proven Meaning in Odia (Oriya). ( proven ଶବ୍ଦର ଓଡିଆ ଅର୍ଥ)
ପ୍ରମାଣିତ, ପ୍ରମାଣ,
Adjective:
ପ୍ରମାଣ,
People Also Search:
provenanceprovenances
provencal
provence
provend
provender
provendered
provenders
provends
provenience
proveniences
prover
proverb
proverbial
proverbially
proven తెలుగు అర్థానికి ఉదాహరణ:
|ଅବସ୍ଥା ଓ ପରିସ୍ଥିତିର ପ୍ରବଳ ଚାପରେ କିପରି ଜୀବଜଗତ ପ୍ରଭାବିତ ହୁଏ ତାହା ସେ ନାନା ଉଦାହରଣରୁ ପ୍ରମାଣିତ କରିଛନ୍ତି ।
ଏହି ନିୟମାବଳୀ ଆଧାରରେ କୋୖଣସି ମନ୍ଦ ଉଦ୍ଦେଶ୍ୟ ନ ଥାଇ କେବଳ ଆଇନର ସୁବିନିଯୋଗ ନିମିତ୍ତ କରାଯାଇଥିବା ଯେ କୌଣସି କାର୍ଯ୍ୟ ବା ନିଆଯାଇଥିବା ଯେ କୌଣସି ପଦକ୍ଷେପ ପାଇଁ (ଅନ୍ୟରୂପେ ପ୍ରମାଣିତ ନ ହୋଇଥିଲେ) ସପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କୌଣସି ମୋକଦ୍ଦମା କରାଯାଇ ପାରିବ ନାହିଁ ।
ହାଡ଼ ଭାଙ୍ଗିବା ଯୋଗୁ କର୍କଟ ହେବା ପ୍ରମାଣିତ ହୋଇନାହିଁ ।
ଅର୍ଥାତ୍ ମହିଳା ମୁଖ୍ୟମନ୍ତ୍ରୀ ବି ଦୁର୍ନୀତିଗ୍ରସ୍ତ ବୋଲି ପ୍ରମାଣିତ ହୁଅନ୍ତି ।
|ସେଣ୍ଟ୍ରାଲ କାଉନ୍ସିଲ ଅଫ ହୋମୀଓପାଥୀଦ୍ୱାରା ପ୍ରତିପାଦିତ ଗବେଷଣା ପ୍ରମାଣିତ ତଥ୍ୟାବଳୀ ଅନୁଯାୟୀ ଏହା ଯାବତୀୟ ସ୍ତ୍ରୀରୋଗ ଯଥା-କୃଛାର୍ତ୍ତବ, ଶ୍ୱେତ ପ୍ରଦର, ଜରାୟୁ ପ୍ରଦାହରେ ବହୁ ସଫଳ ପୂର୍ବକ ଆରୋଗ୍ୟ ପ୍ରଦାନ କରିଥାଏ ।
ସୁଭଦ୍ରାଙ୍କୁ ବେଶ୍ୟା ବୋଲି ନିଷ୍ଠୁର ଭାବେ କହିବାରୁ ଦୁଆରୀ ପରୀକ୍ଷା କରି ଅର୍ଜୁନଙ୍କ ଆଶଙ୍କାକୁ ଭୁଲ ପ୍ରମାଣିତ କରନ୍ତି ।
|କଥାରେ ଅଛି ଜଣେ ଲୋକ ଆଉ ଜଣେ ଲୋକ ଉପରେ ଯାଦୁ କରିଥିଲେ ଓ ଯଦି ତାହା ପ୍ରମାଣିତ ହୋଇ ନାହିଁ, ତା'ହେଲେ ଯାଦୁରେ ପ୍ରଭାବିତ ଲୋକ ଗୋଟିଏ ପବିତ୍ର ନଦୀକୁ ନେଇ ତାହାକୁ ବୁଡ଼େଇ ଦିଆଯାଏ ।
ତେବେ ଏହି ପରୀକ୍ଷଣ ଯୋଗେ ଫର୍ମିଅନ୍ର ପ୍ରମାତ୍ର ଯାନ୍ତ୍ରିକ ତରଙ୍ଗର ସ୍ୱ-ଅଧିବ୍ୟାପନ ପ୍ରମାଣିତ ହୋଇଥିଲା ।
ଗବେଷକମାନେ ଏହି ମୂର୍ତ୍ତିଟିକୁ କୌରବ ଓ ପାଣ୍ଡବଙ୍କ ଅସ୍ତ୍ରଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ବୋଲି ପ୍ରମାଣିତ କରିଛନ୍ତି ।
ପରବର୍ତ୍ତୀ ସମୟରେ କରୁଣାକର କର ଏ ସମ୍ପର୍କରେ ଅଧିକ ଗବେଷଣା କରି ଏଗୁଡ଼ିକ ପ୍ରାଚୀନ ଓଡ଼ିଆ ବୋଲି ପ୍ରମାଣିତ କଲେ ।
କିନ୍ତୁ ସେଥିମଧ୍ୟରୁ କୌଣସି ଅଭିଯୋଗ ପ୍ରମାଣିତ ହୋଇପାରି ନ ଥିଲା।
ଯଦିଓ ଏତଲା ଆଧାରରେ ଅପରାଧ ପ୍ରମାଣିତ ହୁଏ ନାହିଁ ତଥାପି ଏହାକୁ ଅନ୍ୟ ପ୍ରମାଣର ସତ୍ୟାସତ୍ୟ ପରୀକ୍ଷା କରିବାପାଇଁ ବ୍ୟବହାର କରାଯାଇପାରେ ।
proven's Usage Examples:
In an experiment, the variable manipulated by an experimenter is something that is proven to work called an independent.
Less sprayings in the dry season has proven to be more effective than more sprayings in the wet season.
In practice, provenance dictates.
In law, an allegation is a claim of a unproven fact by a party in a pleading, charge, or defense.
The dead man's nephew, Mirza Shafi whose valour had been proven during various occasions, was not appointed commander in chief.
Cancer research2PEF was also proven to be very valuable for characterizing skin cancer.
A subsequent clause which requires that an overt act must also be proven has been held by judges to apply to all kinds of treason.
These proveniences indicate that the Late Bronze Age Aegean was the medium of an international.
therapy has been proven to have a beneficial effect on the prevention of dental caries.
Perhaps because he received funding for some research through the US Office of Naval Research, it has been suggested (but not proven) that Delgado also received backing through the CIA.
having received these awards despite their questionable provenance and meaninglessly broad selection of large numbers of cities and categories.
In the European Union, the Food Supplements Directive requires that only those supplements that have been proven safe.
Operating conditions include operational break-even price, regulatory and contractual approvals, without which the reserve cannot be classified as proven.
Synonyms:
tested, evidenced, tried, proved, established, verified, well-tried,
Antonyms:
unorthodox, native, unsettled, unestablished, unproved,