punitory Meaning in Odia (Oriya). ( punitory ଶବ୍ଦର ଓଡିଆ ଅର୍ଥ)
ଦଣ୍ଡବିଧାନ, ଦଣ୍ଡନୀୟ,
ଦଣ୍ଡ ଦେବା,
People Also Search:
punjabpunjabi
punjabis
punk
punka
punkah
punkahs
punkas
punkies
punks
punky
punned
punner
punners
punnet
punitory తెలుగు అర్థానికి ఉదాహరణ:
ସେହିପରି ବିଚାରବିଭାଗ ଏହି ଆଇନ ଗୁଡିକର ତର୍ଜମା, ବ୍ୟାଖ୍ୟା ଓ ସମୀକ୍ଷା କରେ ତଥା ଦୋଷୀକୁ ଦଣ୍ଡବିଧାନ କରେ ।
ଚତୁର୍ଥ ଅଧିକରଣରେ ଆପରାଧିକ ଦଣ୍ଡବିଧାନ ସମ୍ପର୍କିତ ବର୍ଣ୍ଣନା ରହିଛି ।
ସେଠାରେ ଦଣ୍ଡବିଧାନ ମଧ୍ୟ ହେଉଥିଲା ।
କ୍ରିମିନାଲ ଲ’ (ସଂଶୋଧନ) ଅାଇନ, ୨୦୧୩ , ଧାରା ୩୫୪ରେ ଅଭିଯୁକ୍ତର ଦଣ୍ଡବିଧାନ ପ୍ରଣୀତ ହେଲା ।
ଦଫା ୧୧୯ ଅନୁସାରେ ସେହି ସରକାରୀ କର୍ମଚାରୀ ଯଦି ପୂର୍ବରୁ ଅପରାଧ ଘଟିବାକୁ ଯାଉଛି ଜାଣି ତାହା ନ ଜଣାନ୍ତି ଓ ଭୁଲ୍ ତଥ୍ୟ ପ୍ରଦାନ କରନ୍ତି ତା'ହେଲେ ଯଦି ଅପରାଧ ଘଟେ ତା’ହେଲେ ମୂଳ ଅପରାଧ ପାଇଁ ଦଣ୍ଡବିଧାନ କରାଯାଇଥବା ଦଣ୍ଡର ଅଧା ଦଣ୍ଡ ଓ ଜୋରିମାନା ଦିଆଯିବ ।
|ପବ୍ଲିକ ସର୍ଭିସ କମିଶନ ବା ସାଧାରଣ ପ୍ରଶାସନିକ ସେବା ଆୟୋଗ: ଏହା ରାଜନୀତିର ରଙ୍ଗ ପରିବର୍ତ୍ତନ ଓ ଝଡ଼ଝଞ୍ଜା ଭିତରେ ପ୍ରଶାସନିକ ସେବା ସଂସ୍ଥାକୁ ନିରପେକ୍ଷ ଓ ସଚ୍ଚୋଟ କରି ରଖିବା ପାଇଁ କର୍ମଚାରୀ ନିର୍ବାଚନ ଓ ଦଣ୍ଡବିଧାନ କାର୍ଯ୍ୟ କରୁଛି ।
ମାଡ୍ରାସ ଏବଂ ବ୍ରିଟିଶ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ଦଣ୍ଡବିଧାନ କଲୋନୀ ଉପରେ ଜର୍ମାନ ଆକ୍ରମଣ ସହିତ ଗଦର ପାର୍ଟିର ନିର୍ଦ୍ଦେଶ।
|ଏହି ଅଧିନିୟମର ଧାରା ୭ରେ ଦଣ୍ଡବିଧାନ କଥା ଉଲ୍ଲେଖ ରହିଛି ।
|ପୌରାଣିକ ମତେ ମୃତ୍ୟୁର ଦେବତା ଯମ ଅତ୍ୟନ୍ତ କଠୋର ଓ ମର୍ମତୁଦ, ସେ ପ୍ରାଣୀର କର୍ମ ଅନୁସାରେ, ମୃତ୍ୟୁପରେ ଦଣ୍ଡବିଧାନ କରନ୍ତି ।
ସେହିଠାରେ ଦଣ୍ଡବିଧାନ ମଧ୍ୟ ହୁଏ ।
| ଦଣ୍ଡବିଧାନ |ଅଧିନିୟମର ଧାରା ୬ ପ୍ରକାରେ କୌଣସି ବ୍ୟକ୍ତି ଯଦି ଧାରା ୩ କିମ୍ବା ଧାରା ୪ର ଖିଲାପ କରିବାର ଦୋଷୀ ସାବ୍ୟସ୍ତ ହୁଏ, ତେବେ ସେ ପ୍ରଥମ ଦୋଷ ପାଇଁ ଦୁଇ ବର୍ଷ ପର୍ଯ୍ୟନ୍ତ କାରାବାସ ସହିତ ଦୁଇ ହଜାର ଟଂକା ଜୋରିମାନା ଦଣ୍ଡରେ ଦଣ୍ଡିତ ହେବ ଏବଂ ପରବର୍ତ୍ତୀ ଖିଲାପ ପାଇଁ ସର୍ବନିମ୍ନ ୬ ମାସରୁ ପାଞ୍ଚ ବର୍ଷ କାରାବାସ ସଜା ସହ ଦଶ ହଜାର ଟଂକାରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦଣ୍ଡରେ ଦଣ୍ଡିତ ହୋଇପାରେ ।
punitory's Usage Examples:
Director of New Netherland (1633–1638), suggests that at least some type of punitory building was built on the site during his term in office.
” The so-called war had widespread effects, including an even more punitory criminal justice system.
Synonyms:
relatiative, vindicatory, penitentiary, penal, correctional, retributory, retaliatory, retributive, punitive,
Antonyms:
rehabilitative, inculpatory, unjust, impenitent, unrepentant,