protrusively Meaning in Odia (Oriya). ( protrusively ଶବ୍ଦର ଓଡିଆ ଅର୍ଥ)
ପ୍ରତିବାଦରେ,
Adjective:
ବିସ୍ତାର,
People Also Search:
protuberanceprotuberances
protuberancies
protuberancy
protuberant
protuberantly
protuberate
protuberated
protuberates
protuberating
proud
proud of
prouder
proudest
proudhon
protrusively తెలుగు అర్థానికి ఉదాహరణ:
ଜଳିଆନାୱାଲାବାଗ୍ ହତ୍ୟାକାଣ୍ଡ ପ୍ରତିବାଦରେ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା ।
| ବିବାଦ |୨୦୧୮ ମସିହା ଅଗଷ୍ଟ ୪ ତାରିଖରେ ବଙ୍ଗଳାଦେଶର ସଡ଼କ ସୁରକ୍ଷା ପାଇଁ ଚାଲିଥିବା ପ୍ରତିବାଦରେ କାଜି ନସ୍ୱାବ ଭୁଲ ତଥ୍ୟ ଚାରିଆଡ଼େ ପ୍ରଚାର କରୁଥିବା ଅଭିଯୋଗରେ ଗିରଫ ହୋଇଥିଲେ ।
ସେହି ଘଟଣାର ପ୍ରତିବାଦରେ ଘୁମୁସରର ୩୦୦/୪୦୦ କନ୍ଧ ବାଣପୁରରେ ପଶି ସରକାରୀ ଖଜଣାଖାନା ଲୁଟ୍ କଲେ ଓ ସରକାରୀ ଦପ୍ତର ସବୁ ଆକ୍ରମଣ କଲେ ।
ତେଣୁ ରାଣୀ ମୋହନ କୁମାରୀ ରାଜ୍ୟ ଶାସନ ପରିଚାଳନା କରିବା ପ୍ରତିବାଦରେ ସମ୍ବଲପୁର ଅଞ୍ଚଳରେ ବିଦ୍ରୋହର ବହ୍ନି ଜଳି ଉଠିଥିଲା ।
ଏହାର ପ୍ରତିବାଦରେ ମଣ୍ଡେଲା ନିଜର ପାସ ଜଳାଇ ଦେଇଥିଲେ ଏବଂ ଦେଶ ସାରା ବିରୋଧ ହେବାରୁ ସରକାର ସାମରିକ ଆଇନ ଲାଗୁ କରିବାକୁ ବାଧ୍ୟ ହେଲେ ।
ଏହି ବେସାମରିକ ଭାରତୀୟମାନେ ଦୁଇ ଜାତୀୟ ନେତା ସତ୍ୟ ପାଲ୍ ଓ ସୈଫୁଦିନ୍ କିଚ୍ଲୁଙ୍କ ଗିରଫ୍ ଓ ଦେଶାନ୍ତରୀକରଣ ପ୍ରତିବାଦରେ ଏକତ୍ରିତ ହୋଇଥିଲେ ।
ଲୋକେ ଏହାର ପ୍ରତିବାଦରେ ବହୁ ପନ୍ଥା ଆପଣାନ୍ତି ଯାହା ବନ୍ୟଜନ୍ତୁଙ୍କ ପାଇଁ ବିପଜ୍ଜନକ ।
କିନ୍ତୁ ସରକାର ଓଡ଼ିଶାର ନ୍ୟାଯ୍ୟ ଦାବି ଗ୍ରହଣ ନକରିବାରୁ ତା'ର ପ୍ରତିବାଦରେ ସେ ପ୍ରଥମ ସତ୍ୟାଗ୍ରହୀ ଭାବରେ ସୀମା ଆନ୍ଦୋଳନର ନେତୃତ୍ୱ ନେଇ କାରାବରଣ କରିଥିଲେ ।