questionary Meaning in Odia (Oriya). ( questionary ଶବ୍ଦର ଓଡିଆ ଅର୍ଥ)
ପ୍ରଶ୍ନୋତ୍ତର,
Noun:
ପ୍ରଶ୍ନକର୍ତ୍ତା |,
People Also Search:
questionedquestioner
questioners
questioning
questioningly
questionings
questionnaire
questionnaires
questions
quests
quetch
quetched
quetches
quetching
quetzal
questionary తెలుగు అర్థానికి ఉదాహరణ:
ମାର୍ଚ୍ଚ ୨୦୧୫, "ମତେ କିଛି ବି ପଚାରନ୍ତୁ" ରେଡ଼ିଟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ତଥାଗତ ଯୁବକବସ୍ଥାରେ ଗଞ୍ଜେଇ ଟାଣି ଥିବା ଉଲ୍ଲେଖ କରିଥିଲେ ।
ଦୁଆରୀ-ଅର୍ଜୁନଙ୍କ ମଧ୍ୟରେ ପ୍ରଶ୍ନୋତ୍ତର ହୋଇ ଦୁଆରୀ ଅର୍ଜୁନଙ୍କ ଠାରୁ ନିଜକୁ ବଡ଼ ବୋଲି ଦେଖାଇ ତାଙ୍କର ଉପହାସ କରିଥାଆନ୍ତି ।
ଏଭଳି କାର୍ଯ୍ୟକ୍ରମରେ ଆଇନଗତ ଅନୁଷ୍ଠାନ ମାନସିକ ରୋଗୀ ମାନଙ୍କ କ୍ଷେତ୍ରରେ ପ୍ରଦତ୍ତ ସମସ୍ତ ସୁବିଧା ତଥା ଆଇନଗତ ପ୍ରାବଧାନ ସଂପର୍କରେ ଆଲୋଚନା କରିବେ ଏବଂ ସାଧାରଣ ଜନତା ପ୍ରଶ୍ନୋତ୍ତର ମାଧ୍ୟମରେ ତାଙ୍କ ସଂଦେହ ଦୂର କରିବା ସହ କିଛି ମାନସିକ ରୋଗ ବିଶେଷଜ୍ଞ ମଧ୍ୟ ଏଥିରେ ଭାଗ ନେଇ ଲୋକଙ୍କୁ ଏ ବିଷୟରେ ସଚେତନ କରିପାରିବେ ।
ଜନଗଣନା କାର୍ଯ୍ୟରେ ନିୟୋଜିତ ହିନ୍ଦୀ ଭାଷୀ କର୍ମଚାରୀମାନେ ଓଡ଼ିଆ କହି ପାରୁନଥିବାରୁ, ଆବଶ୍ୟକୀୟ ପ୍ରଶ୍ନୋତ୍ତର ଫର୍ମାଟରେ ଉତ୍ତର ଆଦାୟ କରିପାରୁନଥିଲେ ।
| ସ୍ରଷ୍ଟା ଓ ଇତିହାସ |କଥିତ ଅଛି ଯେ ଫେବ୍ରୁଆରୀ ୧୯୬୭ ମସିହାରେ ଦିଲ୍ଲୀ ଦୂରଦର୍ଶନରେ ପ୍ରଦର୍ଶିତ ହେଉଥିବା ଏକ କୁଇଜ ବା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାରତୀୟ ଛାତ୍ର ମାନେ ଗ୍ରୀକ୍ ତଥା ରୋମାନ ପୁରାଣ ଉପରେ ଆଧାରିତ ପ୍ରଶ୍ନ ଗୁଡିକର ଉତ୍ତର ଦେଇ ପାରିଥିଲେ, ମାତ୍ର ରାମାୟଣରେ ରାମଙ୍କ ମାତାଙ୍କ ନାମ କହି ପାରିନଥିଲେ ।
| ଉତ୍ସବ |ଏହି ଦିବସରେ ସାର୍ବଜନିକ ଭାଷଣ, ରେଡ଼ିଓ, ଟେଲିଭିଜନ, ବିଜ୍ଞାନ ଭିତ୍ତିକ ସିନେମା, ବିଜ୍ଞାନ ମେଳା, ରାତ୍ର ଆକାଶକୁ ଦେଖିବା, ଚଳନ୍ତା ପ୍ରକଳ୍ପ, ବକ୍ତୃତା ପ୍ରତିଯୋଗିତା, ଗବେଷଣା ପ୍ରଦର୍ଶନ, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆଦି ହୋଇଥାଏ ।
ଏହି ସବୁ ଲେଖାରେ ସୃଷ୍ଟି, ଦର୍ଶନ, ଧର୍ମ ଓ ଅଧ୍ୟାତ୍ମ ସମ୍ପର୍କିତ ଅନେକ ପ୍ରଶ୍ନୋତ୍ତର ରହିଛି ।
ସାମାଜିକ ମାଧ୍ୟମ ବିଶ୍ଳେଷଣ ବିଜ୍ଞାନ ପାଇଁ ଆବଶ୍ୟକ ବୈଦୁତିକ ମାଧ୍ୟମ ତଥ୍ୟର ଉତ୍ସ ହେଲେ – ବ୍ଲଗ୍, ଫୋରମ୍, ଛବି ସଂଗ୍ରାହକ ସାଇଟ୍, ଉଇକିପିଡ଼ିଆ, ପ୍ରଶ୍ନୋତ୍ତର ୱେବ୍-ସାଇଟ୍ ଇତ୍ୟାଦି ।
|ଦକ୍ଷିଣ ରୋଡେସିଆର Southern Rhodesia କୁତାମା, ଜିମ୍ବାୱେଠାରେ (Kutama) ତାଙ୍କର ପିତା, ଗାବ୍ରିଏଲ ମାଟିବିରି, ଜଣେ ବଢ଼େଇ ଥିଲେ ଓ ବୋନା ଗ୍ରାମୀଣ ଶିଶୁମାନଙ୍କ ନିମନ୍ତେ ଜଣେ ଖ୍ରୀଷ୍ଟିଆନ ପ୍ରଶ୍ନୋତ୍ତର ଶିକ୍ଷକ (Christian catechist) ଥିଲେ ।
ସେତେବେଳେ କଲିକତା ବିଶ୍ୱବିଦ୍ୟାଳୟରେ ବି.ଏ. ପରୀକ୍ଷାର୍ଥୀମାନଙ୍କ ସଂସ୍କୃତ ପରୀକ୍ଷାର ଉତ୍ତର ନିଜ ମାତୃଭାଷରେ ଲେଖିବା ନିୟମ ଥିଲା, କିନ୍ତୁ ପରୀକ୍ଷକ ବଙ୍ଗଳା ଛଡ଼ା ଅନ୍ୟ କୌଣସି ଭାଷା ଜାଣି ନଥିବାରୁ ବଙ୍ଗଳା ବ୍ୟତୀତ ଅନ୍ୟ କୌଣସି ଲିପିରେ ସଂସ୍କୃତ ପ୍ରଶ୍ନୋତ୍ତର ଲେଖିବାକୁ ଅନୁମତି ମିଳୁନଥିଲା ।
ପର୍ଯ୍ୟବେକ୍ଷଣ ଓ ପ୍ରଶ୍ନୋତ୍ତରଦ୍ୱାରା ସମାଜରେ ଓ ଚିକିତ୍ସାଳୟରେ ମାନସିକ ଚିକିତ୍ସକ, ମନୋବିଜ୍ଞାନୀ ଓ ସାମାଜିକ କର୍ମକର୍ତ୍ତାମାନେ ଏହାକୁ ସମୀକ୍ଷା କରନ୍ତି ।
questionary's Usage Examples:
inquisitor, inquisitorial, inquisitory, perquisite, perquisition, prerequisite, quaere, quaestor, query, quest, question, questionable, questionary, questionnaire.
Usually, it is necessary to fill out a questionary and to write a short essay, and to present oneself to a general meeting.
prerequisite, quaere, quaestor, query, quest, question, questionable, questionary, questionnaire, questor, reconquer, reconquest, request, require, requirement.
"Esat Mala fitues i anketës, "Lojtari i muajit"" [Esat Mala winner of questionary “Player of the month”] (in Albanian).
us for the British trials; when she has traced back witch-sabbath and questionary through the centuries of witch and heretic hunting that precede the British;.
In 1985, Zmijani was the winner of questionary "10 best athletes in Albania" made by newspaper Sporti Popullor.
Satu Hassi (Green) has made a questionary for the EU Commission of the retail industry.
part in political life, he participated as a scientific expert in a questionary campaign about the problems of the Jewish community in Poland arranged.
Litwinowicz-Bojarowicz (reżyser)" (retrieved October 27, 2016) "Irena Litvinovič questionary for 2008 parliamentary elections".
of men) identified with the lightest skin colors used in the census questionary, CONAPRED, Mexico, 21 March.