pulpifying Meaning in Odia (Oriya). ( pulpifying ଶବ୍ଦର ଓଡିଆ ଅର୍ଥ)
ନଡ଼ିଆ,
Adjective:
ପାବକ୍ |,
People Also Search:
pulpilypulpiness
pulping
pulpit
pulpited
pulpiteer
pulpiter
pulpitry
pulpits
pulpous
pulps
pulpwood
pulpwoods
pulpy
pulque
pulpifying తెలుగు అర్థానికి ఉదాహరణ:
ଏହି ଦ୍ୱୀପଟିରେ ମୁଖ୍ୟତଃ ନଡ଼ିଆ ଗଛସବୁ ରୋପଣ କରାଯାଇଛି ।
|ପ୍ରକାରଭେଦ |Potala rasa (cropped).jpg|ଦେଉଳିଆ ପୋଟଳ ରସା|Potala rasa.jpg|ପୋଟଳ ରସା|Potala alu rasa.jpg|ପୋଟଳ ଆଳୁ ରସା|ଦେଉଳିଆ ପୋଟଳ ରସା ପିଆଜ, ରସୁଣ ଆଦି ନ ପଡ଼ି ସାଧାରଣତଃ ଜଗନ୍ନାଥ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିର ଭୋଗରେ ନଡ଼ିଆ, ଜିରା, ଅଦା ଆଦି ସହ ରନ୍ଧା ହେଉଥିଲା ବେଳେ ଅନ୍ୟାନ୍ୟ ରନ୍ଧାରେ ଏଥିରେ ଆଳୁ ସହ ମସଲାରେ ପିଆଜ ଓ ରସୁଣ ବଟା, ଗରମ ମସଲା, ଚିନି, ଦହି, ଓ ଚାରମଗଚ ଆଦି ପଡ଼ି ରନ୍ଧା ଯାଇଥାଏ ।
ନଡ଼ିଆରେ ଥିବା ତିନୋଟି ଆଖିକୁ ଶିବଙ୍କ ନୟନତ୍ରୟ ବୋଲି ଗଣାଯାଏ ।
|ଫଳ|ଅନ୍ୟାନ୍ୟ ଫଳମାନଙ୍କ ଭଳି ନଡ଼ିଆରେ ମଧ୍ୟ ୩ଟି ସ୍ତର ଥାଏ ।
ଏଥିପାଇଁ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡ଼ିଆରଏଫ)ର ୧୫ଟି ଦଳ ଏବଂ ଓଡ଼ିଶା ବିପର୍ଯ୍ୟୟ ରାପିଡ଼ ଆକ୍ସନ ଫୋର୍ସ (ଓଡ୍ରାଫ)ର ୧୦ଟି ଦଳକୁ ଉଦ୍ଧାର ଓ ଥଇଥାନ ନିମନ୍ତେ ଏସବୁ ଜିଲ୍ଲାରେ ନିୟୋଜିତ କରାଯାଇଛି ।
ତେବେ ଉପକୂଳ ଓଡ଼ିଶାର ମୁଖ୍ୟ ଫସଲ ଧାନ ଓ ବହୁଳ ଭାବେ ଉତ୍ପାଦିତ ହେଉଥିବା ନଡ଼ିଆ ପାଇଁ ଏହି ବ୍ୟଞ୍ଜନର ଉଦ୍ଭବ ହେଇଥିବା ଅନୁମାନ କରାଯାଏ ।
|ବାଳ ଝଡୁଥିଲେ ଚମ୍ପାଫୁଲକୁ ନଡ଼ିଆ ତେଲରେ ପକାଇ, ତାକୁ କିଛି ଦିନ ରଖି ସେହି ତେଲକୁ ମୁଣ୍ଡରେ ମାରିଲେ ଚୁଟି ଉପୁଡା ବନ୍ଦ ହୁଏ।
ଏହା ଏକ ମସଲାଯୁକ୍ତ ଓ ଖଟାଳିଆ ସ୍ୱାଦବିଶିଷ୍ଟ ସୁପ୍ ଏବଂ ଏହାର ପ୍ରସ୍ତୁତିରେ ନଡ଼ିଆ କ୍ଷୀର ବ୍ୟବହୃତ ହୋଇଥାଏ ।
ଏବଂ ଅରୂଣ ସ୍ତମ୍ଭ ଆଗରେ ଠିଆହୋଇ, ଦାସିଆ ବାଉରୀର ନାଁ ନେଇ ପ୍ରଭୁଙ୍କୁ ନଡ଼ିଆ ଦେବାପାଇଁ ସେ ନିଜ ଗାଁ ଲୋକଙ୍କୁ ଅନୁରୋଧ କରିଥିଲେ ।
ଝିଅମାନେ ଶଙ୍ଖ ହୁଳହୁଳି ଦେଇ ପାହାଡ଼ରେ ମୁଢ଼ି ଓ ନଡ଼ିଆ ଧରି ପହଞ୍ଚିଥାନ୍ତି ।
| ସାମଗ୍ରୀ |ଦେଉଳିଆ ପୋଟଳ ରସା ତିଆରି ପାଇଁ ପୋଟଳ, ଜିରା, ବଟା ନଡ଼ିଆ ରସ, ନାଲିଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ସୋରିଷ ତେଲ ଓ ଲୁଣ ଆଦି ବ୍ୟବହୃତ ହେଉଥିବା ବେଳେ ଘରୋଇ ରନ୍ଧାରେ ପିଆଜବଟା, ଅଦାବଟା, ରସୁଣବଟା, ଗରମ ମସଲା, ଚିନି, ଦହି, ଓ ଚାରମଗଚ ଆଦି ମଧ୍ୟ ବ୍ୟବହୃତ ହୋଇଥାଏ ।
କାରଣ ଓଡ଼ିଶାର ପ୍ରସିଦ୍ଧ ବଇଆ କୋରା, ନଡ଼ିଆ ବ୍ୟତୀରେକେ ପ୍ରସ୍ତୁତ ହୋଇପାରିବ ନାହିଁ ।