protocol Meaning in Odia (Oriya). ( protocol ଶବ୍ଦର ଓଡିଆ ଅର୍ଥ)
ପ୍ରୋଟୋକଲ୍, ମୁସାବିଦ୍,
Noun:
ଡ୍ରାଫ୍ଟ, ଅଦାଲତରେ ରୀତିନୀତି |, ମୂଳ ପାଠ, ଡକ୍ୟୁମେଣ୍ଟ୍ ର ଡ୍ରାଫ୍ଟ |,
People Also Search:
protocolsproton
proton accelerator
protonic
protons
protoplasm
protoplasmal
protoplasmic
protoplasms
protoplast
protoplasts
protore
protostar
protostars
prototheria
protocol తెలుగు అర్థానికి ఉదాహరణ:
ମୁଖ୍ୟତଃ http, https (httpର ସୁରକ୍ଷିତ ଭର୍ସନ୍), ftp, mailto, data ଇତ୍ୟାଦି ପ୍ରୋଟୋକଲ୍ଗୁଡ଼ିକ scheme ଭାବରେ ବ୍ୟବହୃତ ହୋଇଥାଏ ।
ସାଧାରଣତଃ http ଏବଂ https ପ୍ରୋଟୋକଲ୍କୁ ବ୍ୟବହାର କରୁଥିବା URLକୁ ହିଁ ୱେବ୍ ଆଡ୍ରେସ୍ କୁହାଯାଏ ।
ନିମ୍ନଲିଖିତ ଧାଡ଼ିଟିକୁ ଏକ ସାଧାରଣ URLର ଉଦାହରଣ ଭାବେ ନିଆଯାଇ ପାରେ :|http://www.example.com/index.html|ଏଠାରେ http ହେଉଛି ଏକ ପ୍ରୋଟୋକଲ୍, www.example.com ହେଉଛି ହୋଷ୍ଟ୍ ନେମ୍ ବା ସଂଲଗ୍ନ ପୃଷ୍ଠା (ଏଠାରେ ଫାଇଲ୍)ଟି ଥିବା ସର୍ଭର୍ର ନାମ ଏବଂ index.html ହେଉଛି ଫାଇଲ୍ର ନାମ (ଏଠାରେ ପୃଷ୍ଠାଟି ନିଜେ ହିଁ ଏକ ଫାଇଲ୍) ।
|କୋଭିଡ-୧୯ ପ୍ରଭାବିତ ଦେଶକୁ ଯାଇଥିବା ବ୍ୟକ୍ତିବିଶେଷଙ୍କଠାରେ କୋଭିଡ-୧୯ର ସଂଜ୍ଞା ଅନୁଯାୟୀ କୌଣସି ଲକ୍ଷଣ ଜଣାପଡ଼ିଲେ ସେହି ବ୍ୟକ୍ତିଙ୍କୁ ପ୍ରୋଟୋକଲ୍ ଅନୁଯାୟୀ ଡାକ୍ତରଖାନାରେ ପୃଥକ କରିବାକୁ ପଡ଼ିବ ଏବଂ ତାଙ୍କୁ କୋଭିଡ-୧୯ ପରୀକ୍ଷା କରାଯିବ ।
http ପ୍ରୋଟୋକଲ୍ର ମାନକ ପୋର୍ଟ୍ ନମ୍ବର ୮୦ ହୋଇଥିବା ବେଳେ https ପ୍ରୋଟୋକଲ୍ର ମାନକ ପୋର୍ଟ୍ ନମ୍ବର ୪୪୩ ଅଟେ ।
ଉଦାହରଣ ସ୍ୱରୂପ :|ftp://www.somecompany.com/whitepapers/widgets.ps|ସେହିପରି କୌଣସି ଇ-ମେଲ୍ କ୍ଲାଇଣ୍ଟ୍କୁ ଖୋଲିବା ପାଇଁ mailto ପ୍ରୋଟୋକଲ୍ ଓ କୌଣସି ଡାଟାବେସ୍ ବ୍ୟବହାର କରିବା ପାଇଁ jdbc ପ୍ରୋଟୋକଲ୍ ବ୍ୟବହୃତ ହୋଇଥାଏ ।
ଏଠାରେ ପ୍ରୋଟୋକଲ୍ ହେଉଛି ବ୍ୟବହାର କରିବାକୁ ଚାହୁଁଥିବା ଡାକ ସେବା, ଡୋମେନ୍ ନେମ୍ ହେଉଛି ସହରର ନାମ ଏବଂ ପୋର୍ଟ୍ ହେଉଛି ଜିପ୍ କୋଡ୍ ବା ପିନ୍ କୋଡ୍ ।
ଦିଆଯାଇଥିବା ସର୍ଭର୍ଟି ନିଜ ସମ୍ବଳ ରିକ୍ୱେଷ୍ଟ୍ କରିଥିବା କ୍ଲାଇଣ୍ଟ୍ଦ୍ୱାରା ବ୍ୟବହୃତ ହୋଇପାରିବ ବୋଲି ସ୍ୱୀକୃତି ପ୍ରଦାନ କରିବା ପାଇଁ http ପ୍ରୋଟୋକଲ୍ର ମାନକ ପୋର୍ଟ୍ (Standard port) ବ୍ୟବହାର କରୁଥିଲେ, URLର ଏହି ଭାଗଟି ଉହ୍ୟ ରହେ ।
ଫାଇଲ୍ ଆଦାନପ୍ରଦାନ ପାଇଁ ବ୍ୟବହୃତ URLରେ ftp ପ୍ରୋଟୋକଲ୍ (File Transfer Protocol) ବ୍ୟବହୃତ ହୋଇଥାଏ ।
protocol's Usage Examples:
(For a detailed description see Cache coherency protocols (examples)) In computing, MOESI is a full cache coherency protocol that encompasses all of the.
Farber and his colleagues published their results on the efficacy of actinomycin D in 1960, and further development of treatment protocols by the National Wilms Tumor Study Group resulted in a 90% survival rate in children with Wilms' tumors by the end of the century.
931QSIGNetwork protocolsTelephony signals An angiogenesis inhibitor is a substance that inhibits the growth of new blood vessels (angiogenesis).
As of version 3 of the protocol specification, an extra symmetric key is derived during authenticated key exchanges that can be used for secure communication (e.
TLS interception (or HTTPS interception if applied particularly to that protocol) is the practice.
A confirmatory trial is an adequately controlled trial where hypotheses are stated in advance and evaluated according to a protocol.
These protocols may then use BFD to receive faster notification of failing links than would normally be possible using the protocol's own keepalive mechanism.
The WebSocket protocol enables interaction between a web browser (or other client application) and a web.
A real-time Google Sky mashup of recent astronomical transients, using the VOEvent protocol, is provided by the VOEventNet collaboration.
IPsec includes protocols for establishing mutual authentication between agents at the beginning of a session and negotiation of cryptographic.
Definition The first major international instrument dealing with the trafficking of children is part of the 2000 UN Palermo protocols, titled the Protocol to Prevent, Suppress and Punish Trafficking in Persons, Especially Women and Children.
The TTP protocol offers the unique feature of having all nodes on a network know, at the same time, when any other node fails to communicate or sends unreliable data.
Synonyms:
etiquette,
Antonyms:
yin, yang, misconception,