<< publishing firm pubs >>

publishment Meaning in Odia (Oriya). ( publishment ଶବ୍ଦର ଓଡିଆ ଅର୍ଥ)



ପ୍ରକାଶନ,

Noun:

ଦଣ୍ଡ, ଦଣ୍ଡ ଦିଅ |, ଦୋଷ, ଦୋଷୀ, ପ୍ରତିଶୋଧ,

People Also Search:

pubs
pucca
puccini
puccinia
puccoon
puccoons
puce
pucelage
pucelle
puck
pucka
pucker
puckered
puckering
puckers

publishment తెలుగు అర్థానికి ఉదాహరణ:

ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଦର୍ଶନ ଏବଂ କୃଷ୍ଣଭକ୍ତିର ପ୍ରଚାର ନିମିତ୍ତ ଉକ୍ତ ପତ୍ରିକାର ଲେଖା, ସଂପାଦନା, ପତ୍ରିକା ଡିଜାଇନ, ସଂଶୋଧନ, ବିତରଣ ତଥା ପ୍ରକାଶନ ଏ ସମସ୍ତ ଦାୟିତ୍ୱ ସେ ନିଜେ ବହନ କରିଥିଲେ ।

| ଧାରଣା |ପ୍ରାଥମିକ ବଜାରରେ ବଣ୍ଡ ପ୍ରକାଶନ କିମ୍ବା ଆଇପିଓ (Initial Public Offering)ଦ୍ୱାରା ଶେୟାରଦ୍ୱାରା କମ୍ପାନୀ, ସରକାର କିମ୍ବା ସାର୍ବଜନିକ କ୍ଷେତ୍ରୀୟ ସଂସ୍ଥାଗୁଡିକ ପୁଞ୍ଜି ସଂଗୃହିତ କରନ୍ତି ।

ପଣ୍ଡିତ ଗୋପୀନାଥ ନନ୍ଦଙ୍କ "ଓଡ଼ିଆ ଶବ୍ଦତତ୍ତ୍ୱବୋଧ ଅଭିଧାନ"ର ମୁଦ୍ରଣ ଖର୍ଚ୍ଚ, ଗୋପାଳକୃଷ୍ଣ ପଦ୍ୟାବଳୀର ପ୍ରକାଶନ, ଜଗବନ୍ଧୁ ସିଂହଙ୍କ "ପ୍ରାଚୀନ ଉତ୍କଳ" ପ୍ରକାଶନ, ସିଂହଭୂମି ଅଞ୍ଚଳରେ ଓଡ଼ିଆ ଭାଷାର ପ୍ରସାର ଓ ପ୍ରଚାର ,"ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ୫ମ ଖଣ୍ଡ"ର ମୁଦ୍ରଣ ଓ ବହୁ କାବ୍ୟର ପ୍ରକାଶନ ପାଇଁ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ଯୋଗାଇ ଦେଇ ଗଜପତି ନିଜକୁ ଜଣେ ସାହିତ୍ୟାନୁରାଗୀ ଭାବରେ ପରିଚୟ ଦେଇଥିଲେ ।

୩ ବର୍ଷ ପରେ ପୁଣି ୨୦୧୩ ମସିହାରେ ଏହାର ପ୍ରକାଶନ ବନ୍ଦ ହୋଇଥିଲା ।

ସାନ୍ତାଳୀ ଭାଷାଭାଷୀମାନେ ଦୀର୍ଘଦିନ ଧରି ନିଜ ମାତୃଭାଷାରେ ଶିକ୍ଷାରୁ ବଞ୍ଚିତ ହୋଇଥିବାରୁ ଏହା ସାନ୍ତାଳୀ ସମୂହ ପାଇଁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରକାଶନ

| ଇତିହାସ |ପ୍ରଜାତନ୍ତ୍ର ୨ ଅକ୍ଟୋବର ୧୯୨୩ରୁ ଏକ ସାପ୍ତାହିକ ଖବରକାଗଜ ରୁପେ ପ୍ରଥମେ ବାଲେଶ୍ୱରରୁ ଏହାର ପ୍ରକାଶନ ଆରମ୍ଭ କରାଯାଇଥିଲା ।

ପାଠକ ଓ ଗ୍ରାହକ ଅଭାବରେ ଏହାର ପ୍ରକାଶନ ବାଧାପ୍ରାପ୍ତ ହୋଇଥିବାରୁ ଲେସଲି ଓଡ଼ିଶାର ତତ୍କାଳୀନ କମିଶନର ସାମୁଏଲ୍ସଙ୍କୁ ଆର୍ଥିକ ଅନୁଦାନ ପାଇଁ ଅନୁରୋଧ କରିଥିଲେ ।

ସେହି ସଂସ୍କୃତି ଅଧିକ ଜଟିଳ ପ୍ରକାଶନ ଉପକରଣ ଏବଂ ଅନ୍ୟ ଉପକରଣର ବିକାଶ କରିଥିଲା , ଯେପରି ରିବନ ରୀଡ଼ , ବଂଶୀ ଏବଂ ତୁରୀ ।

ସେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଏବଂ ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ତାଙ୍କ ଉଦ୍ୟମରେ ଜାତୀୟକବି ବୀରକିଶୋର ଗ୍ରନ୍ଥାବଳୀ ପ୍ରକାଶନର ବ୍ୟବସ୍ଥା କରାଯାଇଥିଲା ।

୨୦୧୦ ମସିହାରେ ରାଜକୁମାର ଏହି ଉପନ୍ୟାସଟିର ଇଂରାଜୀ ଅନୁବାଦ କରିଥିଲେ ଓ ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ ଏହାକୁ ପ୍ରକାଶନ କରିଥିଲା ।

publishment's Usage Examples:

expedition"s chief doctor is referred to as ‘Cutlets" throughout the publishment rather than his actual name, Reginald Koettlitz.


also known with design works, İbrahim Halil Baran, took part in the publishment of various reviews of culture and literature, and assumed the task of.


science, technology and gossip to occur over the month of the magazines publishment.


In 2006, controversy arose when Kokkvold advocated publishment of the Muhammad cartoons.


IMF publishment, 2006, Do Current Account Deficits Matter?, accessed 3 February 2015.


cms Gandikota, by Tavva Obul Reddy, 2016, Telugu Samajam publishment Sewell, Robert.


years, Abidi and the NCPEDP focused on accessibility for the disabled, publishment of disability issues, and work opportunities for the disabled.


Austrian statesman Metternich, who used his power to forbid the further publishment of this poem.


Gandikota, by Tavva Obul Reddy, 2016, Telugu Samajam publishment https://m.


The ITA"s activities include the publishment of a quarterly magazine, the ITA Journal, and the organisation of international.


He worked at Sven-Olof Sandberg"s music publishment Svenska Noter and 1931 he began recording gramophone records.


Kis sent them on to Ferenc Kazinczy to support their printed publishment.


Following the publishment of the satellite imagery, Azerbaijani president Ilham Aliyev confirmed.



publishment's Meaning in Other Sites