<< queries quern >>

querist Meaning in Odia (Oriya). ( querist ଶବ୍ଦର ଓଡିଆ ଅର୍ଥ)



ଅନୁସନ୍ଧାନକାରୀ, ପ୍ରଶ୍ନକର୍ତ୍ତା,

Noun:

ସନ୍ଧାନ |, ଉଦ୍ଦେଶ୍ୟ, ଇଚ୍ଛିତ ଲକ୍ଷ୍ୟ |, ଅନୁସନ୍ଧାନ |,

People Also Search:

quern
querns
querulous
querulously
querulousness
query
query language
querying
querys
quesadilla
quesadillas
quesnay
quest
quest for
quested

querist తెలుగు అర్థానికి ఉదాహరణ:

ହେଲେ ବିମାନ ନିଖୋଜର ଦୁଇ ସପ୍ତାହ ପଯ୍ର୍ୟନ୍ତ କୈାଣସି ଟେର ପାଇନଥିଲେ ଅନୁସନ୍ଧାନକାରୀ ଦଳ ଆମେରିକା, ଜାପାନ, ଚୀନ, ରଷିଆ, ଅଷ୍ଟ୍ରେଲିଆ ଓ ଭାରତ ସମେତ ୨୬ଟି ଦେଶର ୩୨ଟି ବିମାନ ଓ ୪୦ଟି ଜାହାଜ ବିମାନକୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।

୨୬ଟି ଦେଶର ଅନୁସନ୍ଧାନକାରୀ ଦଳ ନିଖୋଜ ବିମାନର ସନ୍ଧାନରେ ଲାଗି ପଡ଼ିଥିଲେ ।

ସିବିଆଇର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ୨୦୧୫ ଫେବୃଆରି ୨୫ରେ ମାମଲାର ତଦନ୍ତ ଆରମ୍ଭ କରିଥିଲେ ।

| ଧାର୍ମିକ ମହତ୍ତ୍ୱ |୨୦୦୭ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା, ଇଟାଲି ଓ ନେପାଳର ବିଭିନ୍ନ ଅନୁସନ୍ଧାନକାରୀ ଲୋମାନ୍ଥାଙ୍ଗ ନିକଟସ୍ଥ ଗୁମ୍ଫାମାନଙ୍କରୁ ତ୍ରୟୋଦଶ ଶତାବ୍ଦୀ କାଳର ଅନେକ ବୌଦ୍ଧ ଚିତ୍ର, ପାଣ୍ଡୁ ଲିପି, ମୃତ୍ତିକା ପାତ୍ରର ଅବଶେଷ ଓ କାରୁକାର୍ଯ୍ୟ ବିଶିଷ୍ଟ ବସ୍ତୁର ସନ୍ଧାନ ପାଇଥିଲେ ।

ଛତ୍ରପାଳ ସିଂହ ଦୋଷୀ ବୋଲି ଅନୁସନ୍ଧାନକାରୀ ଦଳ ରିପୋର୍ଟ ଦେବାପରେ ତାଙ୍କୁ ରାଜ୍ୟ ସଭାରୁ ବରଖାସ୍ତ କରାଯାଇଥିଲା ।

ଚାଇନାର ଭ୍ରମଣକାରୀ ଫାହିୟାନ ପ୍ରାୟ ୪୧୦AD / CE ପୂର୍ବରୁ ଶ୍ରୀଲଙ୍କା ଗସ୍ତ କରିଥିଲେ ଏବଂ ଦ୍ୱାଦଶ ଶତାବ୍ଦୀରେ ଇଟାଲୀୟ ଅନୁସନ୍ଧାନକାରୀ ମାର୍କୋ ପୋଲୋ ମଧ୍ୟ ଶ୍ରୀଲଙ୍କାକୁ ବିଶ୍ୱର ସର୍ବୋତ୍ତମ (ଆକାରରେ) ଦ୍ୱୀପ ବୋଲି ଦାବି କରିଥିଲେ ।

୨୦୧୫ ମସିହା ଜୁନ୍ ୧୦ ତାରିଖରେ ସ୍ୱିସ୍ ଅନୁସନ୍ଧାନକାରୀ ସଂସ୍ଥା ସେପ୍ ବ୍ଲାଟର୍‍ଙ୍କ ସମସ୍ତ କାର୍ଯ୍ୟାଳୟର କମ୍ପ୍ୟୁଟରରୁ ବହୁ ତଥ୍ୟ ବରାମତ କରିଥିଲେ ।

|୨୦୧୫ ମସିହା ଜୁନ୍ ୪ ତାରିଖରେ ଚକ୍ ବ୍ଲେଜର୍ ପଚରାଉଚରା ବେଳେ ସେ ଏବଂ ଅନେକ ଫିଫା ଅଧିକାରୀ ୧୯୯୮ ଓ ୨୦୧୦ ବିଶ୍ୱକପର ଆୟୋଜନକୁ ନେଇ ଲାଞ୍ଚ ଗ୍ରହଣ କରିଥିବା ବିଷୟ ଏଫ୍. ବି. ଆଇ. ଓ ସ୍ୱିସ୍ ଅନୁସନ୍ଧାନକାରୀ ସଂସ୍ଥାଙ୍କ ସମ୍ମୁଖରେ ମାନିଥିଲେ ।

ଏହି ବିଲ୍ ଧାରା ୧୮ଏ (୧) (ବି) ଅନୁସାରେ, "କୌଣସି ବ୍ୟକ୍ତିଙ୍କ ବିରୋଧରେ ଏହି ଅଧିନିୟମ ଅନୁଯାୟୀ ଅପରାଧ କରିଥିବା ଅଭିଯୋଗ କରାଯାଇଥିଲେ ତାଙ୍କ ଗିରଫ ପାଇଁ ଅନୁସନ୍ଧାନକାରୀ ଅଫିସର କୌଣସି ଅନୁମୋଦନ ଆବଶ୍ୟକ କରିବେ ନାହିଁ ।

querist's Usage Examples:

prove the validity of their ministerial acts,’ 1717; ‘The Anti Counter-querist counter-queried,’ n.


For example, the querist may wish to know whether pujas and festivals are being conducted strictly.


and satisfactory; but particulars must be left to the sagacity of the querist himself, because propriety does not admit of explanation.


asking for advice reasons with him: "But then, senor governor," replied the querist, "the man will have to be divided into two parts; and if he is divided.


astrology): Predictions based on time when a question is asked by querent / querist.



querist's Meaning in Other Sites