pulmo Meaning in Odia (Oriya). ( pulmo ଶବ୍ଦର ଓଡିଆ ଅର୍ଥ)
ପଲମୋ, ଫୁସଫୁସ,
People Also Search:
pulmonariapulmonary
pulmonary artery
pulmonary circulation
pulmonary emphysema
pulmonary stenosis
pulmonary trunk
pulmonary tuberculosis
pulmonary vein
pulmonata
pulmones
pulmonic
pulmonics
pulp
pulp magazine
pulmo తెలుగు అర్థానికి ఉదాహరణ:
ପଲମୋନାରି ସରଫାକ୍ଟାଣ୍ଟ କୃତ୍ରିମ ଉପାୟରେ ପ୍ରସ୍ତୁତ କରାଯାଇପାରେ ବା ଗାଈ ବା ଘୁଷୁରୀର ଫୁସଫୁସରୁ ପୃଥକ କରାଯାଇପାରେ ।
ସମାନ ଲକ୍ଷଣ ପ୍ରକାଶ କରୁଥିବା ବ୍ରଙ୍କୋପଲମୋନାରୀ ଡିଶପ୍ଲାସିଆ ଓ ଓବଲିଟରେଟିଭ ବ୍ରୋଙ୍କାଇଟିସ ରୋଗ ସମ୍ଭାବନା ରହିପାରେ ।
ଡିଭିଟି ଓ ପଲମୋନାରି ଏମ୍ବୋଲିଜ୍ମ ଉଭୟ ଥିଲେ ତାହାକୁ ଭେନସ ଥ୍ରୋମ୍ବୋଏମ୍ବୋଲିଜ୍ମ (venous thromboembolism ବା VTE) କୁହାଯାଏ ।
|ଆଧାର|ଅନ୍ୟାନ୍ୟ ଲିଂକ୍|ପକ୍ଷୀ|ଚିଲିକା ପଲମୋନାରି ହାଇପରଟେନସନ ବା ପିଏଚ ବା ପିଏଚଟିଏନ (ଇଂରାଜୀ ଭାଷାରେ pulmonary hypertension/ PH/ PHTN) ଏକ ରୋଗ ଯେଉଁଥିରେ ଫୁସଫୁସୀୟ ରକ୍ତନଳୀ (arteries of the lungs) ମଧ୍ୟରେ ରକ୍ତ ଚାପ (blood pressure) ଅଧିକ ହୋଇଯାଏ ।
|କାର୍ଡ଼ିଓପଲମୋନାରି ରିସସିଟେସନ (cardiopulmonary resuscitation ବା CPR) ଓ ଡିଫିବ୍ରିଲେସନ defibrillation କରି ଏହାର ଚିକିତ୍ସା କରାଯାଏ ।
| ଆଧାର |ଚିକିତ୍ସା ବିଜ୍ଞାନ|ପରଜୀବୀ ରୋଗ ଆସେଟିଲସିସ୍ଟିନ, ଅନ୍ୟ ନାମ ଏନ-ଆସେଟିଲସିସ୍ଟିନ ବାr ଏନ-ଆସେଟିଲ-ଏଲ-ସିସ୍ଟିନ (ଏନଏସି), ଏକ ଔଷଧ ଯାହା ପାରାସେଟାମୋଲ(ଆସେଟାମିନୋଫେନ) ଅଧିକମାତ୍ରା (overdose) ନିମନ୍ତେ ଦିଆଯାଏ ଓ ସିସ୍ଟିକ ଫାଇବ୍ରୋସିସ ତଥା କ୍ରନିକ ଅବସ୍ଟ୍ରକ୍ଟିଭ ପଲମୋନାରି ଡିଜିଜ ରୋଗମାନଙ୍କରେ ବହଳିଆ ଖଙ୍କାର ପତଳା କରିବା ପାଇଁ ଦିଆଯାଏ ।
| ଆଧାର |୧୯୪୦ ଜନ୍ମ|୨୦୦୮ ମୃତ୍ୟୁ|ଓଡ଼ିଆ ଲୋକ|ବରଗଡ଼ ଜିଲ୍ଲାର ଲୋକ|୫ମ ଓଡ଼ିଶା ବିଧାନ ସଭାର ସଭ୍ୟ ଆଲ୍ଟେପ୍ଲେସ (ଇଂରାଜୀ ଭାଷାରେ Alteplase/ T-PA) ଏକ ଥ୍ରମ୍ବୋଲାଇଟିକ ଔଷଧ ଯାହା ଆକ୍ୟୁଟ ଏସଟି ଏଲିଭେସନ ମାୟୋକାର୍ଡ଼ିଆଲ ଇନଫାର୍କସନ, ନିମ୍ନ ରକ୍ତଚାପ ଜନିତ ପଲମୋନାରି ଏମ୍ବୋଲିଜ୍ମ, ଆକ୍ୟୁଟ ଇସକେମିକ ଷ୍ଟ୍ରୋକ ଓ ଅବରୋଧ ହୋଇଥିବା ସେଣ୍ଟ୍ରାଲ ଭେନସ ଆକସେସ ଡିଭାଇସମାନଙ୍କ ଚିକିତ୍ସାରେ ବ୍ୟବହୃତ ହୁଏ ।
ପ୍ରାରମ୍ଭରେ ସାଧାରଣଃ କୌଣସି ଲକ୍ଷଣ ଦେଖାଯାଏ ନାହିଁ କିନ୍ତୁ ପରବର୍ତ୍ତୀ ସମୟରେ ଅଣନିଶ୍ୱାସ, ଓଜନ ବୃଦ୍ଧି ହୋଇପାରେନି, କିମ୍ବା ବ୍ୟାୟାମ କରିବାରେ ଅସୁବିଧା ହୋଇପାରେ | ରୋଗ ଜଟିଳ ହେଲେ ଅନ୍ତର୍ଭୁକ୍ତ କରିପାରେ ହୃଦ୍ପାତ, ପଲମୋନାରି ହାଇପରଟେନସନ, ନେକ୍ରୋଟାଇଜିଙ୍ଗ ଏଣ୍ଟେରୋକୋଲାଇଟିସ, ବୃକ୍କ ବିଫଳତା, ଏବଂ ନିଳୟ ଭିତରେ ରକ୍ତସ୍ରାବ ।
ରୋଗୀର ପଲମୋନାରି ଭଲ୍ଭ ସ୍ଟେନୋସିସ (pulmonary valve stenosis) ଥାଇପାରେ ।
ଆରିଦମିଆ (irregular heart rate) ଓ ପଲମୋନାରି ରିଗର୍ଜିଟେସନ (pulmonary regurgitation) ଭଳି ଦୀର୍ଘସ୍ଥାୟୀ ସମସ୍ୟା ରହିପାରେ ।
pulmo's Usage Examples:
consonants (and possibly also some affricates) with a mixed glottalic ingressive and pulmonic egressive airstream mechanism.
responders must consult verbally with a physician before officially pronouncing a patient deceased, but once cardiopulmonary resuscitation is initiated.
inspiratory "squawk" in extrinsic allergic alveolitis and other pulmonary fibroses".
The pulmonary veins are the veins that transfer oxygenated blood from the lungs to the heart.
arrest includes immediate cardiopulmonary resuscitation (CPR) and, if a shockable rhythm is present, defibrillation.
Aortic and pulmonary stenosis may cause an ejection click immediately after S1.
consists of an extensive paraesophageal devascularization up to the inferior pulmonary vein and esophageal transection.
Other causes include bacterial infection, pneumonia, pulmonary.
also a major advance so that complicated procedures such as pulmonary lobectomy could be performed safely.
The mammalian heart is divided between the systemic and the pulmonary circulation, generally agreed upon as left and right sided circuits.
incorporating a CO2 absorber Ca, the oxygen content of blood taken from the pulmonary vein (representing oxygenated blood) Cv, the oxygen content of blood from.
The scientific name Pulmonaria is derived from Latin pulmo (lung).
Peripheral pulmonary artery stenosis.