<< puissant puja >>

puissantly Meaning in Odia (Oriya). ( puissantly ଶବ୍ଦର ଓଡିଆ ଅର୍ଥ)



ଖୁସିରେ,

Adjective:

ପ୍ରଭାବଶାଳୀ,

People Also Search:

puja
pujas
puke
puked
pukeko
puker
pukes
puking
pukka
puku
pula
pulao
pulchritude
pulchritudes
pulchritudinous

puissantly తెలుగు అర్థానికి ఉదాహరణ:

ପିଠାପଣା, ମାଂସ ଖାଇ ଶିଶୁଠାରୁ ବୃଦ୍ଧ ସମସ୍ତେ ବେଶ ହସଖୁସିରେ ଏହି ପର୍ବକୁ ପାଳନ କରିଥାନ୍ତି ।

|୨୦୧୮ ମସିହାରେ ସେ ଓଡ଼ିଆ କଥାଚିତ୍ର ରହସ୍ୟରେ ଏବଂ ୨୦୧୯ ମସିହାରେ ଖୁସିରେ ଅଭିନୟ କରିଥିଲେ ।

ସେମାନଙ୍କୁ ଯିଏ ଯାହା ଦେଲେ ସେମାନେ ତାକୁ ଖୁସିରେ ଗ୍ରହଣ କରନ୍ତି ଏବଂ ଅଧିକ କିଛି ଦାବି କରନ୍ତି ନାହିଁ ।

ସେହି ଦିବ୍ୟସୁନ୍ଦରୀ ନାରୀକୁ ଦେଖି ସମସ୍ତେ ଏକ ନୟନରେ ତାକୁ ହିଁ ଚାହିଁ ରହିବାରୁ ଭଗବାନ୍‌ କହିଲେ- ‘ୟାଙ୍କୁ ନେଇ ଇନ୍ଦ୍ରଙ୍କୁ ଦେଇ କହିବ କି ଏ ନାରୀର ସେବା କରି ଖୁସିରେ ତୁମ୍ଭେମାନେ ଆଣିଛ ବୋଲି ଓ ନରନାରାୟଣ ଉର୍ବଶୀ ନାମ୍ନୀ ଏ ଦିବ୍ୟନାରୀକୁ ଆପଣଙ୍କ ଚିତ୍ତ ବିନୋଦନ ନିମନ୍ତେ ଆମ ସହିତ ପଠାଇଛନ୍ତି, ତାହା ସାଦରେ ଗ୍ରହଣ କରନ୍ତୁ ’।

ଏହା ଶୁଣି ଘରେ ସମସ୍ତଙ୍କ ମନ ଖୁସିରେ ନାଚି ଉଠିଲା ।

ମଣ୍ଡେଲା ପାରିବାରିକ ଜୀବନ ଖୁସିରେ କାଟୁଥିଲେ ଓ ନିଜର ମା ଏବଂ ଭଉଣୀ ଲିଆବିଙ୍କୁ ନିଜ ପାଖରେ ରଖିଥିଲେ ।

ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି ।

ଲୋକମାନେ ରାଉଳକୁ ଧନ୍ୟ ଧନ୍ୟ କରି ଖୁସିରେ ରହିଲେ ।

ସେହି ସମୟରେ ସେମାନେ କରମା ଦେବତା ( GOD of FATE)ଙ୍କ ପୂଜା ଅର୍ଚନା କରନ୍ତି ଓ ଖୁସିରେ ଏହି ନୃତ୍ୟ ପ୍ରଦର୍ଶନ କରନ୍ତି ।

ଅତି ସନ୍ତୋଷରେ ରାତ୍ରୀ ଭୋଜନ କରି, ଅତିଥି ଜଣକ ଖୁସିରେ ଚାଲିଯାଇଥିଲେ ।

ପ୍ରକୃତି ଏଠାରେ ତାର ସମସ୍ତ ସଂଭର ଅଜାଡି ଦେଇଥିବା ବେଳେ ଦେଶ ଓ ବିଦେଶରୁ ଅନେକ  ପର୍ଯ୍ୟଟକ ମାନେ ଏଠାରେ ଖୁସିରେ ଟ୍ରେକିଂ କରିବାକୁ ଆସିଥାନ୍ତି ।

ତୁମେ ସେଠାରେ ଖୁସିରେ କାଳାତିପାତ କରି ମୋର ନାମ ଧ୍ୟାନ କରି ନିର୍ଭୟରେ ବଞ୍ଚ ।

ଏହା ପରେ ଭକ୍ତ ଦାସିଆ ଖୁସିରେ ବିଭୋର ହୋଇ, ପତ୍ନୀଙ୍କ ପାଖକୁ ଯାଇ ସବୁ କିଛି ଘଟଣା ସମ୍ପର୍କରେ ବ୍ୟଖ୍ୟା କରିଥିଲେ ।

puissantly's Meaning in Other Sites