proverbing Meaning in Odia (Oriya). ( proverbing ଶବ୍ଦର ଓଡିଆ ଅର୍ଥ)
ପ୍ରବାଦ,
Adjective:
କୁଖ୍ୟାତ, ପ୍ରବାଦ,
People Also Search:
proverbsproves
providable
provide
provide for
provided
provided that
providence
providences
provident
provident fund
providential
providentially
providently
provider
proverbing తెలుగు అర్థానికి ఉదాహరణ:
ପ୍ରବାଦ ଅନୁସାରେ ମାଆ ମହାଲକ୍ଷ୍ମୀ ଏହି ରୋଷଶାଳାରେ ମହାପ୍ରଭୁଙ୍କ ପାଇଁ ରୋଷେଇ କରନ୍ତି ।
.|ପ୍ରବାଦ ଅଛି ବିମବିସର ନିଜକୁ ନିଜେ ହତ୍ୟା କରିଥିଲେ ଓ ପାତାଳରେ ପୁନର୍ଜନ୍ମ ଲଭିଥିଲେ ।
|ଲୋକ ପ୍ରବାଦ ରହିଛି , କରୁଅ ଝିଳରେ ଏକ ଦୈତ୍ୟ ରହି କରୁଆ ଲୋକଙ୍କ ଉପରେ ବହୁ ଅତ୍ୟାଚାର କରୁଥିଲା ।
ଏଣୁ ଏହି ରସ ଶୂନ୍ୟ ଉପଦେଶାବଳୀକୁ ସରସ ଓ ସ୍ୱାଦିଷ୍ଟ କରିବା ଲକ୍ଷ୍ୟରେ କବି ଲୋକ ପ୍ରଚଳିତ ପ୍ରବାଦ ଗୁଡିକୁ ମାଧ୍ୟମ ରୂପେ ଗ୍ରହଣ କରିଛନ୍ତି ।
| କମଳା ମହାସୁଆର |ପୁରୁଷୋତ୍ତମ ଦାସଙ୍କ ରଚିତ 'କାଞ୍ଚୁକାବେରୀ'ରେ ଦାଶରଥି ମହାସୁଆର ଉପରେ ଏକ ପ୍ରବାଦ ଉଲ୍ଲେଖ ହୋଇଛି ।
ପ୍ରବାଦ ଅଛି ଏହିଯାତ୍ରା ସମୟରେ ଯାହାଘରକୁ ଯେତେ ଅଧିକ ଅତିଥି ଆସନ୍ତି ତାଙ୍କୁ ସେତେ ପୂଣ୍ୟ ମିଳେ ।
ପ୍ରବାଦ ଅଛି, ଡ଼ୁରା ଗ୍ରାମ ନିକଟବର୍ତ୍ତୀ ମୁକ୍ତେଶ୍ୱର ମନ୍ଦିର ପଛରେ ଥିବା ଏକ ପ୍ରକାଣ୍ଡ ବାହାଡା ଗଛମୂଳେ ଲେଖାଲେଖି କରୁଥିଲେ ।
ଭାରତ ତଥା ସମଗ୍ର ବିଶ୍ବର ଅନେକ ନୂତନ ଓ ଅଧୁନାତନ କଳାକାରମାନେ ଶାହରୁଖ୍ ଖାନ୍ଙ୍କୁ ନିଜର ଦକ୍ଷତାର ମାପକାଠି ହିସାବରେ ଗ୍ରହଣ କରି ତାଙ୍କ ପ୍ରବାଦତ୍ବରେ ସାମିଲ୍ ହୋଇଛନ୍ତି ।
ପ୍ରବାଦ କଥା ଅନୁସାରେ ଏଠାରେ ଅଟ୍ରୀ ରୁଷୀୟ ଓ ତାଙ୍କ ପତ୍ନୀ ସତୀ ଅନସୂୟା ଏଠାରେ ରହୁଥିଲେ ।
ପ୍ରବାଦରେ ଅଛି ଘଟଗାଁଠାରେ ଥିବା ମା ତାରିଣୀ ମନ୍ଦିରକୁ ୧୪୮୦ ମସିହାରେ କେନ୍ଦୁଝରର ତତ୍କାଳୀନ ରାଜା ଗୋବିନ୍ଦ ଭଞ୍ଜଦେଓ ନିର୍ମାଣ କରେଇଥିଲେ ।
ସ୍ୱକୀୟ ପୁରାଣ ଗର୍ଭିତ ବିଭିନ୍ନ ଉପାଖ୍ୟାନ ତଥା ଚରିତ୍ରାବଳୀର କର୍ମ କୁଶଳତାକୁ ଜନଚିତ୍ତଗ୍ରାହୀ ପ୍ରବାଦ ମାଧ୍ୟମରେ ପ୍ରକାଶ ପୂର୍ବକ ସୁପରିକଳ୍ପିତ ଆଦର୍ଶବୋଧକୁ ପ୍ରଚାର କରିଯାଇଛନ୍ତି ।
ପ୍ରବାଦ ଅନୁସାରେ ଭୋଇମାଙ୍କ ଆତ୍ମା ସେ ସ୍ଥାନକୁ ଆତଙ୍କିତ କରି ନିର୍ମାଣ କାମରେ ବାଧା କରୁଥିଲା ।