ), ଯେତେବେଳେ କିଛି ଅବଜେକ୍ଟିଭ୍ ଶାରୀରିକ ସୀମା (ସମୟ, ମାସ, ତାପମାତ୍ରା, ପ୍ରତ୍ୟାବର୍ତ୍ତନ ଇତ୍ୟାଦି) ପହଞ୍ଚେ ।

ଏହି ବିଷକ୍ରିୟା ଶୀଘ୍ର ଆରମ୍ଭ ହେଲେ ମଧ୍ୟ ୧୨ ଘଣ୍ଟ ସମୟ ନେଇପାରେ ।

ଶୀଘ୍ର ଚିକିତ୍ସାକୁ ଆସିଥିବା ଲୋକଙ୍କ ମଧ୍ୟରୁ ୬୫% ଲୋକ ୬ ମାସ ମାତ୍ର ବଞ୍ଚି ପାରନ୍ତି ଓ ଡେରିରେ ଆସିଥିବା ରୋଗୀଙ୍କ ମଧ୍ୟରୁ ୧୫ % ମାତ୍ର୍ ୬ ମାସ ବଞ୍ଚନ୍ତି ।

ଭମରାଙ୍କ ଶରୀର ଅତିଶୀଘ୍ର ବଢୁଥିବା ଲମ୍ବାକୁ ସମସ୍ତ ଗ୍ରାମର ଲୋକମାନେ ପରଖି ନେଇଥିଲେ ।

ଅନେକ ଯବକ୍ଷାରଜାନ ବିବନ୍ଧକ ବୀଜାଣୁ ଅବାୟବ ପରିବେଶରେ ରହିଥାନ୍ତି କିମ୍ବା ଅମ୍ଳଜାନର ଶୀଘ୍ର ଶ୍ୱସନ କରି ଏହାର ସ୍ତର କମାଇ ଦିଅନ୍ତି ।

ଆଧୁନିକ ଚିକିତ୍ସା ପଦ୍ଧତିରେ ଏହାର ଲକ୍ଷଣ ଉପଶମ, ଜଟୀଳତା ପ୍ରତିରୋଧ ଓ ଯଥା ଶୀଘ୍ର ଆରୋଗ୍ୟ ନିମନ୍ତେ ଚେଷ୍ଟା କରାଯାଏ ।

ତାଙ୍କ ମା ତାଙ୍କ ଦିଅରକୁ ଦ୍ୱୀତିୟ ବିବାହ କରିଥିଲେ, କିନ୍ତୁ ପିଲାଟିକୁ ସଠିକ ଲାଲନପାଲନ ପୂର୍ବକ ବଂଚାଇବା ପାଇଁ ଶୀଘ୍ର ତାଙ୍କୁ ତୃତୀୟ ବ୍ୟକ୍ତିଙ୍କୁ ବିବାହ କରିବାକୁ ପଡିଲା ।

ନ୍ୟାୟର ଦ୍ୱାର ଅବରୋଧ, ଷଡ଼ଯନ୍ତ୍ର ସିଦ୍ଧାନ୍ତକୁ ଶୀଘ୍ର ସମର୍ଥନ ଓ ଘଟଣାରେ ସରକାରୀ ସହାପରାଧ ପ୍ରମାଣ ଅଭିଯୋଗକୁ ଅଣଦେଖା କରିବା କାରଣକୁ ନେଇ କମିଟି ଖ୍ରୀଷ୍ଟୋଫେ ଜଫ୍ରେଲଟ ଆଦିଙ୍କଦ୍ୱାରା ସମାଲୋଚିତ ହୋଇଥିଲା ।

କୌଣସି ଅଙ୍ଗ ଆଘାତପ୍ରାପ୍ତ ନ ହେଲେ ଉଚ୍ଚ ରକ୍ତଚାପ ଶୀଘ୍ର କମେଇବା ଆବଶ୍ୟକ ନୁହେଁ ।

| ଶୀଘ୍ର ହେଉଥିବା ଜଟିଳତା ||ଏହି ରୋଗ ଯୋଗୁ ଦେହରେ ପୂଜ ସୃଷ୍ଟି, ନିମ୍ନ ରକ୍ତ ଚାପ, ଦୃତ ହୃତ୍‌ପିଣ୍ଡ ଗତି, ଅଧିକ ଉତ୍ତାପ/ ଅତି ନିମ୍ନ ଉତ୍ତାପ ଓ ଦୃତ ଶ୍ୱାସ କ୍ରିୟା ସମାହିତ ହୁଏ ।

quicker's Usage Examples:

but the DJs picked up on "Food for Thought" because it was quicker and chirpier, more dancey, more of a radio track.


It was considered safer and quicker to escape him rather than depressurise and drain down.


cars and placed draconian limits on the power available to prototypes – these prototypes of the late 1960s/early 1970s were comfortably quicker than.


Moving House - Poor Oswald the Ostrich is desperate to fly and Peregrine the Penguin's flipping device gets him up in the air quicker than a gun's bullet.


He continued to paint watercolours for most of the 1850s, before returning to painting with similar subjects and style in oils, which were quicker to produce and sold for better prices.


It is quicker than abseiling (rappelling), although more dangerous, particularly if the person is carrying.


They can also be stored in a semi-compiled format, using the CSAVE command, which allows them to start quicker.


It is quicker and more efficient than a web browser.


of the main memory (RAM), resulting in quicker access to the contents of cached pages and overall performance improvements.


Paden faces off with Cobb in a showdown in the street, and is quicker to the draw.


Upon defeating the dragon, the game starts again with quicker enemies and retaining the player's high score.


The doctors felt this way it would heal quicker, and maybe I could be out there in September.


those in giant slalom, super giant slalom and downhill, necessitating quicker and shorter turns.



Synonyms:

faster,

quicker's Meaning in Other Sites