<< prototyping protozoal >>

protozoa Meaning in Odia (Oriya). ( protozoa ଶବ୍ଦର ଓଡିଆ ଅର୍ଥ)



ପ୍ରୋଟୋଜୋଆ, ୟୁନିକେଲୁଲାର୍ ଆଦିମ ପ୍ରାଣୀ, ପ୍ରଥମ ପଶୁ,

Noun:

ପ୍ରଥମ ପଶୁ,

protozoa తెలుగు అర్థానికి ఉదాహరణ:

|ଆଧାର|ଚିକିତ୍ସା ବିଜ୍ଞାନ ଚାଗାସ୍ ରୋଗ, ଇଂରାଜୀରେ Chagas disease , ବା ଆମେରିକାନ୍ ଟ୍ରିପାନୋସୋମିଆସିସ୍ (American trypanosomiasis), ଏକ ଗ୍ରୀଷ୍ମ ମଣ୍ଡଳୀୟ ଓ ପରଜୀବୀ ରୋଗ ଯାହା ଟ୍ରିପାନୋସୋମାକୃଜି ନାମକ ଏକ ପ୍ରୋଟୋଜୋଆଦ୍ୱାରା ହୁଏ ।

ଏହି ପ୍ରୋଟୋଜୋଆର ନାମକରଣ ପ୍ଲାଜମୋଡିୟମ ବୋଲି ଇଟାଲୀୟ ବୈଜ୍ଞାନିକ ଏତୋରେ ମାର୍ଚିଆଫାବା ଓ ଆଞ୍ଜେଲୋ ସେଲୀଙ୍କଦ୍ୱାରା ହୋଇଥିଲା।

ଏହା ଏକ ଭେକ୍ଟର ସଞ୍ଚାରିତ ରୋଗ (vector-borne) protozoa ଟ୍ରାୟାଟୋମିନ ଅସାସିନ (assassin) କୀଟର ମଳରୁ ଟ୍ରିପାନୋସୋମା କୃଜି (Trypanosoma cruzi) ନାମକ ଏକ ପ୍ରୋଟୋଜୋଆର ସ୍ପର୍ଶଦ୍ୱାରା ହୁଏ ବିସ୍ତାର ଲାଭ କରେ ।

ରୋଗ ଜଟିଳ ହେଲେ ଡିହାଇଡ୍ରେସନ୍ ହୋଇପାରେ | |ଆମାଶୟର କାରଣ ସାଧାରଣତଃ ଶିଗେଲା ଜୀବାଣୁ ଯୋଗୁ ହୁଏ, ଯେଉଁ କ୍ଷେତ୍ରରେ ଏହା ଶିଗେଲୋସିସ୍ ବା ଆମୋବା ଏଣ୍ଟାମୋବା ହିଷ୍ଟୋଲାଇଟିକା ଭାବରେ ଜଣାଶୁଣା | ଅନ୍ୟାନ୍ୟ କାରଣ ମଧ୍ୟରେ କେତେକ ରାସାୟନିକ ପଦାର୍ଥ, ଅନ୍ୟ ଜୀବାଣୁ, ଅନ୍ୟ ପ୍ରୋଟୋଜୋଆ କିମ୍ବା ପରଜୀବୀ ପୋକ ଅନ୍ତର୍ଭୁକ୍ତ ହୋଇପାରେ ।

ଏହା ବ୍ୟତୀତ ଜୀବାଣୁ, କବକ ଓ ଏକକୋଷି ପ୍ରାଣୀ/ ପ୍ରୋଟୋଜୋଆ (Protozoa)ଦ୍ୱାରା ଏହି ରୋଗ ହୁଏ ।

|ଆଧାର|ଚିକିତ୍ସା ବିଜ୍ଞାନ ଲିସମାନିଆସିସ ବା ଲିସମାନିଓସିସ (ଇଂରାଜୀରେ ଯଥାକ୍ରମେ Leishmaniasis କିମ୍ବା leishmaniosis) ଏକ ରୋଗ ଯାହା ଏକ ପ୍ରୋଟୋଜୋଆ ପରଜୀବୀ ଜିନସ ଲିସମାନିଆଦ୍ୱାରା ହୁଏ ଓ ଏହା କେତେକ ପ୍ରକାର ସ୍ୟାଣ୍ଡଫ୍ଲାଇ କାମୁଡିଲେ ବ୍ୟାପେ ।

ଏହି ଯୁଗ୍ମ ଔଷଧରେ ସଲଫାଡକ୍‌ସିନ (sulfadoxine) ନାମ ଥିବା ଏକ ପ୍ରକାର ସଲଫୋନାମାଇଡ (sulfonamide) ଓ ପାଇରିମେଥାମିନ (pyrimethamine) ଭଳି ଏକ ପ୍ରୋଟୋଜୋଆ ବିରୋଧୀ (antiprotozoal) ଔଷଧ ଥାଏ ।

ସଂକ୍ରମଣର କାରଣ ଜୀବାଣୁ, କବକ, ଭୂତାଣୁ,ସ୍ପାଇରୋକେଟାଲ କିମ୍ବା ପ୍ରୋଟୋଜୋଆ ହୋଇପାରେ ।

ପ୍ରୋଟୋଜୋଆ ଯେପରିକି ଜିଆର୍ଡିଆ ଯୋଗୁ ଅଧିକ ସମୟ ଧରି ରୋଗ ଲାଗିରହେ ।

ବିଭିନ୍ନ ଧରଣର ରୋଗ ସୃଷ୍ଟିକାରୀ ଭୂତାଣୁ, ଜୀବାଣୁ, ପ୍ରୋଟୋଜୋଆ (protozoa) ଓ ହେଲମିନ୍ଥମାନେ (helminths) ରୋଗ ସୃଷ୍ଟି କରନ୍ତି ।

|ଆଧାର|ରୋଗ|ଚିକିତ୍ସା ବିଜ୍ଞାନ ଚାଗାସ୍ ରୋଗ, ଇଂରାଜୀରେ Chagas disease , ବା ଆମେରିକାନ୍ ଟ୍ରିପାନୋସୋମିଆସିସ୍ (American trypanosomiasis), ଏକ ଗ୍ରୀଷ୍ମ ମଣ୍ଡଳୀୟ ଓ ପରଜୀବୀ ରୋଗ ଯାହା ଟ୍ରିପାନୋସୋମାକୃଜି ନାମକ ଏକ ପ୍ରୋଟୋଜୋଆଦ୍ୱାରା ହୁଏ ।

ଏକ କୋଷୀ ପ୍ରୋଟୋଜୋଆ (protozoan) ଲିସମାନିଆ (Leishmania) ନାମକ ଏକ ପରଜୀବୀ (parasites) ଆକ୍ରମଣ ଯୋଗୁ ଏହି ରୋଗ (disease) ହୁଏ ।

ତେଣୁ ସେ ପ୍ରସ୍ତାବ ଦେଇଥିଲେ ଯେ ମ୍ୟାଲେରିଆର କାରଣ ପ୍ରୋଟୋଜୋଆ ପରଜୀବୀ ଅଟେ।

protozoa's Usage Examples:

A protozoan parasite in Italy effectively sterilises males, forcing the remaining female population to become parthenogenetic.


Marine plankton include bacteria, archaea, algae, protozoa and drifting or floating animals that inhabit the saltwater of oceans and the brackish.


Giardia (/dʒiːˈɑːrdiə/ or /ˈdʒɑːrdiə/) is a genus of anaerobic flagellated protozoan parasites of the phylum metamonada that colonise and reproduce in.


the protozoa are subsequently consumed by rotifers and cladocera.


Resting cyst of ciliated protozoan Dileptus viridis.


Blastocystis is a protozoal, single-celled parasite that inhabits the gastrointestinal tracts of humans.


A biological agent (also called bio-agent, biological threat agent, biological warfare agent, biological weapon, or bioweapon) is a bacterium, virus, protozoan.


Carnivorous plants are plants that derive some or most of their nutrients from trapping and consuming animals or protozoans, typically insects and other arthropods.


Antigenic variation or antigenic alteration refers to the mechanism by which an infectious agent such as a protozoan, bacterium or virus alters the proteins.


pdf Effects of porphyrins on encystment and excystment in ciliated protozoan Archived 16 July 2011 at the Wayback Machine Bradbury, P.


Many unicellular protists, particularly protozoans, are motile and can generate movement using flagella, cilia or pseudopods.


papers have also proposed the use of viruses to treat infections caused by protozoa.


In some older systems of classification, such as the influential taxonomic works of Alfred Kahl, ciliated protozoa are placed within.



Synonyms:

Ciliophora, class Sporozoa, class Mastigophora, protozoan, kingdom Protoctista, Sarcodina, Sporozoa, protozoon, Ciliata, class Flagellata, Flagellata, Mastigophora, class Sarcodina, phylum, class Ciliata, Protoctista, class Ciliophora, phylum Protozoa,

protozoa's Meaning in Other Sites